ବାଇକ ଦୃର୍ଘଟଣାରେ ୧ ମୃତ,୨  ଗୁରୁତର 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ:  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ  ତ୍ରିବଣପୁର-ଅମ୍ବଝରି ରାସ୍ତା ମଧ୍ୟରେ ବାଇକ ଦୃଘଟଣା I ଜଣେ ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି I ଗୁରୁତର ମାନେ ହେଲେ ଭୁବନ ନାଏକ , ଗୁରୁଦେବ ନାଏକ I ସେମାନଙ୍କୁ ରେଢାଖୋଲ ମେଡିକାଲ  ରୁ…

ଗଛ କାଟି ରାସ୍ତା ଅବରୋଧ କଲେ ମାଓବାଦୀ : ଯାତାୟାତ ଠପ

 ଘୁ.ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ ପନ୍ଦର ମାଇଲ ଠାରେ ମାଓବାଦୀଙ୍କ ଗଛକାଟି ରାସ୍ତା ଅବରୋଧ କରିଛନ୍ତି । ଯାହାରି ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି |.ଖବର ପାଇ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଂଚି ଥିବା ସୂଚନା ମିଳିଛି | . ଘଟଣା…

ପ୍ରୂର୍ତ୍ତ ବିଭାଗକୁ ବୋଝ ଅଦାଲତ ମାମଲା : ମାମଲା  କମାଇବା ପାଇଁ ନିର୍ଦ୍ଦେଶ ଦେଲେ ସବିବ 

ସବୁ ଅଦାଲତ ଅବମାନନା ମାମଲାର କାରଣ ଦର୍ଶାଅ ଉତ୍ତର ଚଳିତମାସ ୩୧ସୁଦ୍ଧା ଅଦାଲତରେ ଦାଖଲ କର : ଡକ୍ଟର କୁମାର                      ଭୁବନେଶ୍ୱର : ପୂର୍ତ୍ତ ସଚିବ ଭାବେ ଦାୟିତ୍ୱନେବା ପରେ ବିଭାଗରେ ବିଭିନ୍ନ ସଂସ୍କରମୂଳକ ପ୍ରଶାସନିକ ପଦକ୍ଷେପ ନେଇ ତାହାକୁ କ୍ରିୟାଶୀଳ କରିଥିବା ବରିଷ୍ଠ…

 ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ  “ସୁରଭି”ଉଦଯାପିତ

ନୂଆପଡା/ ଅମିତ ପୁରୋହିତ :  ସ୍ଥାନୀୟ ନ୍ୟାସନାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ଥରୀୟ ଶିଶୁ ମହୋତ୍ସବ “ସୁରଭି” ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନି ଉତ୍ସବରେ ଗୋଷ୍ଠୀ  ଶିକ୍ଷା ଅଧିକାରୀ ନୂଆପଡା ରେଶମଲାଲ ନାଏକ ପ୍ରଦିପ ପ୍ରଜ୍ୱଳନ କରି ଶୂଭ ଉଦ୍ଘାଟନ କରିଥିଲେ । ପରେ ନିର୍ଦ୍ଧାରିତ…

 ବିଜେପୁରବାସୀ ରାଜ୍ୟର ସମୃଦ୍ଧି ଓ ସ୍ୱାଭିମାନକୁ ସମର୍ଥନ ଦେଇ ରାଜନୈତିକ ବିଜ୍ଞତା ଓ ପରିପକ୍ୱତାର ପରିଚୟ ଦେଇଛନ୍ତି:…

ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ସର୍ବକାଳୀନ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କ୍ରମାଗତ ୧୯ ବର୍ଷ ଶାସନରେ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ରାଜନୈତିକ ଇତିହାସରେ ବିରଳ ଏକ-ତୃତୀୟାଂଶ ଭୋଟ ପାଇବାକୁ ବି ସମର୍ଥ ହେଲାନାହିଁ ବିଜେପି ଭୁବନେଶ୍ୱର,: :…

ରେଳରେ ଗଲେ, ଆହାର ଖାଇଲେ 

ଭୁବନେଶ୍ୱର/ ନୟାଗଡ (ଶାସକ ପ୍ରଶାସକ) ଲୋକଂକ ଭିତର ନେତା, ଭିଡ ଭିତରେ ବାରି ହୋଇ ପାରୁଥିବା ନେତା ଆଉ ଲୋକଙ୍କୁ କଥା ଦେଇ କଥା ରଖିବାକୁ ଚେଷ୍ଟିତ ଥିବା ନେତା ହେଉଛନ୍ତି ଅରୁଣ ସାହୁ | ମାନେ ରାଜ୍ୟ ସରକାରଙ୍କ ଦୁଇ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ ଉଚ୍ଚଶିକ୍ଷା ଆଉ କୃଷି କୃଷକ ସଶକ୍ତିକରଣ…

ଗୁମ୍ମା ବ୍ଳକର କୁଲଙ୍ଗ ଓ ତିତିସିଂ ଗ୍ରାମରେ ବର୍ଷା ବିତ୍ପାତ : ଉଜୁଡ଼ିଲା ଘର, ପଶୁପକ୍ଷୀ ନିହତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଓ ତିତିସିଂ ଗ୍ରାମରେ ଆଜି ଭୋର ସକାଳ ୭ .୧୫ସମୟରେ ପାଖ ମୁଖଲିଙ୍ଗ ପର୍ବତରୁ ଧସେଇ ହୋଇi ୨୦ଟି ଘର ପୁରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ ଟି ଘର ଅଳ୍ପ ନଷ୍ଟ ହୋଇଥିବା ସହ…

ଓଡିଶା ସରକାରଙ୍କ ଜଳସଂପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀଙ୍କ ଆଠମଲ୍ଲିକ ଗସ୍ତ 

ଲୋକଙ୍କ ସହିତ ମିଶି ବୁଝିଲେ ସମସ୍ୟା, ଧଉରାଗୋଠ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲୋକଙ୍କ ଦାବି  (ଆଠମଲ୍ଲିକ / ସନ୍ତୋଷ ମେହେର ):  ଓଡିଶା ସରକାରଙ୍କ ଜଳସଂପଦ ବିଭାଗ  ସର୍ବୋଚ୍ଚ ଯନ୍ତ୍ରୀ ଇଂ ଅକ୍ଷୟ କୁମାର ବାନାର୍ଜୀଙ୍କ ଆଠମଲ୍ଲିକ ଗସ୍ତରେ ଆସିଛନ୍ତି I ଏହି ଅବସରରେ ଇଂ.ବାନାର୍ଜୀଙ୍କ…

 ଜଗତସିଂହପୁର ଠାରେ ୟୁକୋ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ

ଜଗତସିଂହପୁର(ଶାସକ ପ୍ରଶାସକ)-ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ୟୁକୋ ବ୍ୟାଙ୍କ ଆନୁକୂଲ୍ୟରେ ଏକ ଦୁଇଦିନିଆ ଗ୍ରାହକ ସଂଯୋଗୀକରଣ ପଦକ୍ଷେପ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଜଗତସିଂହପୁର…

ଧନ୍ୟବାଦ ତହସିଲଦାର: ମଣିଷପଣିଆ ବଂଚାଇଲା ଜଣଙ୍କ ଜୀବନ 

 ଦୁଇ ବାଇକ ଆରୋହୀଙ୍କ ସାମ୍ନାସାମ୍ନି ଧକ୍କା ସୁନ୍ଦରଗଡ଼ ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ : ଆଜି ସକାଳ ୯:୪୫ପାଖାପାଖି ସୁନ୍ଦରଗଡ଼ ଜିଲ୍ଲାର ସଦର ଥାନା ଅନ୍ତର୍ଗତ କଟଙ୍ଗିଡ଼ିହି ଛକ ପାଖ ବୁଲାଣିରେ ଭାରସାମ୍ୟ ହରାଇ ଦୁଇ ବାଇକ ଆରୋହୀ  ଗୁରୁତର ଭାବେ ଦୁର୍ଘଟଣା ଗ୍ରସ୍ତ ହୋଇ ପଡ଼ିରହିଥିଲେ |…