Sign in
Sign in
Recover your password.
A password will be e-mailed to you.
“ଭଞ୍ଜ ମାଟିର ବରପୁତ୍ର ଚୈତନ୍ୟ ପ୍ରସାଦ ଥିଲେ ମୟୁରଭଞ୍ଜରେ ଶିକ୍ଷା ବିପ୍ଲବର ସୂତ୍ରଧର”
ବିଜୁ ଭବନରେ ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ବିଜୁ ଭବନ ତଥା ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମୟୂରଭଞ୍ଜ ବରପୁତ୍ର ତଥା କର୍ମବୀର, ଜନନାୟକ ଆଦିବାସୀ ନେତା ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ…
ଜମୁଛି ଆଦିବାସୀ ମେଳା : ଦି ଦିନରେ ଅଢେଇ ଲକ୍ଷ ଲୋକ ସମାଗମ
ବ୍ୟବସାୟ ପରିମାଣ କୋଟିଏରୁ ଅଧିକ : ବଢୁଛନ୍ତି ବିଦେଶୀ ପର୍ଯ୍ୟଟକ
ଭୁବନେଶ୍ୱର, (ଶାସକ ପ୍ରଶାସକ): ଜାନୁୟାରୀ ୨୬ ତାରିଖରୁ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳାକୁ ଦୁଇ ଦିନରେ ପ୍ରାୟ ଅଢେଇ ଲକ୍ଷ ଲୋକ ଆସିଥିବାବେଳେ ପ୍ରଥମ ଦିନରେ ହିଁ ଦେଢ଼ ଲକ୍ଷରୁ…
ମନମୋହିଲେ ସିଆରପିଏଫ : ଗରିବଙ୍କୁ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ।
http://www.youtube.com/watch?v=wrkgPN1BiAI
ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ବରଗଡ଼ ଜିଲ୍ଲା ବରତୁଣ୍ଡା ନୂଆଡିହି ଠାରେ 189 ସିଆରପିଏଫ ବାଟାଲିଅନ ଦ୍ୱାରା ଆୟୋଜିତ ସିଭିକ ଆସ୍କନ ୨୦୨୦ ପ୍ରୋଗ୍ରାମ ଜରିଆରେ ଅଞ୍ଚଲର ନିରିହ ଗରିବ ମାନଙ୍କୁ ବାଣ୍ଟିଲେ କମ୍ବଳ, ସୋଲାର ଲାଇଟ ରନ୍ଧନ…
ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଭେଉଁରିଆ ଦଳ ସେମିଫାଇନାଲରେ
ପଦ୍ମପୁର- ଦିର୍ଘ ୧୯ ବର୍ଷରେ ପଦାର୍ପଣ କରି ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆ ଠାରେ ଆଜି ତୃତୀୟ ଦିବସ ରେ ଖୁବ୍ ମଜାଦାର୍ ମୁଡରେ ଖେଳ ଚାଲିଛି| ଟୁର୍ଣ୍ଣାମେଣ୍ଟ କୁ ସାଫଲ୍ୟ ମଣ୍ଡିତ କରିବାର ପ୍ରୟାସରେ ଆଜିକାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବୁକୁରାମୁଣ୍ଡା…
ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ
ଭୁବନେଶ୍ୱର( ଶାସକ ପ୍ରଶାସକ) ପରଲୋକଗତ ପ୍ରଖ୍ୟାତ ସଂଗୀତ ବିଶାରଦ ସ୍ବର୍ଗତ ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ | ଏ ବିଷୟ ଆଜି ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହା ସହିତ ଆସନ୍ତା କାଲି ପାଳିତ ହେବ ରାଜ୍ୟସ୍ତରୀୟ…
ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ଡର କି : ଖାରବେଳ
ଭୁୁବନେଶ୍ୱର,(ଶାସକ ପ୍ରଶାସକ): ଆସନ୍ତା ସଂସଦର ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଶାସକ ବିଜେଡି ତରଫରୁ ଉଠାଯିବାକୁ ଥିବା ପ୍ରସଙ୍ଗ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ବିଜେଡି ସଂସଦୀୟ ଦଳର ବୈଠକ ପରେ ସାଂସଦ…
ସିଭିକ ଆକ୍ସନ ପ୍ରୋଗ୍ରାମ : ଗରିବ ଲୋକଙ୍କୁ ସହାୟତାର ହାତ ବଢାଇଲା ସିଆରପିଏଫ
http://www.youtube.com/watch?v=Io9SeUy2zqc
ବରଗଡ :- ଆଜି ବରଗଡ ଜିଲ୍ଲା ପାଇକମାଲ ହାଇ ସ୍କୁଲ ପଡିଆ ଠାରେ ସିଆରପିଏଫ 189 ବଟଲିଅନ ତରଫରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଜରିଆରେ ଅଞ୍ଚଳ ର କିଛି ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରାଯିବା ସହିତ ଲୋକଙ୍କର ଜନ ନିକଟତର ହେବାର ପ୍ରୟାସ…
ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମକୁ ପ୍ରତିବଦ୍ଧ ହେବାକୁ ହେବ
ସେକ୍ଟର-1 ସଂଘ ଶାଖାର ବାର୍ଷିକ ଉତ୍ସବ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରୀଆ - ସାମ୍ପ୍ରତିକ ପରିସ୍ଥିତିରେ ସମାଜ ଓ ସଂସ୍କୃତି ପ୍ରତି ଦେଖା ଦେଇଥିବା ବିପଦ ସମ୍ୱନ୍ଧରେ ଆମକୁ ଚିନ୍ତାଶୀଳ ହେବା ସହିତ ସମାଜ ଓ ସଂସ୍କୃତିର ସୁରକ୍ଷା ପାଇଁ ଆମକୁ ପ୍ରତିବଦ୍ଧତା ପ୍ରତିପାଦିତ କରିବାର ବହୁ ଆବଶ୍ୟକତା…
କୂଅରେ ପଡିଲା ଗାଡ ଭାଲୁ
ଢେଙ୍କାନାଳ(ଶାସକ ପ୍ରଶାସକ) :- କୂଅରେ ପଡିଲା ଗାଡ ଭାଲୁ । ଏଭଳି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଦୁଦୁରୁକୋଟ ଗ୍ରାମରେ । ଗାଁର ଏକ ପରିତ୍ୟକ୍ତ କୂଅରେ ଏହି ଭାଲୁଟି ପଡିଯାଇଥିବା ଦେଖାଯାଇଥିଲା । ଏହାକୁ ଦେଖିବାକୁ ଗାଁର ଆଖପାଖ ଅଞ୍ଚଳର ଲୋକେ ଭିଡ ଜମାଇଥିଲେ ।…
ପାଣି ପାଇଁ ପଇସା ମାଗି ବନ୍ଧା ହେଲେ
କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟ ଦରମା ଅଟକାଇବା ସହିତ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର(ଶାସକ ପ୍ରଶାସକ)- ଗୃହ ଓ ନଗର ଉନ୍ନୟନ ବିଭାଗର ମୋ ସରକାର ଓ ୫-ଟି କାର୍ଯ୍ୟକାରୀ ହୋଇଥିବାବେଳେ ଅନିୟମିତତା ଓ ଲାଞ୍ଚ କାରବାର ପ୍ରତି କର୍ତ୍ତୃପକ୍ଷ ଅତ୍ୟନ୍ତ କଠୋର ହୋଇଛନ୍ତି । ପାଣି ପାଇପ୍ ସଂଯୋଗପାଇଁ…