ଯାଦବ ସମାଜର ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଓ ନୂଆଖାଇ ଭେଟଘାଟ

ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଯାଦବ ସମାଜ ତରଫରୁ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ଓ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନୂଆପଡାସ୍ଥିତ ଯାଦବ ସମାଜର ସଭାଗୃହରୁ ଏକ ସଭାଯାତ୍ରା ବାହାରି ବାଜାଗାଜା ସହନଗର ପରିକ୍ରମା  କରି…

ଦୀପାବଳିର ପୂର୍ବ ସନ୍ଧ୍ୟାରେ ରାଜୁ ଭାଇ ଦେଲେ ଫଟକା ମିଠା ଓ ବହି ଖାତା

ନୂଆପଡ଼ା:- ନୂଆପଡା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ , ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ନୂଆପଡା ନିର୍ବାଚନ ମଣ୍ଡଳୀର  ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ) ଗତ କାଲି ଦୀପାବଳି ର ପୂର୍ବ ସନ୍ଧ୍ୟାରେ ଖରିଆର ରୋଡ଼ ସ୍ଥିତ ଅନ୍ୱେସା ଛାତ୍ରାବାସ ତଥା ଗୋପବନ୍ଧୁ ହାଇସ୍କୁଲର…

ଦୀପାବଳି ଉପଲକ୍ଷେ ଧର୍ମେନ୍ଦ୍ର ଜଣାଇଲେ ଶୁଭେଚ୍ଛା 

ଭୁବନେଶ୍ୱର(ଶାସକ ପ୍ରଶାସକ)  – ଆଲୋକର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ଦେଶ ତଥା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ…

ଯାଜପୁର ଜିଲ୍ଲାର ସବୁ  ଥାନା ଘେରାଓ କରିବା ସହ ଏତଲା ଦାଏର କଲା  ବିଜେପି 

ବହୁଚର୍ଚ୍ଚିତ ସ୍ମିତାରାଣୀ ହତ୍ୟା ପ୍ରସଙ୍ଗ :  ନିରପେକ୍ଷ ତଦନ୍ତ ଏବଂ ଏସପିଙ୍କ ବିବାଦୀୟ ବୟାନ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ  ଦାବି ଯାଜପୁର/ବ୍ୟାସନଗର/ଧର୍ମଶାଳା/ ବରୀ/ ଭୁବନେଶ୍ୱର,(ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା ପୋଲିସ ଏସପି ଶ୍ରୀ ଚରଣ ସିଂ ମିନା ଯାହାଙ୍କ କାମ ହେଉଛି ସାଧାରଣ…

“ସ୍ମିତାରାଣି ହତ୍ୟା ପ୍ରସଙ୍ଗରେ ମିଛ କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା “

ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦିଅନ୍ତୁ: ବିଜେପି ମହିଳା ମୋର୍ଚ୍ଚା  ଆସନ୍ତା ୨୮ ତାରିଖରେ ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବା ବିଜେପି ମହିଳା ମୋର୍ଚ୍ଚା  ଭୁବନେଶ୍ୱର(ଶାସକ ପ୍ରଶାସକ)  : ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର…

ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ – ଧର୍ମେନ୍ଦ୍ର ପ୍ରଧାନ

୫ଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଟୋକିଓ ଠାରେ ଜିଏଫ୍ଏସ୍ଇଏସ୍ ମନ୍ତ୍ରୀସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ  ଜାପାନ/ଭୁବନେଶ୍ୱର – ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଂଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଲୋକର ପର୍ବ ଦୀପାବଳି ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଲୋକର ପର୍ବ ଦୀପାବଳି ଶିଶୁ ଭାଇ ଭଉଣୀଙ୍କ ସହ ମିଶି ମହାଆଡମ୍ବର ସହ ପାଳତ ହୋଇଯାଇଛି।    ପ୍ରତ୍ୟେକ ବର୍ଷ ବିଦ୍ୟାଳୟରେ କିଛି ବିଷୟବସ୍ତୁକୁ ନେଇ ପାଳନ…

ଭାବ ଆବେଗ ମିଳନ ବିଚ୍ଛେଦ ପ୍ରେମ ବିରହର ମଧୁର ସମନ୍ୱୟରେ କବି ଗୀତାଶ୍ରୀଙ୍କ “ଶ୍ୟାମଳ ଶୂନ୍ୟତା” 

ଭୁବନେଶ୍ୱର(ଶାସକ ପ୍ରଶାସକ): କବି ଡ଼ ଗୀତାଶ୍ରୀ ପ୍ରିୟମ୍ବଦଙ୍କ କବିତା ସଂକଳନ" ଶ୍ୟାମଳ ଶୂନ୍ୟତା''ଲେଖାଲେଖି ପ୍ରକାଶନି ତରଫରୁ ଆର୍ଯ୍ୟ  ପାଲେସ ରେ  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଡ଼ ଫନି ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସରସସ୍ଵତ…

ବାଟ ହୁଡ଼ିଛି ବିକାଶ, ହାତ ଛାଡ଼ିଛି ପ୍ରଶାସନ : ମୌଳିକ ସୁବିଧା ସାତ ସପନ  

 ଗୌତମପୁର,ବୁରଘାଟ ଓ ଘୋଡାଗାଡି ଗ୍ରାମବାସୀ କଣ ସରକାରଙ୍କ ସାବତ ସନ୍ତାନ !! ଦାବି ପ୍ରତି ଦୃଷ୍ଟି ଦେବାକୁ ବିଧାୟକଙ୍କୁ ଗ୍ରାମବାସୀଙ୍କ ଅନୁରୋଧ  (ଆଠମଲ୍ଲିକ /ସନ୍ତୋଷ ମେହେର ): ଫେଲ ମାରିଛି ଆମଗାଁ, ଆମ ବିକାଶ ଯୋଜନା, ରାଜ୍ୟସରକାରଙ୍କର ଯୋଜନା ଆଉ କେତେଦୂର?  ଏଭଳି ପ୍ରଶ୍ନବାଚୀ ସୃଷ୍ଟି…

ମାସିକ ସାହିତ୍ୟ ପତ୍ରିକା  “ଶୁଭ ସକାଳ”  ଉନ୍ମୋଚିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଠାରେ ଭାଗିରଥି ପାଢ଼ୀ ସ୍ମୃତି କଳା ପରିଷଦ ଆନୁକୂଲ୍ୟରେ ଓଡ଼ିଆ ସାମୟିକ ପତ୍ରିକା "ଶୁଭ ସକାଳ" ଉନ୍ମୋଚିତ ହୋଇ ଯାଇଛି  ।     ଭକ୍ତି ସଙ୍ଗୀତ ସଂସଦ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସମାଜସେବୀ…