Sign in
Sign in
Recover your password.
A password will be e-mailed to you.
ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ : ୪ଟି ଅଭିଯୋଗର ଶୁଣାଣୀ କରାଯାଇ ତତ୍କାଳ…
ଜଗତସିଂହପୁର:(ରମେଶ ମହାନ୍ତି):-ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଦିନ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି…
ଅନ୍ତଃରାଜ୍ୟ ରବି ରାଉଳ ମେମୋରିଆଲ୍ ଡ଼ବଲସ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଗତ ୪ ଦିନ ଧରି ଚାଲିଥିବା ଅନ୍ତଃ ରାଜ୍ୟ ରବି ରାଉଳ ମେମୋରିଆଲ୍ ଡ଼ବଲସ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି । ଏହି ଡବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳରେ…
ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ “ଚେସ୍ ” ପ୍ରତିଯୋଗିତା ଉଦ୍ଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଜ-ସୀତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଂଚୁରିଆନ ବିଶ୍ବ ବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ "ଚେସ୍" ପ୍ରତିଯୋଗିତା ଉଦ୍ ଯାପିତ ହୋଇଯାଇଛି ।…
ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜଣ-ସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁଣି ତାର ସମାଧାନ କରିବା ନିମନ୍ତେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ…
ମାର୍ଚ୍ଚ ସୁଦ୍ଧା ୫ଲକ୍ଷ ସହରୀ ପରିବାରକୁ ଜଳ ସଂଯୋଗ :ମନ୍ତ୍ରୀ ପ୍ରତାପ ଜେନା
ସହରାଞ୍ଚଳରେ ସମସ୍ତ ଗରିବଙ୍କୁ ଘର ଯୋଗାଣ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପାଖପାଖି ୫ଲକ୍ଷ ଗୃହ ଆବଶ୍ୟକ ଥିବାବେଳେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ) ରେ ମାତ୍ର ଏକ…
ବିଭିନ୍ନ ସମସ୍ୟା ନେଇ ଦଳିତ ଅଧିକାର ମଂଚର ଜିଲ୍ଲାପାଳ ଅଫିସ ଘେରାଉ
ନୂଆପଡ଼ା(ଅମିତ ପୁରୋହିତ) ; ଜିଲ୍ଲାର ଖଡିଆଳ ସ୍ଥିତ ଆମ୍ବେଦକରଛକ ଠାରୁ ଶନିବାର ଜିଲ୍ଲା ଦଳିତ ଅଧିକାର ମଞ୍ଚ ପକ୍ଷରୁ ନ୍ୟାୟ ପଦଯାତ୍ରା ଆରମ୍ଭ କରି ଆଜି ନୂଆପଡ଼ାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଙ୍କ ନେତୃତ୍ୱରେ ଶତାଧିକ…
୧୪ ଦଫା ଦାବି ନେଇ ଜିଲ୍ଲା ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କରସ ଆସୋସିଏସନ୍ , ସଂଲଗ୍ନ ଭାରତୀୟ ମଜଦୁର ସଂଘ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ…
ସ୍ତ୍ରୀ ଓ ପୁଅଙ୍କ ନିରାପତ୍ତା ପାଇଁ ମୃତ୍ୟୁର ସୁପାରୀ ଦେଇଥିଲେ ମହାଦେବ
ମହାଦେବଙ୍କ ପ୍ରବାସର ଫାଇଦା ନେଇ ପତ୍ନୀଙ୍କ ଉପରେ ଦୀପା ପକାଇଥିଲେ ନଜର
ହତ୍ୟା ପାଇଁ ୩ଲକ୍ଷ ସୁପାରୀ ,ମଦ ପିଆଇ ହାଣି ପୋଖରୀକୁ ଫିଙ୍ଗିଦେଲେ
ଜଗତସିଂହପୁର:(ରମେଶ ମହାନ୍ତି):- ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଦୀପା ହତ୍ୟାକାଣ୍ଡର ଗୁମର ଫିଟିବା ସହ ମୁଖ୍ୟ ଅଭିଯୁକ୍ତ ମହାଦେବ କାଣ୍ଡି…
ଷ୍ଟେଟ ବ୍ୟାଙ୍କର ଇଏ କି ଗ୍ରାହକ ସେବା !!!!
ଲୋକଙ୍କୁ ଘଣାଉଛି, ନିରାଶ ହୋଇ ଫେରୁଛନ୍ତି ବାରମ୍ବାର
ପଦ୍ମପୁର- ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଉପରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି ।ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକମାନେ ତାଙ୍କ ଜମା ଖାତା(ପାସବୁକ) ମାଧ୍ୟମରେ ହିଁ…
ବିଜେଡିରେ ଯୋଗଦେଲେ ଭି. ରବିନାରାୟଣ ରାଜୁଙ୍କ ସହ ୫୦୦ରୁ ଉର୍ଧ୍ଵ କଂଗ୍ରେସ କର୍ମୀ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଦିଗପହଣ୍ଡି ଏନ୍ଏସିର ଦୁଇ ଦୁଇଥର ଅଧ୍ୟକ୍ଷ ହୋଇଥିବା କଂଗ୍ରେସର ଭି. ରବିନାରାୟଣ ରାଜୁ ଏବଂ ୫୦୦ରୁ ଊଦ୍ଧ୍ୱର୍…