ସମନ୍ୱୟ ଭିତ୍ତିରେ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ କର : ଶ୍ରୀ ପତ୍ରୀ 

ଉଠା ଜଳ ସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ ଧର୍ମଶାଳା ଓ ରସୁଲପୁର ବ୍ଲକର ଉଠା ଜଳସେଚନ ପ୍ରକଳ୍ପ  କାର୍ଯ୍ୟର କଲେ  ସମୀକ୍ଷା ଭୁବନେଶ୍ୱର(ଶାସକ ପ୍ରଶାସକ): ଯାଜପୁର ଜିଲ୍ଲା ଧର୍ମଶାଳା ଓ ରସୁଲପୁର ବ୍ଲକର  ବିଭାଗୀୟ ଉଠା ଜଳସେଚନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ  ରାଜ୍ୟ ଉଠା ଜଳ ସେଚନ ନିଗମ …

ସବୁ ରାତି ନୁହେଁ ଚାନ୍ଦିନୀ ରାତି : ରହିଲାନି ଖାକି ବର୍ଦ୍ଦିର ତାତି 

ଏସପିଙ୍କ ନିର୍ଦ୍ଦେଶରେ ଶେଷରେ ଗିରଫ ହେଲେ ନିଲମ୍ବିତ ପୁଲିସ ଏଏସଆଇ  ବାରିପଦା(ଅରବିନ୍ଦ ଦାସ)- ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏଏସଆଇ ଶୁଭେନ୍ଦୁ କୁମାର ବେହେରା ନିଶାଶକ୍ତ ଅବସ୍ଥାରେ କାର ଚଳାଇ ଆସୁଥିବା ସମୟରେ ଉଦଳା ବଜାରରେ ଦୁର୍ଘଟଣା ଘଟାଇ ୨ ଜଣଙ୍କୁ ଆହତ କରିବା ଘଟଣାରେ…

ଶାସକ ପ୍ରଶାସକ ପ୍ରଭାବ : ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲେ ଉପଜିଲ୍ଲାପାଳ

ତତ୍କାଳ ଘଟଣାସ୍ଥଳକୁ ନିଜେ ଯାଇ ଜବତ କଲେ 8 ଚୋରା ବାଲି ବୋଝେଇ ଗାଡି ଗୁଣୁପୁର(ଗୁଣୁପୁର ରୁ ମାଧବ ବିଡିକା) : ଆମେ ଶାସକ ପ୍ରଶାସକରେ ବଂଶଧାରରୁ ବାଲି ଆନ୍ଧ୍ର ଚୋରା ଚାଲାଣ ହେଉଛି ବୋଲି ଆଜି ସକାଳେ ଖବର ପ୍ରକାଶ କରିଥିଲୁ । ବଂଶଧାରା ନଦୀ ରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଘଟଣା…

ଅଭିଯୁକ୍ତ ବିଜେଡି ନେତା ଋୂପେଶ ଏବଂ ପ୍ରମୋଦଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜଣାଇଲା ମହିଳାମୋର୍ଚ୍ଚା 

ସ୍ମିତାରାଣୀକୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ମହିଳାମୋର୍ଚ୍ଚା ଭୁବନେଶ୍ୱର,(SPB): ଯାଜପୁର ଜିଲ୍ଲା ହରିଦାସପୁର ପଂଚାୟତ ପିଇଓ ସ୍ମୀତାରାଣୀଙ୍କର ମୃତ୍ୟୁକୁ ଆଜି ୨୦ ଦିନ ବିତିଲାଣି । ସ୍ମିତାରାଣୀ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି । ବିଜେପି…

 ମନୋମାଲିନ୍ୟ ସବୁକୁ ଭୁଲି ଅଂଚଳର ଉନ୍ନତିରେ ସାମିଲ ହେବା ପାଇଁ ଆହ୍ୱାନ ଦେଲେ ସୁଶାନ୍ତ 

 ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅଧିନସ୍ଥ କେଲେଣ୍ଡା ଗ୍ରାମରେ ସାଲେପାଲି ଗ୍ରାମ ପଂଚାୟତର ଅଂଚଳବାସୀ ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ଯୁବ ନେତା ସୁଶାନ୍ତ ସିଂଙ୍କୁ ଭବ୍ୟ…

ଏମିତି ଚାଲିଛି ମୋ ସରକାର, ଯୋଉଠି ପ୍ରଶାସନ ଶୁଣୁନି ଲୋକଙ୍କ ଗୁହାର {see video}

 ସରକାର ଶୁଣିଲେନି ବୋଲି ,ରାସ୍ତା ମରାମତି କଲେ ମହିଳା ସଙ୍ଘ.. .  (ଆଠମଲ୍ଲିକ /ସନ୍ତୋଷ ମେହେର ) :-କେତେ ଗୁହାରି କରିବେ ସରକାରଙ୍କୁ  ବହୁବାର ନିବେଦନ ପରେ କିଛି ସୁଫଳ ମିଳୁନାହିଁ I ଶେଷରେ ସରକାରଙ୍କ ଉପରୁ ମଧ୍ୟ ବିଶ୍ୱାସ ତୁଟି ଯାଉଛି I ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତର…

କିଛି ଦୋ-ମୁହାଁନୀତି ଥିବା ନେତା ଓ କର୍ମୀଙ୍କ ଆତ୍ମଘାତୀ ରାଜନୀତି ଯୋଗୁଁ ଜିଲ୍ଲାରେ କଂଗ୍ରେସ ଏଭଳି ସ୍ଥିତିରେ :…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇ କମିଟି ପୁନର୍ଗଠନ କରାଯିବ ,  ପରେ ଜିଲ୍ଲାବ୍ୟାପୀ ତୃଣମୂଳ ସ୍ତରରୁ ନୂତନ କମିଟି ମାନ ଗଠନ ହେବା ପରେ  ଦଳର ସଙ୍ଗଠନ ସ୍ଥିତିକୁ ସୁଦୃଢ଼ କରି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ…

ମେଲଛାମୁଣ୍ଡା ୟୁଜିବିର ହେଲା  ନବ କଳେବର

ମେଲଛାମୁଣ୍ଡା,(ମନୋଜ ଭୋଇ)- ମେଲଛାମୁଣ୍ଡାସ୍ଥିତ ଉକ୍ରଳ ଗ୍ରାମିଣ ବ୍ୟାଙ୍କ ପାତ୍ର କମ୍ପେ୍ଲକ୍ସର ଏକ ନୂତନ କୋଠାକୁ ସୋମବାର ଦିନ ସ୍ଥାନାନ୍ତର ହେବା ସହ ଆଧୁନିକ ଢାଂଚାରେ ସଜ୍ଜିତ ହୋଇ ଗ୍ରାହକ ମାନଙ୍କୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ଶାଖା ପରିଚାଳକ…

ପୁଣି ଉଠିଲା ତରଣୀସେନ ମୃତ୍ୟୁ ପ୍ରସଙ୍ଗ : ସିବିଆଇ ତଦନ୍ତ ଦାବି ସହ କ୍ଷତିପୂରଣ ଦାବି

Padmapur : ବିଜେପୁର ଉପ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଘଟିଥିବା ତରଣୀସେନ ହତ୍ୟାକାଣ୍ଡ  ମାମଲା ପୁଣି ଉଠିଛି । ଉକ୍ତ ଘଟଣାରେ ପୋଲିସ ଅଭିଯୁକ୍ତ ବୋଲି କୁହାଯାଉଥିବା କିଛି ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଏଥିରେ ସନ୍ତୋଷ ବ୍ୟକ୍ତ କରିନାହାନ୍ତି ରାଜବୋଡ଼ାସମ୍ବର ବ୍ଲକ ସ୍ଵଛ ଭାରତ ମିଶନ…

ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ 2019-20 ଆରମ୍ଭ

ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଆନୁକୂଲ୍ୟରେ ରେ ଆଜି ଫୁଟବଳ ଟୁର୍ନାମେଣ୍ଟ ଆରମ୍ବ ହୋଇଛି !ଏହି ଫୁଟବଳ ଟୁର୍ନାମେଣ୍ଟ ରେ ନବରଙ୍ଗପୁର, ବୋଡାସମ୍ଭର, ନୂଆପଡା, ସୋନପୁର, ପାଟଣାଗଡ, କଳାହାଣ୍ଡି, ରାଇପୁର, ଓ ବଲାଙ୍ଗୀର ଦଳ ର…