ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ 2019-20 ଆରମ୍ଭ

ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଆନୁକୂଲ୍ୟରେ ରେ ଆଜି ଫୁଟବଳ ଟୁର୍ନାମେଣ୍ଟ ଆରମ୍ବ ହୋଇଛି !ଏହି ଫୁଟବଳ ଟୁର୍ନାମେଣ୍ଟ ରେ ନବରଙ୍ଗପୁର, ବୋଡାସମ୍ଭର, ନୂଆପଡା, ସୋନପୁର, ପାଟଣାଗଡ, କଳାହାଣ୍ଡି, ରାଇପୁର, ଓ ବଲାଙ୍ଗୀର ଦଳ ର…

ମାତିଛନ୍ତି ବାଲି ମାଫିଆ, ପ୍ରଶାସନ କେବେ ଲଗାଇବ ଅଙ୍କୁଶ !

ଗୁଣୁପୁର ରୁ ମାଧବ ବିଡିକା: ବଂଶଧାରା ନଦୀ ବାଲି ପଟାରୁ  ବେଆଇନ ଭାବେ ଜେସିବି ଦ୍ୱାରା ବାଲି ବାହାର କରି ଟ୍ରାକ୍ଟର  ସାହାଯ୍ୟରେ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା  । ନଦୀ ଗର୍ଭରୁ ଜେସିବି ଦ୍ୱାରା ବାଲି ବାହାର କରିବା ପରେ ନଦୀ ଗର୍ଭର କେତେ ଗଭୀର ରୁ ବାଲି ବାହାର କରାଯାଇଛି…

ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଭୋଟ

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ :  କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ବଡିମୁଣ୍ଡା ସରପଞ୍ଚ ରୁକୁମା ପ୍ରଧାନଙ୍କ ବିରୋଧରେ ଆଜି ଅନାସ୍ଥା ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।ଏହି ଭୋଟ ଗ୍ରହଣ ସମୟରେ ଚକାପାଦ ଗୋଷ୍ଠୀ ଉନୟନ ଅଧିକାରୀ ଫକିର ପରିଡ଼ା,ତହସିଲଦାର ଟିକାବାଲି ଅଭିମନ୍ୟୁ ବେହେରା…

ସ୍ମିତାରାଣୀଙ୍କ ପରିବାର ଭୟରେ ଗାଁ ଛାଡିବା ଘଟଣା ଗଣତନ୍ତ୍ର ପାଇଁ କଳଙ୍କିତ ଅଧ୍ୟାୟ – ଶାନ୍ତନୁ

ରାଉରକେଲା -  ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁପରେ ଗତକାଲି ଭୟରେ ତାଙ୍କ ପରିବାର ଗାଁ ଛାଡିଥିବା ଘଟଣା ଆଇନର ନିରପେକ୍ଷତାକୁ ନେଇ ଏକ ବୃହତ ପ୍ରଶ୍ନ ଆଙ୍କିଥିବା ବେଳେ ଏ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ…

ଯୁବକମାନଙ୍କ ରାସ୍ତା ମରାମତି କାର୍ଯ୍ୟକୁ ଜନତାଙ୍କ ପ୍ରଶଂସା।

(ଖପ୍ରାଖୋଲ- ସୁଦୀପ୍ତ ରଞ୍ଜନ ସୁଆର)ବଲାଙ୍ଗୀର ଜିଲ୍ଲା ର ଖପ୍ରାଖୋଲ ରୁ ପାଟଣାଗଡ଼ କୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର ମାଟିଖାଇ ଗ୍ରାମ ଛକରେ ବହୁତ ବଡ  ଖାଳଟିଏ ହୋଇଅଛି। ଏହି ଖାଳ ଦ୍ବାରା ବହୁତ ଛୋଟ ବଡ ଦୁର୍ଘଟଣା ଘଟୁଅଛି।ବିଗତ ବର୍କ୍ଷ ଜଣେ ବାଇକ୍ ଆରୋହୀଙ୍କ ଜୀବନ ମଧ୍ଯ ଚାଲିଗଲାଣି,ଏହି…

ବରିଷ୍ଠ ଆଡ଼ଭୋକେଟ ଦୟାନନ୍ଦ ପାଢ଼ୀଙ୍କ ଦେହାନ୍ତ

ପଦ୍ମପୁର ସହରର ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ଦୟାନନ୍ଦ ପାଢ଼ୀଙ୍କ ଆଜି ସନ୍ଧ୍ୟା ୭ଟା ସମୟରେ କଲେଜରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଛି। ଶ୍ରୀ ପାଢୀ ଜଣେ ପରୋପକାରୀ ତଥା ଧର୍ମପରାୟଣ ବ୍ୟକ୍ତି ଥିଲେ ।ତାଙ୍କ ମୄତ୍ୟୁର ଖବର ପାଇବା ପରେ ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଲି…

ଧରମବନ୍ଧା ଗ୍ରାମରେ ବାଘ ଆତଙ୍କ

ନୂଆପଡା.(ଅମିତ ପୁରୋହିତ); ନୂଆପଡା ବ୍ଲକ ଅନ୍ତର୍ଗତ ଧରମବନ୍ଧା ଗ୍ରାମରେ ବାଘର ଆତଙ୍କରେ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ସୂଚନା ମୁତାବକ ଗାଁ ର ଜଣେ ଗାଈ ଚରୁଆଳ ପୁନାରାମ ରାଉତ ପାଖ ଜଙ୍ଗଲକୁ ନେଇ ଗାଈ ଚରାଇବା ବେଳେ ହଠାତ ୨ ଟି କଲରାପତରିଆ ବାଘ ଗୋଟିଏ ଗାଈକୁ ତା ଆଖି ସାମନାରେ…

୧୮ ଶିଶୁ ସମେତ ୪୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର  କଲା ନୂଆପଡା ପୋଲିସ

କଣ୍ଟାବାଂଜିରୁ ସିକନ୍ଦରାବାଦ କୁ ହେଉଥିଲେ ଚାଲାଣ ନୂଆପଡ଼ା(Amit Purohit): ନୂଆପଡ଼ା ଜିଲ୍ଲା ନୂଆପଡା ଥାନା ପୋଲିସ ଟ୍ରେନରୁ ୪୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରୁ ୧୮ ଜଣ ପୁରୁଷ, ୧୧ ଜଣ ମହିଳା ଓ ୧୮ ଜଣ ଶିଶୁ ରହିଛନ୍ତି । ସମସ୍ତେ ପଡୋଶି…

ଗ୍ରାମକୁ ସୁନ୍ଦର , ସ୍ୱଚ୍ଛ ଓ ସୁସ୍ଥତା ରଖିବା ପାଇଁ ଅଣ୍ଟା ଭିଡି ପ୍ରୟାସ ଜାରି ରଖିଛନ୍ତି ଏକ ଡାକ୍ତର ପରିବାର ।

କେ. ସିତାପୁର ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ.ସିତାପୁର ଗ୍ରାମରେ ରବିବାର ଦିନ ଚରତି ଶିକ୍ଷା ଓ ସଂସ୍କୃତି ସଦନ ପକ୍ଷରୁ "ସ୍ୱଚ୍ଛ ଭାରତ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଗ୍ରାମର ଶତାଧିକ…

ବୁଲିଲା ଅଦୃଶ୍ୟ ଖଣ୍ଡା : ଗଡ଼ିଲା 6 ମୁଣ୍ଡ, 5 ଜଣଙ୍କ ଅବସରକାଳୀନ ଦାନାପାଣି ବନ୍ଦ

ଭୁବନେଶ୍ୱର(ଶାସକ ପ୍ରଶାସକ): ଏବେ ଗତକିଛି ଦିନ ହେବ ରାଜ୍ୟ ସରକାରଙ୍କୁ ଦୁର୍ନୀତି ଗାନ୍ଧାଉଛି । ବେଆଇନ କାଁ କରୁଥିବା ନେତା ବା ଅଫିସରଙ୍କ ଛାଇ ପଡିଲେ ନାହି ଡେଉଁଛି ଫକ ଫକ । କ୍ରିମିନାଲ  ଅଭିଯୋଗ ଆସିଥିବା ବ୍ୟକ୍ତି (ପ୍ରଭାବଶାଳୀ ଯେତେ ହୁଅନ୍ତୁ ନା କାହିଁକି ) ବନ୍ଧା ହେଉଛନ୍ତି । ପଞ୍ଚମ…