ପଂଚାୟତ ସମିତି ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଗାଇସିଲେଟ / କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ସ୍ଥାନୀୟ ପଞ୍ଚାୟତ ସମିତି  ମହାବିଦ୍ୟାଳୟ,  ଗାଇସିଲେଟ ଠାରେ "ଜାତୀୟ ସେବା ଯୋଜନା" ସମ୍ବଲପୁର ବିଶ୍ଵବିଦ୍ୟାଳୟ  ଏବଂ ୟୁଥ ରେଡକ୍ରସର ଆୟୋଜନରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ରକ୍ତ ଦାନ ଶିବିରର…

ବଢିଚାଲିଛି ହାତୀ ଉତ୍ପାତ :  ଚିନ୍ତାରେ ଚାଷୀ, ବନ ବିଭାଗ ନିଶ୍ଚିନ୍ତ 

ମେଲଛାମୁଣ୍ଡା,(manoj bhoi)- ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ଏବଂ ଦିପ୍ତିପୁର ସେକସନର ଟାଳ, ଦୁବୁଲାବହାଲ, ଜ୍ଞାନ, ଖଲିଆମୁଣ୍ଡା, ଧଉରାମୁଣ୍ଡା ଆଦି ଗ୍ରାମର ଚାଷୀମାନଙ୍କ ପାଚିଲା ଫସଲ ସବୁକୁ ଏକ ହାତୀ ପଲ ନଷ୍ଟ କରି ଚାଷୀ ମାନଙ୍କର ପ୍ରଭୁତ କ୍ଷତି ପହଂଚାଇଛନ୍ତି । ହାତୀ…

ଏଠି ୫ ଟିର ପ୍ରଭାବ ପଡୁନି : ଦେଓଗାଁ ତହସିଲରୁ ନିରାଶ ହୋଇ ଫେରୁଛନ୍ତି ଲୋକ

 ବଲାଙ୍ଗୀର (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ରାଜ୍ୟ ସରକାରଙ୍କ ୫ T କୁ ନେଇ ବାହା ବାହା ନଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତହସିଲ କାର୍ଯ୍ୟାଳୟରେ ତାହା ର ବିପରୀତ ଦିଗରେ ଗତି ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି | ବର୍ତ୍ତମାନ ବିଭିନ୍ନ ସରକାରୀ ଯୋଜନା…

ସ୍ୱତନ୍ତ୍ର ଶିଶୁ କିଶୋର ପୁଲିସ ୟୁନିଟର ଅଧିକାରୀମାନଙ୍କୁ ନେଇ  କର୍ମଶାଳା

ବାରିପଦା()- ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ସଦଭାବନା ସଭା ଗୃହରେ ଜିଲ୍ଲାର ୩୦ଟି ଥାନାରେ ଥିବା ସ୍ୱତନ୍ତ୍ର ଶିଶୁ କିଶୋର ପୁଲିସ ୟୁନିଟର ଅଧିକାରୀମାନଙ୍କୁ ନେଇ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ  ହୋଇଥିଲା ।  ଏହି ପରିପ୍ରେକ୍ଷୀରେ ଅୟୋଜିତ କାର୍ଯ୍ୟକ୍ରମକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ…

ମିଥ୍ୟା ସତ୍ୟପାଠ ଦାଖଲ ମାମଲା ଅଭିଯୁକ୍ତ କୁଳିଅଣା ବ୍ଲକ ଚେୟାରମ୍ୟାନଙ୍କୁ ଜେଲ ଓ ଜୋରିମାନା

ବାରିପଦା()- ବାରିପଦା ଏସଡ଼ିଜେଏମ୍ ସୁମିତା ଆଚାର୍ଯ୍ୟ ଆଜି ଏକ ମିଥ୍ୟା ସତ୍ୟପାଠ ଦାଖଲ ମାମଲାର ବିଚାର କରି ଅଭିଯୁକ୍ତ କୁଳିଅଣା ବ୍ଲକର ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ବାଏକ(୩୬)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ୨ ମାସ କାରାଦଣ୍ଡ ସହ ୫ ହଜାର ୫ ଶହ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ…

ମୁଖ୍ୟମନ୍ତ୍ରୀ କଲେ ଘୋଷଣା : କଟକ ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବ ଏମ୍ସ ପ୍ଲସ ପ୍ରତିଷ୍ଠାନ , ଖର୍ଚ ହେବ…

ଭୁୁବନେଶ୍ୱର: “ ଦୁଇ ଶହ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏସସିବି ମେଡିକାଲ କଲେଜ ଦୀର୍ଘ ଦିନ ଧରି ଓଡିଶା ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସିଛି | ଏଠାରୁ ଏମିତି ଅନେକ ଡାକ୍ତର ବାହାରିଛନ୍ତି, ଯେଉଁମାନେ କେବଳ ଓଡିଶା ନୁହେ, ସମଗ୍ର ଦେଶକୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି | ସେମାନେ…

ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ – ଧର୍ମେନ୍ଦ୍ର ପ୍ରଧାନ

‘କ୍ରୋମିୟମ ୨୦୧୯’ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ  ଓଡିଶାରେ ୯୫ ପ୍ରତିଶତ କ୍ରୋମ ଗଚ୍ଛିତ  ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଉକ୍ରୃଷ୍ଟ ସ୍ଥାନ ହୋଇଛି ଭାରତ  ଭାରତର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ପୁଞ୍ଜିନିବେଶକାରୀ ଏବଂ ଉଦ୍ୟୋଗୀମାନଙ୍କୁ ସହଯୋଗୀ ହେବାକୁ ନିମନ୍ତ୍ରଣ…

ହେଲା ଖୁଲାସା : ଅଭିଯୋଗକାରିଣୀ ନିଜେ ଅଭିଯୁକ୍ତା

ପୁରୁଷବନ୍ଧୁଙ୍କ ସହିତ ମିଶି ମାରିଲେ, ଆଉ ତାପରେ ରଚିଲେ ହତ୍ୟା ନାଟକ   ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା ଗ୍ରାମରେ ଗତ 1 ତାରିଖରେ ଘଟିଯାଇଥିବା ହତ୍ୟା କାଣ୍ଡ ର ଆଜି ପୋଲିସ ଖୁଲାସା କରିଛି । ଗତ 1 ତାରିଖ ଦିନ ତୁର୍ଲା ଗ୍ରାମର ସଜମଣି କଲେତ (୪୦)ଝାରବନ୍ଧ ଥାନା…

ଉର୍ଜା କ୍ଷେତ୍ରରେ ପରିବର୍ତନର ରାସ୍ତା ନିଜ ଉପାୟରେ ବାହାର କରିବ ଭାରତ – ଧର୍ମେନ୍ଦ୍ର ପ୍ରଧାନ

‘ଏନରିଚ୍ ୨୦୧୯’ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ  ସ୍ଥାୟୀ ଭାବରେ ଉର୍ଜାର ବିକାଶ କରିବା ଭାରତ ସରକାରଙ୍କ ବଡ ପ୍ରାଥମିକତା  ମୋଦି ସରକାର ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତି କରିବାପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରୀ ରଖିଛନ୍ତି  ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥବ୍ୟବସ୍ଥା କରିବାପାଇଁ …

 କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ଦାବୀ ରେ ବିକ୍ଷୋଭ ଓ ପ୍ରତିବାଦ ସଭା

      ନୂଆପଡ଼ା,(ଅମିତ ପୁରୋହିତ); ସାରା ଓଡିଶାରେ ମହିଳା ଅସୁରକ୍ଷିତ, ଯାଜପୁରର ରୂପେଶ ଭଦ୍ର ଓ କେନ୍ଦ୍ରାପଡାର ପ୍ରମୋଦ ସାହୁ , ବିଜେଡି ସଂରକ୍ଷିତ ନେତାଗଣଙ୍କ ବିରୁଦ୍ଧରେ  ଦୃଢ କାର୍ଯ୍ୟାନୁଷ୍ଠାନ  ଦାବୀରେ  ନୂଆପଡ଼ା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ …