ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ

କଟକ ( ଶାସକ ପ୍ରଶାସକ): ଓଡିଶା ହାଇକୋର୍ଟର  ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ । ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡା । ସଞ୍ଜୀବ ପାଣିଗ୍ରାହୀଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଶପଥ…

ମନ କିଣିନେଲେ ମନୋହର

 ନବରଙ୍ଗପୁର (ଶାସକ ପ୍ରଶାସକ) : ଭୋଟ ସରିଯାଇଛି | ଏବେ ଯାଇ ଆଉ ଚାରିବର୍ଷ ପରେ ଭୋଟ | ହେଲେ ଡାବୁଗାଁ ବିଧ୍ୟାକ ମନୋହର ରା଼ନ୍ଧାରୀଙ୍କ ପାଇଁ କିଛି ଫରକ ପଡ଼େନି | ଭୋଟ ପୂର୍ବରୁ ଲୋକଙ୍କ ସହିତ ଯେମିତି ଥିଲେ ଏବେ ଭୋଟ ପରେ ବି ସେମିତି ଅଧିକାଂଶ ସମୟ ଲୋକଙ୍କ ସହିତ ନିଜ ନିର୍ବାଚନମଣ୍ଡଳୀରେ |…

ପୁଣି ମଣିଷ ପଣିଆର ଆଉ ଏକ ଫର୍ଦ୍ଦ ଯୋଡି଼ଲା ‘ଓଡ଼ିଶା-ମୋ ପରିବାର’

 ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କ ମରଶରୀର ଆଣି ପହଂଚାଇଲା ତାଙ୍କ ଜନ୍ମ ମାଟିରେ  ଭୁବନେଶ୍ୱର (ଶାସକ ପ୍ରଶାସକ) ପୁଣି ମାନବିକତାର ନୂଆ ଏକ ଫର୍ଦ୍ଦ ଯୋଡିଛି ‘ଓଡ଼ିଶା-ମୋ ପରିବାର’  ଅଭିଯାନ । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି…

ଏଥର ଉତ୍ତରାୟନ, ବାଲେଶ୍ୱରର ବେଳାଭୂମିରେ ୫-ଟି ସଚିବ

 ସୁଧୁରିବ ବେଳାଭୂମି, ପର୍ଯ୍ୟଟକଙ୍କ ଆକର୍ଷଣକେନ୍ଦ୍ର ପାଲଟିବ ତାଳସାରି ଆଉ ଉଦୟପୁର ଉପକୂଳ   ବାଲେଶ୍ୱର / ଶାସକ ପ୍ରଶାସକ : ରାଜ୍ୟ ସରକାରଙ୍କ ପ୍ରାଥମିକତାରେ ଏବେ ପର୍ଯ୍ୟଟନ ବିକାଶ | ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ ସ୍ଥଳ ଗୁଡିକର କେମିତି ବିକାଶ କରି ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ…

ଓଡ଼ିଆ ଜାତୀୟ ସମ୍ମିଳନୀର ସଭାପତି ହେଲେ  ବିଶିଷ୍ଟ ଶିକ୍ଷାବିତ୍  ଇଂ ପ୍ରଭାତ ରଂଜନ ମଲ୍ଲିକ 

ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡ଼ିଆ ଜାତୀୟ ସମ୍ମିଳନୀର ସଭାପତି ଭାବେ ମନୋନୀତ ହେଲେ  ବିଶିଷ୍ଟ ଶିକ୍ଷାବିତ୍  ପ୍ରଭାତ ରଂଜନ ମଲ୍ଲିକ  l  ଓଡ଼ିଆ ଜାତୀୟ ସମ୍ମିଳନୀର ପଂଚଦଶତମ ବୈଠକରେ  କୌସ୍ତୁଭ କଲେଜର ପ୍ରତିଷ୍ଠାତା  ବିଶିଷ୍ଟ ଶିକ୍ଷାବିତ  ପ୍ରଭାତ ରଂଜନ ମଲ୍ଲିକ  ସଭାପତି, ନିରାକାର…

ରାସ୍ତା ମଝିରେ ମାଟିରୁ ବାହାରୁଚି  ଧୂଆଁ

http://www.youtube.com/watch?v=kCMNL-oyb1o ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଜ଼ିଲ୍ଲା ଅଇଁଠାପାଲି ଥାନା ପାଞ୍ଚ ଗଛିଆ ଛକ ନିକଟ ରାସ୍ତା ମଝିରେ ମାଟିରୁ ଧୂଆଁ ବାହାରିବା ର ଏକ ଭିଡ଼ିଓ ରବିବାର  ଭାଇରlଲ ହୋଇଛି l ମାଟି ତଳୁ ଧୂଆଁ ବାହାରିବା ଘଟଣା ଲୋକଙ୍କୁ ଚକିତ…

୨୦ତମ ସନ୍ ରାଇଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଭେଉଁରିଆ ଚାମ୍ପିୟନ

ପଦ୍ମପୁର(ଶାସକ ପ୍ରଶାସକ) ପଦ୍ମପୁର ଉପଖଣ୍ଡ ଜମଲା ସନ୍ ରାଇଜ କ୍ରିକେଟ ଏସୋସିଏସନ ଆନୁକୁଲ୍ୟରେ ଛଅ ଦିନ ଧରି ଅନୁଷ୍ଠିତ ହୋଇଥିବା ୨୦ତମ ସନ୍ ରାଇଜ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଭେଉଁରିଆ ଘନାମାଲକୁ ତିନି ୱିକେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା ।…

ଅରୁଣଙ୍କ ଆଉଏକ ଷ୍ଟ୍ରୋକ : ଭଲ ହେଲା, ଦରକାର ବି ଥିଲା

ଭୁବନେଶ୍ୱର (ଶାସକ ପ୍ରଶାସକ)  ରାଜ୍ୟରେ ବିଗିଡି ଯାଇଥିବା ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ କରି ଶଗଡ଼ ଗୁଳାକୁ ଫେରାଇ ଆଣିବାକୁ ଗତକିଛି ମାସ ହେବ ଉଦ୍ୟମ ଜାରି  କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ | କେବଳ ଲୋକ ସେବା ଭବନ ଭିତର ଶୀତ ତାପ କୋଠରୀରେ ବସି ବା ଭାଷଣ ମଧ୍ୟମରେ…

ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଦୁଇଦିନିଆ ଗୁରୁତ୍ୱପୂର୍ଣ ଆଞ୍ଚଳିକ କର୍ମଶାଳା

ଭୁବନେଶ୍ୱର (ଶାସକ ପ୍ରଶାସକ) : ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡ଼ମା)ଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ଦୁଇ ଦିନିଆ  ଆଞ୍ଚଳିକ କର୍ମଶାଳା ଭୁବନେଶ୍ୱରସ୍ଥିତ ହୋଟେଲ ମେ…

ଅଜଣା ଗାଡ଼ି ଧକ୍କାରେ ହରିଣ ମୃତ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଗାଡ଼ି ଧକ୍କାରେ ହରିଣର ଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାତି କେଲା ଜଙ୍ଗଲ ମେଟାକାନି ମନ୍ଦିର  ନିକଟରେ ଅଜଣା ଭାରୀଯାନ ଧକ୍କା ରେ ଘଟଣାସ୍ଥଳେ ହରିଣ ମୃତ । ଝାରସୁଗୁଡ଼ାରେ ହରିଣ ଉଭାନ ଥିବା ବେଳେ ପୁଣି ଚର୍ଚାକୁ ଆସିଛି କାତି…