ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ମା ଧନମନ୍ତି ବେହେରା (୯୪) କିଛିଦିନ ହେବ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ।ଗତ ୫ଦିନ ତଳେ ସୁସ୍ଥ ଅନୁଭବ କରିବା ରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନ ଅଣାଯାଇଥିଲା।
ଶନିବାର ଦିନ ୩ଟା ସମୟରେ ହଟାତ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ସେଜଣେ ଧର୍ମପରାୟନ ଥିଲେ ।
ପାରଳାଖେମୁଣ୍ଡି ସ୍ଥିତ ସମୁଟିଆ ସାହି ରେ ସେ ଦୀର୍ଘ ୮୦ ବର୍ଷ ହେବ ରହି ଆସିଥିଲେ ଓ ତାଙ୍କ ସ୍ୱାମୀ ସ୍ବର୍ଗତ ଭଗବାନ ବେହେରା ମସ୍ୟ ବିଭାଗ ର ଜଣେ ଆଦର୍ଶ କର୍ମଚାରୀ ଥିଲେ। ଖବର ପାଇ ସ୍ଥାନୀୟ ଲୋକଙ୍କ ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ବେଳେ ତାଙ୍କ ପାଖରେ ପୁଅ ବହୁ ନାତିନାତୁଣୀ ଉପସ୍ଥିତ ଥିଲେ ।ତାଙ୍କ ଅନ୍ତିମ ସତ୍କାର ପୁରୀ ସ୍ୱର୍ଗଦ୍ଵାର ଠାରେ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.