ଶ୍ରୀ ଶ୍ରୀ ରାଧାକୃଷ୍ଣ ପାଠାଗାର ପକ୍ଷରୁ ମାସ୍କ ବଣ୍ଟନ

0

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ବାଦୁଆ ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ପାଠାଗାର ପକ୍ଷରୁ ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଛି। ଜିଲ୍ଲା ପ୍ରଶାସନ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଆଇନ ପ୍ରଣୟନ କରିଛନ୍ତି। ଆଇନକୁ ଲକ୍ଷରେ ରଖି  ପାଠାଗାର ପକ୍ଷରୁ ଯୁବଗୋଷ୍ଠୀ ମାସ୍କ କିଣି ଗ୍ରାମ ଲୋକମାନଙ୍କୁ ମାଗଣାରେ ବଣ୍ଟନ କରବା ସହ କରୋନା ସଂକ୍ରମଣ ଓ ଏହାର ଭୟାବହକୁ ନେଇ ଜନସାଧାରଣଙ୍କୁ ସଚେତନ କରିଥିଲେ।

Leave A Reply

Your email address will not be published.