କରୋନା ଲଢେଇ : ନବୀନଙ୍କ ପ୍ରଶଂସାରେ ନାଇଡୁ ଶତମୁଖ

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ  କରୋନା ଭୁତାଣୁ ବିରୋଧରେ ଜାରି ରହିଥିବା ଲଢ଼େଇକୁ ମିଳିଛି ଆଉ ଏକ ବାହାବା | କୋବିଦ ୧୯ ରୋଗର ପ୍ରାଦୁର୍ଭାବରେ ସମଗ୍ର ବିଶ୍ୱ ସନ୍ତୁଳି ହେଉଥିବା ବେଳେ ଓଡିଶା ବାସୀଙ୍କ ସ୍ୱାସ୍ଥ୍ୟ ତଥା ଜୀବନଙ୍କ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲଢେଇ ଜାରି ରଖିଛନ୍ତି ବା ଯେଉଁଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ମୁଖ୍ୟ ଏନ ଚନ୍ଦ୍ରାବାବୁ ନାଇଡୁ |

Leave A Reply

Your email address will not be published.