Sign in
Sign in
Recover your password.
A password will be e-mailed to you.
ପିଲାଙ୍କ ଖେଳ ପଡିଆ ନିଶାଡୀଙ୍କ ଭୂସ୍ବର୍ଗ : ବଡମାଁଙ୍କ ସମାଧି ପୀଠ ବି ବାଦ ପଡୁନି
http://www.youtube.com/watch?v=ka7CUKX8fOk
କସ୍ତୁରବା ଗାନ୍ଧୀ ମାତୃ ନିକେତନ କର୍ତ୍ତୃପକ୍ଷ ଉଦାସୀନ, ମହତ ଉଦ୍ଦେଶ୍ୟ ବୁଝାପଡୁନି
ବରଗଡ :- ମହାନ ସ୍ବାଧିନତା ସଂଗ୍ରାମୀ ପାର୍ବତୀ ଗିରି (ବଡମାଁ ) ଙ୍କର ଦ୍ୱାରା ସ୍ଥାପନ କରାଯାଇଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନ ବର୍ତମାନ…
ରାତିରେ ପରୀକ୍ଷା ହେଲା : ପରୀକ୍ଷାର୍ଥୀ ହୁଅନ୍ତୁ ହନ୍ତସନ୍ତ, ଦାୟିତ୍ୱ ତୁଟିଲେ ଗଲା
http://www.youtube.com/watch?v=iXkZFJ3xJdY
ବାରିପଦା/ଦିଲ୍ଲୀପ ମହାନ୍ତି : ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ନିୟନ୍ତ୍ରଣରେ ଆରମ୍ଭ ହୋଇଛି ମୁକ୍ତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପାଇଁ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା। ତେବେ…
ରିମାଣ୍ଡ ମଂଜୁର : ଅନୁପଙ୍କୁ ୩ ଦିନ, ଡ୍ରାଇଭରଙ୍କୁ ଦିନେ
http://www.youtube.com/watch?v=Kpk7RjQjFo4
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କଳ୍ପନା ଦାସ ଓ ଝିଅ ବବଲି ଦାସ ଦତ୍ୟାକାଣ୍ଡ ମାମଲାରେ ପ୍ରତି ଦିନ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି। କେବଳ ଓଡ଼ିଶାରେ ନୁହେଁ ଏହି ମାମଲାଟି ସାରା ଛତିଶଗଡ଼ ରେ ମଧ୍ୟ ଚର୍ଚାର ବିଷୟ। ଆଜି ରାୟଗଡ଼…
ହିଣ୍ଡାଲକୋ ପାୱାର ଶ୍ରମିକ ସଂଘର କାର୍ଯ୍ୟାଳୟ ଉଦଘାଟିତ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ ହୀରାକୁଦ ସହରରେ ହିଣ୍ଡାଲକୋ ପାୱାର ଶ୍ରମିକ ସଂଘର କାର୍ଯ୍ୟାଳୟ ମଙ୍ଗଳବାର ଉଦଘାଟିତ ହୋଇଛି । ଏଚଏମଏସ ପଶ୍ଚିମ ଓଡିଶା ଆବାହକ ସଂଜିତ ମହାନ୍ତି ଏହାର ଉଦଘାଟନ କରିଥିଲେ l ଏଥିରେ ସଂଘ ର ସଭାପତି ମହମ୍ମଦ ମୃତୁଜl, ଶିଳ୍ପ ସଂସ୍ଥା ପରିଚାଳନା କମିଟି ର…
ସଲା ବୁଢାର ବଦଲା ଚଳଚିତ୍ର ପ୍ରଦର୍ଶନ କରିବା ପାଇଁ ଦାବି
ସମ୍ବଲପୁର ଆଇନକ୍ସ ମେନେଜରଙ୍କୁ ଭେଟି ଆଲୋଚନା କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ )- ସମ୍ବଲପୁରୀ ଭାଷାରେ ନିର୍ମିତ ଚଳଚିତ୍ର ସଲା ବୁଢା ର ବଦଲା ର ପ୍ରଦର୍ଶନ କୁ ନେଇ ବର୍ତ୍ତମାନ ଚାରିଆରେ ଚର୍ଚା । ଚଳଚିତ୍ର ଟି ରିଲିଜ ହୋଇ ପଶ୍ଚିମାଞ୍ଚଳ ର ବିଭିନ୍ନ…
ହେମଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୋଷ୍ଟ କେବେ ପୂରଣ ହେବ ???
ସୁନ୍ଦରଗଡ଼ / ହୋରାଚାନ୍ଦ ଦେଉରିଆ:-ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପୋଷ୍ଟ କେବେ ପୂରଣ ହେବ ତାହାକୁ ନେଇ ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ | ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରୁ ୭୦ କିଲୋମିଟର ଦୂରରେ…
ମାରିନେଲେ ମହାପାତ୍ରେ ଚାହିଁଥିଲେ ଜଳକା :ବେପାରରେ ମୋହରା ହେଲେ ୬ ଘୋଡା !
କଂଗ୍ରେସରେ ଘାଇ ଫିଟିଲା ଆଉ ଧୋଇ ନେଲା ଅଧା
ବିଜେପିର ହୁଇପରେ "ସି " କଲେନି ଦୁଇ ସଭ୍ୟ
ପତିଆରା ଜାହିର କଲେ ଭାସ୍କର ଓ ସୁଧୀର,
ଇଏ ବିଜେପି କଂଗ୍ରେସ ନେତୃତ୍ୱଙ୍କ ଅପାରଗତା ନ ସଲାକୁସ୍ତି !
ରାୟଗଡ(ସରୋଜ ସାହୁ) : କଂଗ୍ରେସ ଥିଲା ୧୧ | ବିଜେଡି ଥିଲା ୭ ଆଉ…
ମୋହନ ଦାଶ ହେଲେ ସମ୍ଵଲପୁର ମହାନଗର ନିଗମର ସାଂସଦ ସ୍ଥାୟୀ ପ୍ରତିନିଧି
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ଵଲପୁର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେଵ ସମ୍ବଲପୁର ମହାନଗର ନିଗମ ପାଇଁ ତାଙ୍କର ସ୍ଥାୟୀ ପ୍ରତିନିଧି ଭାବରେ ପୁରୁଣା ବିଜେପି କର୍ମୀ ଶ୍ରୀ ମୋହନ ଦାଶ ଙ୍କୁ ମନୋନୀତ କରିଛନ୍ତି । ଏହି ବିଷୟରେ ଅବଗତ କରାଇବା ପାଇଁ ସେ ତାଙ୍କର ମନୋନୟନ ପତ୍ର ସମ୍ବଲପୁର…
ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅହେତୁକ ପରୀକ୍ଷାଦେୟ ବୃଦ୍ଧିକୁ ନେଇ ଅସନ୍ତୋଷ
ପ୍ରତିବାଦରେ ସାମିଲ ହେଲେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ଉଉର ଓଡିଶା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ମନୋମୁଖି ପରୀକ୍ଷାଦେୟ ବୃଦ୍ଧିକୁ ବିରୋଧ କରି ଆଜି ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରୁ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶ୍ୱ…
ମାର୍ଚ୍ଚ 25 ବାରିପଦା ବନ୍ଦ ଡାକରା ଦେଲା ଭଞ୍ଜସେନା
ବାରିପଦା (ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପାରିଟେଣ୍ଡେଣ୍ଟ ବୈକୁଣ୍ଠ ନାଥ ମହାପାତ୍ରଙ୍କ ବହିଷ୍କାର ଦାବିରେ ମାର୍ଚ୍ଚ ୫ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବାର ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦେଇଛି ଜିଲ୍ଲାର…