ଯାଜପୁରରେ ନୂଆ ୪ ପଜିଟିଭ ସହ ସେଞ୍ଚୁରୀ ମାରିଲା କରୋନା  

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) ଯାଜପୁରରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହେବ ସହ କରୋନା ଓଡିଶା ମାଟିରେ ସେଞ୍ଚୁରୀ ମାରିଛି । ଅର୍ଥାତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଂଚି ଯାଇଛି |  ଏମାନଙ୍କ ବୟସ ଯଥାକ୍ରମେ  ୫୨, ୨୩,  ୪୯, ୫୭ , ୩୯ ଓ ୫୦ ବର୍ଷ |  ଏମାନେ ସମସ୍ତେ ପଶ୍ଚିମବଙ୍ଗ/ କୋଲକାତା ଫେରନ୍ତା | 

Leave A Reply

Your email address will not be published.