Sign in
Sign in
Recover your password.
A password will be e-mailed to you.
ଘୋଷିତ ହେଲା ବିଜେଡି ଜିଲା ସଭାପତି ତାଲିକା : ରବି ଜେନାଙ୍କୁ ବାଲେଶ୍ୱର ଦେବାଶିଷଙ୍କୁ କଟକ
ନବାଗତ ରମେଶଙ୍କୁ ନୟାଗଡ଼, ମାଧବ ଜଗିବେ କେନ୍ଦୁଝର : ଉତ୍କଳ ପରିଡା ସମ୍ଭାଳିବେ କେନ୍ଦ୍ରାପଡା, ପୁରୀ ଦାୟିତ୍ୱରେ ମହେଶ୍ବର
ବରଗଡ଼ ଜିଲ୍ଲା ପାଇଁ ବିଜୟ ରଞ୍ଜନଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କଲେ ନବୀନ
ଚିନ୍ତାରେ କସ୍ତୁରୀ, କିଏ ହେବେ ସାହା !!!
ବିବାହ ବୟସରେ ପରିବାର ବୋଝ ସହ ପାରାଲିସିସ ରୋଗୀ ଓ ମାଁ ହୃଦରୋଗୀଙ୍କ ଦୁଃଖ ବୁଝୁଛନ୍ତି ଅସହାୟ କସ୍ତୁରୀ
ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି : ସବୁ ଠିକ ଠାକ କଷ୍ଟେମଷ୍ଟେ ବାପା ଘର ଚଳାଇ ନେଉଥିଲେ | ହେଲେ ବାପା ପାରାଲିସିସ ରୋଗରେ ଆକ୍ରାନ୍ତ ଆଉ ମାଙ୍କୁ ହୃଦ ରୋଗ ମାଡି ବସିବା ପରେ ସବୁ…
ମହଙ୍ଗା ପଡିଲା ନିଶା
ପ୍ରିୟବ୍ରତ ପଣ୍ଡା /ନୂଆପଡା: ୨୦ତାରିଖ ସମୟ ପାଖାପାଖି ସନ୍ଧ୍ୟା ୫.୫୦ | କରଙ୍ଗାମାଲ ଗ୍ରାମର ନିଶାଶକ୍ତ ଅବସ୍ଥାରେ ଗଲେରି ଉପରେ ଚଢି ବୁଲୁଥିବା ପଂଚାୟତର ରାତ୍ରି ଜଗୁଆଳି ହାତୀରାମ ବାଗ ବୟସ ୫୨ ଭାରସାମ୍ୟ ହରାଇ ପ୍ରାୟ ୨୫ ଫୁଟ ଉଚ୍ଚରୁ ତଳକୁ ପଡି ଯାଇଥିଲେ । ଚେତାଶୂନ୍ୟ ଅବସ୍ଥାରେ…
ଆଗରୁ ପାଇଥିବା ଲୋକ ପାଇଛନ୍ତି, କଚ୍ଚା ଘର ଥିବା ଯୋଗ୍ୟ ହିତାଧିକାରୀ ବାଦ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ
ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରାଯାଉଥିବା ନେଇ ଗୁରୁବାର ଦିନ ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ…
ନୂଆ ଅବତାରରେ ଅଭିନେତ୍ରୀ ଅନୁ ଚୌଧୁରୀ
ବେଗୁନିଆ ପଲିଟିକ୍ସ : ଅନୁ ଇନ, ଋଷଭ ଆଉଟ
ଭୁବନେଶ୍ୱର : ଅନୁସୂୟା ଦାଶ ଚୌଧୁରୀ ଓରଫ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିବ | ସିନେମା ମୈଦାନରେ ବେଶ କିଛି ଦିନ ରାଜ କରିବା ପରେ ଗତ କିଛି ବର୍ଷ ହେଲା ରାଜନୀତିରେ ସେ ସକ୍ରିୟ ରହିଛନ୍ତି | ଯଦିଓ ସେମିତି ଆଖିଦୃଶିଆ…
ନିର୍ଯ୍ୟାତନା ନିବାରଣ ଆଇନ ପ୍ରଶିକ୍ଷଣ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ ଗୃହ ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର…
ଅକଳ୍ପନୀୟ ଆନନ୍ଦ : ୬୨ ବର୍ଷ ପରେ ମିଶିଲେ. ବୟସର ସାୟାହ୍ନରେ ସାଉଁଟିଲେ ହଜିଲା ଦିନର ସ୍ମୃତି
ସରକାରୀ ଦାସରଥି ଉଚ୍ଚ ବିଦ୍ୟାଳୟ ୧୯୫୮ ମସିହା ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଭୁବନେଶ୍ୱର (ଶାସକ ପ୍ରଶାସକ) ୧୯୨୫ ମସିହାରେ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ତୃତୀୟ ସର୍ବପୁରାତନ ସରକାରୀ ଦାଶରଥି ଉଚ୍ଚ ବିଦ୍ୟାଳୟର ୧୯୫୮ ମସିହା ମାଟ୍ରିକ ବ୍ୟାଚ ଛାତ୍ରମାନଙ୍କର ଏକ ବନ୍ଧୁମିଳନ ସଂପ୍ରତି…
ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଏବଂ ମୂଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ।
ବାରିପଦା/ ଦିଲ୍ଲୀପ ମହାନ୍ତି : ସାରା ରାଜ୍ୟରେ ଏବେ ବେକାରୀ ସମାସ୍ୟା ବଢି ଚାଲିଥିବା ବେଳେ ଏଥିପ୍ରତି ସରକାରୀ ସ୍ତରରେ ନା କୌଣସି ସଠିକ ଯୋଜନା ପ୍ରଣୟନ ହେଉଛି ଅଥବା ଏହାର ନିରାକରଣ ପାଇଁ କୌଣସି ବ୍ୟବସ୍ଥା କରାଯାଉଛି । ଆମ ରାଜ୍ୟରେ ରୋଜଗାର ପାଇଁ କିଛି ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ…
ଅଧ୍ୟାପକ ୯୬ରୁ ୬୧ ଖାଲି, ପାଠ ପଢ଼ା ହବ ଛେନାଗୁଡ଼ା
ଏମପିସି ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ।
ବାରିପଦା/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା । ଉନ୍ନତ ମାନର ଶିକ୍ଷା ଯୋଗାଇବା ପାଇଁ ଏକଦା…
ମିଳୁନି ଟୋକନ : ଚାଷୀ ହନ୍ତସନ୍ତ ପଡିରହିଛି ଧାନ
ବରଗଡ / ଶାସକ ପ୍ରଶାସକ : ଟୋକନ ନ ପାଇ ଧାନ ବିକ୍ରୟ କରି ପାରି ନାହାନ୍ତି ଚାଷୀ ହନ୍ତସନ୍ତ ହେଉଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସେବା ସମବାୟ ସମିତି ଅଧିନସ୍ଥ ରେ ଥିବା ଚାଷୀ ମାନେ ଟୋକନ ନ ପାଇ ଧାନ ବିକ୍ରୟ କରି ପାରି ନାହାନ୍ତି । ଏ ସଂପର୍କରେ ପାଇକମାଲ ଚାଷୀ ମାନେ…