40 କିଲୋ ଗଞ୍ଜେଇ ସହ ଓଲା କାର ଜବତ :୨ ଗିରଫ

ଘୁ.ଉଦୟଗିରି / ଗଗନ ପ୍ରଧାନ: କନ୍ଧମାଳ ଜିଲ୍ଲା, ଘୁ ଉଦୟଗିର ବ୍ଲକ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ନିକଟରେ ସୁକାନାଣ୍ଡା ଛକ ଠାରେ ଏକ ଓଲା କାର୍ 40 କିଲୋ ଗଞ୍ଜେଇ ନେଇ ଯାଉଥିବା 2 ଜଣଙ୍କୁ ଘୁ ଉଦୟଗିରି ପୋଲିସ ଗିରଫ କରିଛି। ଗତ ମଙ୍ଗଳବାର ଦିନ ଅପରାହ୍ନ ସନ୍ଧ୍ୟା 6ଟା 30 ମିନିଟ ସମୟରେ…

ଲଖନପୁର ଠାରେ ଏକ ଉପଖଣ୍ଡ ଓ ଲଖନପୁର ବ୍ଲକକୁ ତିନି ବ୍ଳକରେ ବିଭାଜନ ଦାବି 

http://www.youtube.com/watch?v=GakVOsd_v44 ଝାରସୁଗୁଡା/ସମ୍ବଲପୁର (ରମାକାନ୍ତ ବିଶ୍ବାଳ )- ଆଜି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଳକର ନାଗରିକ ପରିଷଦ ଓ ଜନସାଧାରଣ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ଯମରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ…

ଏବେ ବି ବଂଚିଛି ମଣିଷପଣିଆ : ଲୋକଙ୍କ ସେବାରେ ରାମଚନ୍ଦନି 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):  ବୁର୍ଲା ଭିମସାର ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଶଂକର ରାମଚନ୍ଦନି ଆଗରୁ ଅନେକ ଗରିବ ରୋଗୀଙ୍କ ପାଇଁ  ସହାୟତାର ହାତ ବଢାଇ ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଲେ ଆଜି ପୁଣି  ଆଉ ଜଣେ ଜଟିଳ ରୋଗ ରେ ପୀଡିତ ଥିବା ଗରୀବ ରୋଗୀ କୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଏସଡ଼ିସି ଫୁଟବଲ -୨୦୨୦ କପ, ଜ୍ୟାକେଟ ଆଉ ଜର୍ସି 

ଭୁବନେଶ୍ୱର(ଶାସକ ପ୍ରଶାସକ):  ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡ଼ିସି) ଫୁଟବଲ ୨୦୨୦ ର କପ,ଜ୍ୟାକେଟ ଆଉ ଜର୍ସି ଲୋକାର୍ପିତ କରିଛନ୍ତି |  ରାଜ୍ୟର ୯ ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ…

ଓଡିଶାରେ ବାହାରର ବାସି ଓ ନିମ୍ନମାନ ଅଣ୍ଡାର ପ୍ରାବଲ୍ୟ : ଲୋକଙ୍କ ଶରୀର ଉପରେ ପକାଇପାରେ ପ୍ରତିକୂଳ ପ୍ରଭାବ !

 କିଛି ଅସାଧୁ ବ୍ୟବସାୟୀ ଧରିଛନ୍ତି ଏହି ଅସାଧୁ କାରବାରର ବାଗଡୋର    ରୁଗ୍ଣ ହେଉଛି ଓଡ଼ିଶାର ଅଣ୍ଡା ଶିଳ୍ପ, ବନ୍ଦ ହେଉଛି ଓଡ଼ିଶାର ଲେୟାର ଫାର୍ମ   ଗାଲେଇ ଯାଉଛି NECC : ଗୁରୁତର କ୍ଷତି ଯୋଗୁ ଆଶଙ୍କାରେ ଓଡ଼ିଶାର ଚାଷୀ  ଡୁବିଯିବ ଓଡ଼ିଶାର ଅଣ୍ଡା ଶିଳ୍ପ , ରୋଜଗାର ହରାଇପାରନ୍ତି…

ପଦ୍ମପୁର ଲୋକ ମହୋତ୍ସବର ବାଣିଜ୍ୟ ମେଳା ଉଦଘାଟିତ 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଆର୍ ବି ହାଇସ୍କୁଲ ପଡିଆରେ,ପଦ୍ମପୁର ଲୋକ ମହୋତ୍ସବ କମିଟି ତରଫରୁ ଫେବୃଆରୀ ୨୬ ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ପରି ପ୍ରେକ୍ଷରେ ବୁଧବାର ସନ୍ଧ୍ୟାରେ ବାଣିଜ୍ୟ  ମେଳା ଉଦଘାଟିତ ହୋଇଯାଇଛି ।…

ଜୁନାଗଡ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ  ସ୍ଥିତ ଆଗ୍ରେସନ୍ ଭାଵନ ଠାରେ ଜୁନାଗଡ ପୁଲିସ ଦ୍ଵାରା ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ରକ୍ତ ଦାନ ଶିବିର କୁ କଳାହାଣ୍ଡି ଏସପି ବାତୁଲ ଗଙ୍ଗାଧର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.। ଧର୍ମଗଡ଼ ଏସଡିପିଓ…

ଅଷ୍ଟମ ଥର ପାଇଁ ବିଜେଡି ସଭାପତି ଭାବେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ

http://www.youtube.com/watch?v=QrflOK-XwXo ଖାଲି ନବୀନ ନବୀନ ...ନବୀନ ନବୀନ.... ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ  ଦଳର କର୍ମୀ ଓ ନେତାଙ୍କୁ ଜଣାଇଲେ ଧନ୍ୟବାଦ ଭୁବନେଶ୍ୱର( ଶାସକ ପ୍ରଶାସକ) ଏକମାତ୍ର ବ୍ୟକ୍ତି ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଚିତ୍ର ସ୍ପଷ୍ଟ…

ଜିଲ୍ଲାସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦଯାପିତ

ନୂଆପଡ଼ା,(ଶାସକ ପ୍ରଶାସକ);  ସ୍ଥାନୀୟ ମିନିଷ୍ଟାଡିୟମରେ ୪ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଯାପନୀ ହୋଇଯାଇଛି । ଉଦ୍ୟାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସ୍ମିତା ସାହୁ ମୁଖ୍ୟଅତିଥି, ଡିଆରଡିଏ ପିଡି ମଧୁଛନ୍ଦା ସାହୁ, ସଂସ୍କୃତି ବିଭାଗ ଅଧିକାରୀ ଦେବେନ୍ଦ୍ର ରାଉତ,…

ନିଆରା ପ୍ରୟାସ : ରକ୍ତଦାନ କରି ଆରମ୍ଭ କଲେ ବୈବାହିକ ଜୀବନ

ଭୁବନେଶ୍ୱର(ଶାସକ ପ୍ରଶାସକ): ବିବାହ ଉତ୍ସବକୁ ଜାକଜମକରେ ପାଳନ କରିବାକୁ କେହି କେହି ହୋଟେଲରେ ପାର୍ଟି ଦେଉଥିବା ବେଳେ ଆଉ କେହି କେହି ଦାମିକା ଖାଦ୍ୟ ସହିତ ନାଚଗୀତର ବ୍ୟବସ୍ଥା କରିଥାନ୍ତି । ହେଲେ ଏ ସବୁର ବ୍ୟତିକ୍ରମ ଘଟାଇ ଯୁବ ସମାଜସେବୀ ବିକ୍ରମ ନାୟକ ଓ ମନସ୍ୱିନୀ ପରିଡ଼ା ବିବାହ…