କୁରାଳ : ବାରଣ୍ଡାରୁ ବାଇକ୍ ଚୋରୀ

0

ଓଡ଼ଗାଁ, କୁରାଳ(ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ଥାନା କୁରାଳ ମେଡିକାଲ ଛକ ଶତ୍ରୁଘ୍ନ ବେହେରାଙ୍କ ଦାଣ୍ଡ ଦୁଆରୁ ଓଡି୨୫-୩୬୪୨ ନମ୍ବର ବିଶିଷ୍ଟ ବାଇକ ଆଜି ଅପରାହ୍ନ ପ୍ରାୟ ୨.୩୦ ସମୟରେ ଚୋରି ହୋଇଥିବା ନେଇ ଆନାରେ ଅଭିଯୋଗ ହୋଇଛି । ଖରା ସାଙ୍ଗକୁ ଲକଡାଉନ ଯୋଗୁୁଁ ପରିବାର ଲୋକେ ଘର ମଧ୍ୟରେ ରହିଥିବା ବେଳେ ବାହାରେ ମଧ୍ୟ ଚଳପ୍ରଚଳ ଏକପ୍ରକାର ବନ୍ଦ ରହିଛି । ବାଇକ ଚୋରୀ ପାଇଁ ଏଭଳି ଏକ ପରିସ୍ଥିତି ସୁଯୋଗ ସୃଷ୍ଟି କରିଥିବା ଶତ୍ରୁଘ୍ନ ଅନୁମାନ କରିଛନ୍ତି । 

 

Leave A Reply

Your email address will not be published.