Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଜାଲରେ ବଡ଼ବିଲ ଆସିଷ୍ଟାଣ୍ଟ ଆର ଆଇ
ବଡବିଲ (ଶାସକ ପ୍ରଶାସକ) ବଡ଼ବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡରେ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ଅତିରିକ୍ତ ରାଜସ୍ବ ନିରୀକ୍ଷକ ରାମେଶ୍ବର ମାରାଣ୍ଡି।
ଘଟଣାରୁ ପ୍ରକାଶ ଯେ ବଡ଼ବିଲ କାରା-କୋଲହା ଗ୍ରାମର ଯକ୍ରିଏସ କିଷ୍ପଟା ନାମକ ବ୍ୟକ୍ତି…
ବୌଦ୍ଧ ଡିଷ୍ଟିଲାରୀ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ
ଅଂଚଳର ୪୫୦ ରୋଗୀଙ୍କୁ ଚିକିତ୍ସା ସହ ମାଗଣା ଔଷଧ ବଂଟନ
ବୌଦ୍ଧ (ଶାସକ ପ୍ରଶାସକ ) : ବୌଦ୍ଧ ଡିଷ୍ଟିଲାରୀ ପକ୍ଷରୁ କେୟାର ହସ୍ପିଟାଲ ସହୋଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଶ୍ୟାମସୁନ୍ଦରପୁର ଶିବମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର…
ଚାଷୀ ମନରେ ଗଜା ମାରିଲାଣି ହତାଶା, ସରକାର ଖାଲି ଏକା ଭରସା
ଅହନ୍ତା ସାଜିଥିଲା ପ୍ରଶାସନ, ଏବେ ଦାଉ ସାଧିଲାଣି ବରଷା
ବୋୖଦ୍ଧ(ଜଗନ୍ନାଥ ରେଡ୍ଡୀ): ବର୍ଷ ତମାମ ବିଲରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଉପୁଯାଉଥିବା ଚାଷୀ ବାପୁଡ଼ା ଏବେ ମୁଣ୍ଡରେ ହାତ ଦେଇ ବସିଛି | କଷ୍ଟପାର୍ଜିତ ଫସଲ ଗଣ୍ଡିକ ସରକାରଙ୍କୁ ବିକିବ ବୋଲି ବାନ୍ଧିଥିବା ଆଶା ଟିକକ ଏବେ…
“ଭଲ କାମ ପ୍ରତି ମୁହୂର୍ତ୍ତରେ ଶୁଭ ଓ ଖରାପ କାମ ପ୍ରତି ମୁହୂର୍ତ୍ତରେ ଅଶୁଭ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ଧ ବିଶ୍ୱାସ ନିବାରଣ ପାଇଁ ବାଲ୍ ମୁକୁନ୍ଦ କେନ୍ଦ୍ର ପକ୍ଷରୁ 'ମୁହୂର୍ତ୍ତ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁପ୍ରେମୀ ଦିଲୀପ କୁମାର ବଳି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମୟ ଶୁଭ ବା ଅଶୁଭ ; ଭଲ ବା ଖରାପ ହୋଇ ନ ଥାଏ । ଭଲ କାମ…
ଇସ୍ପାତ୍ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ – ଧର୍ମେନ୍ଦ୍ର ପ୍ରଧାନ
ଇସ୍ପାତ୍ ମନ୍ତ୍ରଣାଳୟ ଓ ଜାପାନ ସହଭାଗୀତାରେ ଆୟୋଜିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀଙ୍କ ଅଂଶଗ୍ରହଣ
ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଜାପାନର ଉଦ୍ୟୋଗୀଙ୍କୁ ନିମନ୍ତ୍ରଣ
ମୋଦି ସରକାରଙ୍କ ନୀତିଗତ ସଂସ୍କାର ଦେଶର ଇସ୍ପାତ୍ ଚାହିଦାକୁ ବୃଦ୍ଧି କରୁଛି
ମୋଦି ସରକାରରେ ରେଳ ଏବଂ…
୩୦ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୭ତମ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ଥାନୀୟ ମୁଖ୍ୟ ଡାକ ବଙ୍ଗଳା ସମ୍ମୁଖରେ ଉପସ୍ଥିତ ଥିବା ଚିରବନ୍ଦନୀୟ, ସ୍ମରଣୀୟ ଆଦର୍ଶ ମହାନ ସ୍ୱାଧୀନତା ସଂଗ୍ରାମୀ, କବି ତଥା ବହୁମୁଖୀ ପ୍ରତିଭାଦୀପ୍ତ ସାରସ୍ୱତ ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ…
ଶେଖ ହାଇଦର ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ
ପଦ୍ମପୁର(ଶାସକ ପ୍ରଶାସକ): ୧୪ତମ ଶେଖ ହାଇଦର ମେମୋରିଆଲ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ଟାଉନ କ୍କବ ପଡିଆ ଠାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଟାଉନ କ୍କବ ସଭାପତି ଶିରିଶ ବହିଦାର,ସମ୍ମାନିତ ଅତିଥି ଭାବେ ଟାଉନ କ୍କବ ସଂପାଦକ ପ୍ରଦାପ ମିଶ୍ର, ଗୋବିନ୍ଦ…
ନୂଆ କମ୍ପାନୀରେ ପୁରୁଣା ଖଣି ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି
ଏଆଇଟିୟୁସି ପକ୍ଷରୁ ରାଲି ଓ ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ
ବଡ଼ବିଲ (ଶାସକ ପ୍ରଶାସକ): ବର୍ତ୍ତମାନ ଖଣିରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କୁ ନୂଆ ଖଣି ଲିଜଧାରୀଙ୍କ ଅଧିନରେ ନିଯୁକ୍ତି ଦେବାକୁ ଦାବି ଯୋର ଧରିଛି । ଏନେଇ ଆଜି ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ଯୋଡ଼ାରେ…
ମା ସିଦ୍ଧି ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଝାରପଡ଼ାସ୍ଥିତ ନିଳାଦ୍ରୀ ନଗର ମଙ୍ଗରାଜ ଛକଠାରେ ମା ସିଦ୍ଧି ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୋମବାର ଦିନ ଅପରାହ୍ନ ୪.୩୦ ମିନିଟ୍ ସମୟରେ ଆଜ୍ଞାମାଳ ଓ ଅଖଣ୍ଡଜ୍ୟୋତି ମଣ୍ଡପ ପ୍ରବେଶ କରିବା ସହିତ ଅଙ୍କୁରା ରୋପଣ,…
ବିଦ୍ୟୁତ ସଂଯୋଗ ହେବ ତ ଏମିତି
ନାରୁପଡା ଗ୍ରାମକୁ ଅଭୀନବ ଉପାୟରେ ବିଦ୍ୟୁତ ସଂଯୋଗ l
ରେଙ୍ଗାଲି,ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଶିଳ୍ପ ସମୃଦ୍ଧ ସମ୍ବଲପୁର ଜ଼ିଲ୍ଲାର ରେଙ୍ଗାଲି ବ୍ଲକ ବମାଲୋଇ ପଞ୍ଚାୟତ ଢର୍ରୋପାଣି ଗ୍ରାମରୁ ଘିଚାମୁରା ପଂଚାୟତ ନାରୁପଡା ଗ୍ରାମକୁ ଅଭୀନବ ଉପାୟରେ ବିଦ୍ୟୁତ ସଂଯୋଗ ହୋଇଛି l ଆପଣ…