କେନ୍ଦୁପତ୍ର କର୍ମଚାରୀ ସଂଘ ଖଡିଆଳ ଡିଭିଜନ ତରଫରୁ ଗଣ ଧାରଣା

ନୂଆପଡା.(ଅମିତ ପୁରୋହିତ ) ପୂର୍ବ ନିଷ୍ପତ୍ତି ଓ କାର୍ଯ୍ୟସୂଚୀ ଅନୁଯାୟୀ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖଡିଆଳ ଡିଭିଜନ ତରଫରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସହ ସହ ସଂଖ୍ୟାରେ କେନ୍ଦୁପତ୍ର ତୋଳାଳି ସିଜିନାଲ କର୍ମଚାରୀ ଆସି ଗଣ ଧାରଣାରେ ବସିଥିଲେ । ଖଡିଆଳ ଡିଭିଜନ ସମ୍ପାଦକ…

 ଆଜିଠୁ ଆରମ୍ଭ ହେଲା ସକାଳୁଆ ସମ୍ବଲପୁରୀ ସମ୍ବାଦ ଖବର ପ୍ରସାରଣ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଆଜି ଠାରୁ ସକାଳୁଆ ସମ୍ବଲପୁରୀ ସମ୍ବାଦ ଖବର ପ୍ରସାରଣ ଆରମ୍ଭ ହୋଇଛି l ସମ୍ବଲପୁର ଆରଏନୟୁ ମୁଖ୍ୟ ସତ୍ୟ ନାରାୟଣ ପଟନାୟକ ସଂଯୋଜନାରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ମୁଖ୍ୟ ରମେଶ ଚନ୍ଦ୍ର…

ସରିଲା ସାଂସ୍କୃତିକ ମହାପର୍ବ : ପୁଣି ଅପେକ୍ଷା ଆର ବରଷକୁ 

  ଉଦଯାପିତ  ହେଲା ପଦ୍ମପୁର ଲୋକ ମହୋତ୍ସବ - ୨୦୨୦  ପଦ୍ମପୁର(ଶାସକ ପ୍ରଶାସକ) -ପଦ୍ମପୁର ଆର ବି ହାଇସ୍କୁଲ ପଡିଆର ଖେଳ ପଡିଆରେ ଫେବୃଆରୀ ୨୬ ତାରିଖରୁ ଆୟୋଜିତ ହୋଇଥିବା ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାର ସଭାରେ ମୁଖ୍ୟ…

ବିଶ୍ୱ ନାଟ୍ୟ ଦିବସକୁ  ଏକାଠି ପାଳନ କରିବେ ସମ୍ବଲପୁରର ସମସ୍ତ ନାଟ୍ୟlନୁଷ୍ଠାନ l

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଆସନ୍ତା ତା.27 ମାର୍ଚ୍ଚ ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ନାଟ୍ୟ ଦିବସ କୁ ସମ୍ବଲପୁର ର ସମସ୍ତ ନାଟ୍ୟାନୁଷ୍ଠାନ ମିଳିତ ଭାବରେ ପାଳନ  କରିବାର ଆଭିମୁଖ୍ୟ ନେଇ ସମ୍ବଲପୁର ନାଟ୍ୟକଳା ପରିଷଦ ର ଆହ୍ୱାନ କ୍ରମେ ଆଜି ଚିତ୍ରଗୁପ୍ତ କଲ୍ୟାଣ ସଂଘ ଠାରେ ଏକ…

ସମ୍ବଲପୁର ଜ଼ିଲ୍ଲା ବାରିକ ସମାଜ ର ବାର୍ଷିକ ଉତ୍ସବ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ):ସମ୍ବଲପୁର ଜ଼ିଲ୍ଲା ବାରିକ ସମାଜ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି l ବିନୋଦ ପଶାୟତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ,ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଭ୍ୟ ହିରାଲାଲ ବେହେରା, ପଶ୍ଚିମ ଓଡିଶା ବାରିକ…

ଦରଦୀ ନବୀନ, ବଢ଼ାଇଲେ ମାନବିକତାର ହାତ 

ଦଙ୍ଗା ପ୍ରଭାବିତ ଦିଲ୍ଲୀର ବିଭିନ୍ନ ଅଂଚଳରେ ଓଡିଶା ମୋ ପରିବାର ମାଧ୍ୟମରେ ବଣ୍ଟା ହେଲା ରିଲିଫ  ନୂଆଦିଲ୍ଲୀ( ଶାସକ ପ୍ରଶାସକ): ମିଷ୍ଟଭାଷୀ ଆଉ ମଣିଷ ପଣିଆ ପାଇଁ ବେଶ ପରିଚିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ତାଙ୍କ ଦରଦୀ ହୃଦୟର ପରିଚୟ ଦେଇଛନ୍ତି |  ଦିଲ୍ଲୀ ଦଙ୍ଗା…

ସମ୍ବଲପୁର ମହାନଗର ନିଗମ ସ୍ତରୀୟ ତୃତୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ସ୍ତରୀୟ ତୃତୀୟ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ  2020 ଆଜି ଅନୁଷ୍ଠିତ ହୋଇଛି l ଜ଼ିଲ୍ଲା ପ୍ରେକ୍ଷlଳୟ ଠାରେ ଅନୁଷ୍ଠିତ ଏହି ସମ୍ବିଳନୀ ରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସମ୍ବଲପୁର…

ସତର୍କ ଘଣ୍ଟି : ଭାରତରେ ଚିହ୍ନଟ ହେଲା କରୋନା nCoV19ଭୁତାଣୁ !

NewDelhi/SPB : ଭାରତ ରେ ଦୁଇ କୋରୋନା ରୋଗୀ ଚିହ୍ନଟ ହୋଇଛି , ନିଶ୍ଚିତ ଭାବେ ଏହା ଏକ ସତର୍କ ଘଣ୍ଟି ସମସ୍ତଙ୍କ ପାଇଁ | ଖୋଦ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସୂଚନା ଦିଆ ଯାଇଛି | ମଂତ୍ରଣାଳୟ ପକ୍ଷରୁ ଏକ ଟୁଇଟରେ କୁହାଯାଇଛି ଯେ nCoV19କରୋନା ଭୁତାଣୁ ଭାରତରେ ଚିହ୍ନଟ…

 ୫-ଟି ପାହାର : ନିଲମ୍ବିତ ହେଲେ କୁକୁରିମୁଣ୍ଡି ସୁପରିନଟେଣ୍ଡେଣ୍ଟ ଓ ହେଡ଼ମିଷ୍ଟ୍ରେସ, ୱାର୍ଡନ ହେଲେ ବହିଷ୍କାର 

କୁକୁରିମୁଣ୍ଡି ସେବାଶ୍ରମ ଆତ୍ମହତ୍ୟା ଘଟଣା : ଦାୟିତ୍ବହୀନତା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ  ନୂଆପଡା(ଅମିତ ପୁରୋହିତ) :  ୫-ଟି ପାହାର ପଡିଛି ଦାୟିତ୍ବହୀନତା ପ୍ରଦର୍ଶନ କରିଥିବା କିକୁରିମୁଣ୍ଡି ସେବାଶ୍ରମର କର୍ମଚାରୀଙ୍କ ଉପରେ | ଦାୟିତ୍ବହୀନତା ପାଇଁ ତ୍ୱରିତ…

ଶ୍ରମିକ ଏ ଦେଶର ବାସ୍ତବ ନିର୍ମାତା , ସେମାନଙ୍କ ହକ ପାଇଁ କାମ କରୁଛି ଓ  ଅବିରତ କରିଚାଲିବି : ନବୀନ  

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶ୍ରମିକଙ୍କ ହକ ପାଇଁ କାମ କରୁଛି, ଆଉ  ଅବିରତ କରିଚାଲିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆ ଠାରେ ଶ୍ରମିକ ଓ ଇଏସଆଇ ବିଭାଗ ପକ୍ଷରୀ ଆୟୋଜିତ ନିର୍ମାଣ ଶ୍ରମିକ ସପ୍ତାହ ପାଳନ ଉଦ୍ଘାଟନ କାର୍ଯ୍ୟକ୍ରମ …