ଅଣଓଡ଼ିଆ ଠିକାଦାର ରାଜ୍ୟ ସରକାରଙ୍କ କୋଡ଼ପୋଛା. ଓଡ଼ିଆ ଠିକାଦାର ସାବତ 

ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଓଡ଼ିଆ ଠିକାଦାର ଦେବାଳିଆ ହେଲେଣି କୋଟିଏ ପରିବାରର ପେଟକୁ ନାଟ ମାରୁଛନ୍ତି ରାଜ୍ୟ ସରକାର  ଠିକାଦାର ମାରଣ ନୀତିକୁ ବରୋଧ,  ନୀତିକୁ ୧୦ଦଫା ଦାବି ନେଇ ବିଧାନସଭା ଘେରିଲେ ହଜାର ହଜାର ଠିକାଦାର   ଭୁବନେଶ୍ୱର (ଶାସକ ପ୍ରଶାସକ)  : ଓଡିଶାର…

ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦଘାଟିତ ହେଲା ମୟୂରଭଞ୍ଜ ମହୋତ୍ସବ

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ କଳା ଓ ସଂସ୍କୃତିର ମାଟି  । ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ମୟୂରଭଞ୍ଜବାସୀ ମୁଁ ଓ ମୋର ଐତିହ୍ୟକୁ ନେଇ ଗର୍ବ କରନ୍ତି । ସେହି କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଏକ ଅଭିନବ ପ୍ରୟାସ ହେଉଛି ମୟୂରଭଞ୍ଜ ମହୋତ୍ସବ ଏବଂ…

ଡିଭାଇନ୍ ରେ ଜିଲ୍ଲା ପୋଲିସ୍ ପ୍ରଶାସନର ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ

ବାରିପଦା(ଦିଲ୍ଲୀପ ମହାନ୍ତି  )- ବାରିପଦା ସହରର ଉପକଣ୍ଠରେ ଅବସ୍ଥିତ ଡିଭାଇନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲଜିରେ ନଭେମ୍ବର ୨୫ ତାରିଖ ଦିନ ଜିଲ୍ଲା ପୋଲିସ ପ୍ରଶାସନ ଏବଂ ଡିଭାଇନର ମିଳିତ ଉଦ୍ୟମରେ ଏକ ଟ୍ରାଫିକ୍ ସଚେତନତା   କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।…

ତେଜିଲା ଚାଷି ଆନ୍ଦୋଲନ ରାଜ ରାସ୍ତାକୁ ଓହ୍ଲେଇଲେ ଚାଷୀ 

ବେଲପଡ଼ା (ବନମାଳୀ ନାୟକ )ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଚାଷିମାନେ ରାଜରାସ୍ତାକୁ ଓହ୍ଲେଇ ସରକାର ବିରୋଧି ନାରାବାଜି କରୁଥିବା ଦେଖିବାକୁ ମିଲିଥିଲା ଖବର ଅନୁଯାଇ ଗତ ୨୦୧୮ ଖରିଫ୍ ବିମାରାଶି ପ୍ରଦାନ ଓ ମରୁଡ଼ି ସହାୟତା ବଣ୍ଟନ ,ଟୋକନ ବ୍ୟବସ୍ଥାର ଉଚ୍ଛେଦ ଆଦି ଦାବି ନେଇ ବେଲପଡ଼ା ବନ୍ଦ…

ମୟୂରଭଞ୍ଜ ପର୍ଯ୍ୟଟନ ବିଭାଗରେ କର୍ମଚାରୀ ମରୁଡ଼ି :୨୦ ପଦବୀରୁ ଅଛନ୍ତି ୮

୧୦ ମାସ ହେବ ପର୍ଯ୍ୟଟନ ଅଧିକାରୀ ଦାୟିତ୍ୱ ସମ୍ଭାଳିଛନ୍ତି ସଂସ୍କୃତି ଅଧିକାରୀ ପର୍ଯ୍ୟଟନସ୍ଥଳୀ ବିକାଶ ବାଧାପ୍ରାପ୍ତ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ ବାରିପଦା(ଦିଲ୍ଲୀପ ମହାନ୍ତି )- ପର୍ଯ୍ୟଟନ ଶିଳ୍ପ ରୋଜଗାରର ଏକ ମାଧ୍ୟମ । ମୟୂରଭଞ୍ଜ ଜିଲ୍ଲାରେ ବୃହତ୍ତ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା …

ରାଜଦାଣ୍ଡ  ଠାରେ ଦେବ ଦୀପାବଳି ଭଜନ ସଂନ୍ଧ୍ୟା ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରାଜଦାଣ୍ଡ  ଠାରେ ଦେବ ଦୀପାବଳି ଭଜନ ସଂନ୍ଧ୍ୟା ସମାରୋହ--୨୦୧୯ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।     ଏହି କାର୍ଯ୍ୟକ୍ରମକୁ ଦେବୀ ମଠ ମହନ୍ତ ମହାରଜ ଶ୍ରୀ ରମାନନ୍ଦ ଦାସଜୀ…

ରାୟଗଡ ପୋଲିସର  ଏନକାଉଣ୍ଟର : ଅପରାଧୀ ହାଡିପା ଶିବା ଆହତ

ରାୟଗଡା (ସରୋଜ ସାହୁ)– ଚଳିତ ମାସ ୧୯ ତାରିଖ ଦିନ ଆଲେପି-ଧନବାଦ୍ ଟ୍ରେନରୁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ଯୁବକକୁ ଅପହରଣ ଘଟଣାରେ ରାୟଗଡା ପୋଲିସ ୩ ଜଣ ନାବାଳକ ସମତେ ୬ ଜଣଙ୍କୁ ଗିରଫ କରିଥବା ବେଳେ ମୁଖ୍ୟ ଆସାମୀ ସହ ୫ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ  । ଫେରାର ମାନଙ୍କ ମଧ୍ୟରେ ମୁଖ୍ୟ…

ମହାରଥିଙ୍କ ବିରୋଧରେ ବିଜେପି ଆଣିଲା ଜମି ହଡପର ସଂଗୀନ ଅଭିଯୋଗ : ମହାରଥୀଙ୍କ ପର୍ଯ୍ୟନ୍ତ ଲମ୍ବିବ ତ ୫-ଟିର ହାତ !

 ହୁଙ୍କେଇପୁର ଫାର୍ମ୍ ହାଉସ୍ ନିକଟବର୍ତୀ ମୌଜା ପୋଢାଗୁଣ ଓ ପାଣିଦୋଳ ଗ୍ରାମର ବିଭିନ୍ନ ସରକାରୀ ପ୍ଲଟକୁ  ନିଜ ଫାର୍ମ ହାଉସରେ ମିଶାଇଛନ୍ତି ପ୍ରଦୀପ ମହାରଥି  ଯୁଧିଷ୍ଠିର ସାମନ୍ତରାୟ ପିପିଲିରେ ୩୦୦ କୋଟିରୁ ଉର୍ଧ୍ଵ ଜମିକୁ ହଡପ କରିଛନ୍ତି  ଶହ ଶହ ଏକର ସରକାରୀ ଓ ସର୍ବସାଧାରଣକୁ ହଡପ…

ପାରଳାରେ ୭୨ ତମ ଏନ୍ ସିସି ଦିବସ ପାଳିତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୭୨ ତମ ଏନ୍ ସିସି ଦିବସ ମହା-ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ .ଭଜମନ ବେହେରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ…