Sign in
Sign in
Recover your password.
A password will be e-mailed to you.
ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ
ମେଲଛାମୁଣ୍ଡା(Manoj Bhoi) : ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଉଛି | ଏହି ସଭାରେ ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରି ମିଶ୍ର ସଭାପତିତ୍ୱ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ମୀନକେତନ…
ଗୁରୁବାର ନିଯୁକ୍ତି ପାଇବେ ୨୮୯ ଅଧ୍ୟାପକ ଅଧ୍ୟାପିକା
ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା
ଭୁବନେଶ୍ୱର,(ଶାସକ ପ୍ରଶାସକ) : ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ…
ଶିଶୁ ଅଧିକାର ସମ୍ମିଳନୀ ସପ୍ତାହ ପାଳନ
ନୂଆପଡା(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ଭଇଁସାତାଲ ପଞ୍ଚାୟତର ମୁଢେଲା ଗ୍ରାମରେ ଆଶା ଓଡିଶା ଓ ସେଭ ଦି ଚିଲଡ୍ରେନ ତରଫରୁ ଶିଶୁ ଅଧିକାର ସମ୍ମିଳନୀ ସପ୍ତାହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡ ମେମ୍ବର ପ୍ରହଲ୍ଲାଦ ସତନାମୀ, ଅଙ୍ଗନୱାଡି କର୍ମୀ ହେମବାଇ ସାହୁ, ଆଶା…
ବିଜୟ ଶର୍ମାଙ୍କ ସପକ୍ଷରେ ବାହାରିଲା ବିଜେପି
ସ୍ମିତାରାଣୀ ତଦନ୍ତକୁ ଦିଗହରା କରିବା ପାଇଁ ପୋଲିସ ଡିଜି ବିକେ ଶର୍ମାଙ୍କୁ ହଟାଯାଇଛି :ବିଜେପି
ବିଧାନସଭାରେ ସ୍ମିତାରାଣୀ ଦୁଷ୍କର୍ମ ଏବଂ ହତ୍ୟାମାମଲା ପ୍ରସଙ୍ଗରେ ଆଲୋଚନା କରାଇନଦେବ ଦୁର୍ଭାଗ୍ୟଜନକ
ପୋଲିସ ଏବଂ ଗୃହ ବିଭାଗ ଉଭୟ ମହିଳାଙ୍କୁ ବଳି ପକାଇ ବିଜୁ ଜନତା ଦଳକୁ ସୁରକ୍ଷା…
ସରକାରୀ ଜମି ଜବରଦଖଲ ରହି ଚାଲିଛି ବେଆଇନ ଯାତ୍ରୀ ନିବାସ
ଉଛେଦ ପାଇଁ ଦାବି କରି ଉପ ଜିଲ୍ଲାପାଳଙ୍କୁ ଭେଟିଲେ ନୃସିଂହନାଥ ମନ୍ଦିର କର୍ମଚାରୀ ଓ ବ୍ୟବସାୟୀ
ବୁଧବାର ସୁଦ୍ଧା ଉଛେଦ ନହେଲେ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ କରିବେ ଆନ୍ଦୋଳନ
ବରଗଡ :- ବରଗଡ଼ ଜିଲ୍ଲା ତଥା ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ।…
ଭଦ୍ରକରେ ସମ୍ବିଧାନ ଦିବସ ପାଳିତ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ): ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଭାରପ୍ରାପ୍ତ ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରଥମେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀଙ୍କୁ ସମ୍ବିଧାନର…
ଦୁର୍ଘଟଣାରେ ଆହତ ଘରୋଇ ଶିକ୍ଷକଙ୍କ ଅବସ୍ଥା ସଂକଟାପନ୍ନ
କୋମାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସମୁଏଲ,ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ବରଗଡ :- ସ୍କୁଲରୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରାୟପୁର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଘରୋଇ ବିଦ୍ୟାଳୟ ର…
ରେଲୱେ ଷ୍ଟେସନରୁ ୬ ଦାଦନ ଶ୍ରମିକ ଉଦ୍ଧାର
ଶ୍ରମିକଙ୍କୁ ଧମକ ଚମକ, ଦାଦା ବଟି ଅସୁଲି ଅଭିଯୋଗରେ ଜଣେ ଗିରଫ
ନୂଆପଡ଼ା(ଅମିତ ପୁରୋହିତ) : ସ୍ଥାନୀୟ ରେଲୱେ ଷ୍ଟେସନରୁ ସଦର ପୁଲିସ ୬ ଜଣ ଦାଦନ ଶ୍ରମିକଙ୍କୁ ଚାଳାଣ ବେଳେ ଉଦ୍ଧାର କରିଛି । ଦାଦନ ଶ୍ରମିକ ମାନଙ୍କୁ ଧମକ ଚମକ ଓ ଦାଦା ବଟି ଅସୁଳି ଅଭିଯୋଗରେ ସଦର ପୁଲିସ ସ୍ଥାନୀୟ ତେଲିପଡାର…
କିଶୋର ସାହୁ ହତ୍ୟା ଘଟଣା, ସନ୍ଦେହରେ ପୋଲିସର ପ୍ରତିବଦ୍ଧତା
୭ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି
ନ୍ୟାୟ ଅପେକ୍ଷାରେ ପରିବାର ଲୋକେ
ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ସଦର ଗ୍ରାମର କିଶୋର କୁମାର ସାହୁ(୨୫) ନାମକ ଜଣେ ଯୁବକଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।…
ବିରଳ ପ୍ରଜାତିର ପେଚା
ହରଭଂଗା (ପ୍ରତାପ ମେହେର): ହରଭଂଗା ବ୍ଲକ ତିଳେଶ୍ୱର ପଂଚାୟତର କୃଷ୍ଣପାଲ୍ଲୀ ଗ୍ରାମରେ ଏକ ବିରଳ ପ୍ରଜାତିର ପେଚା ଦେଖିବାକୁ ମିଳିଛି |ଖବର ଅନୁସାରେ ଏହି ପେଚାକୁଟି ତ୍ରିଲୋଚନ ବେହେରାଙ୍କ ଘର ଛାତ ଉପରେ ଦେଖିବାକୁ ମିଳିଥିଲା |ବିଲୁପ୍ତ ପ୍ରାୟ ପ୍ରଜାତିର ଏହି ପେଚାକୁ ଧରି ପୁରୁଣା କଟକ…