Sign in
Sign in
Recover your password.
A password will be e-mailed to you.
କିଶୋରନଗର ବ୍ଲକ ରେ ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି
(ଆଠମଲ୍ଲିକ/ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକଠାରେ ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳ ଅନୁଷ୍ଠାନିକ ଭାବରେ…
ସାମ୍ବାଦିକମାନଙ୍କ ପାଇଁ ମୁଁ ଅଛି : ମାନସ ମଙ୍ଗରାଜ
ଭୁବନେଶ୍ୱର: ସାମ୍ବାଦିକମାନଙ୍କ ପାଇଁ ମୁଁ ଅଛି । ମୁଁ ସାମ୍ବାଦିକମାନଙ୍କ ଦୁଃଖ ଓ କଷ୍ଟକୁ ମୁଁ ଅନୁଭବ କରିପାରିଛି । ତେଣୁ ସାମ୍ବାଦିକମାନଙ୍କ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବା ପାଇଁ ମୁଁ ସରକାରଙ୍କ ନିକଟରେ ମୋର ପ୍ରୟାସ ଜାରି ରଖିବି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସାମ୍ବାଦକମାନଙ୍କ…
ପୋଷ୍ଟ ବିଜୟ ଶର୍ମା ଇଫେକ୍ଟ : ବଦଳିବେ କମିଶନର, ସୌମେନ୍ଦ୍ରଂକ ନାଁ ଆଗରେ !!
ଭୁବନେଶ୍ୱର : ଅଭିଯୋଗ ହେଉଛି ନିଆଁ ବିଭାଗର ମୁଖିଆ ଥାଇ ବିଜୟ ଶର୍ମା ରଡ ନିଆଁରେ ହାତ ମାରି ଦେବାରୁ ମହାରାଷ୍ଟ୍ର ସରକାର ବଦଳିବା ଷ୍ଟାଇଲରେ ଅପ୍ରତ୍ୟାଶିତ ବିଦା ହେଲେ | କାରଣ ଯାହା କରୁଥଲେ ଚଳୁଥିଲା, ହେଲେ ଭୁଲ ଜାଗାରେ ହାତ ମାରିଦେଲେ ଯେତେବେଲେ ହାତ ଜଳିବା ଥୟ | ଆଉ ଜଳି ବି ଗଲା |…
ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ କରିବାକୁ ଦଳର କ୍ୟାଡର ଚୟନ ଆରମ୍ଭ
ଭୁବନେଶ୍ୱର /ଶାସକ ପ୍ରଶାସକ – ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ୩୩ଟି କଂଗ୍ରେସ ସାଂଗଠନିକ ଜିଲ୍ଲାରୁ କ୍ୟାଡର ସୃଷ୍ଟି କରିବା ପାଇଁ କଂଗ୍ରେସ ଭବନ ଠାରେ ଦୁଇଦିନିଆ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ନିଖିଳ ଭାରତ କଂଗ୍ରେସ ପ୍ରଶିକ୍ଷଣ ଇନ୍ଚାର୍ଜ…
ଘୁ ଉଦୟଗିରିରେ ରାଜନୈତିକ ଛକପଞ୍ଜା : କାଲିକି ଅପେକ୍ଷା
ଘୁ. ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳର ଘୁ. ଉଦୟଗିରି ବ୍ଲକ I ବହୁତ ଦିନ ହେବ ଏହି ବ୍ଲକରେ ଅଧକ୍ଷା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅନ୍ୟ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ତୁ ତୁ ମେ ମେ ଲାଗି ରହିଥିଲା I ଯାହା ପାଇଁ ବହୁତ ଦିନ ହେବ ବିକାଶ କ୍ଷେତ୍ରରେ ବାଧା ଦେଖା ଦେଉଥିଲା I…
ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ
ବେଲପଡା/ ବନମାଳୀ ନାୟକ : ବେଲପଡ଼ା ବ୍ଲକ ମଧ୍ୟପୁର ଗ୍ରାମରେ ଆଜି ସକାଲୁ କାହ୍ନା ହାତିଖୁଜିଆଙ୍କ ଘରୁ ନିର୍ବାଣୀ ନାମ୍ନୀ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା
ବେଲପଡ଼ା ପୋଲିସର ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇଥିଲା | ସୁଚନା ଅନୁଯାୟୀ ଜଲିଆ ଗ୍ରାମର…
ଗଣତନ୍ତ୍ରକୁ ମଝବୁତ କରିଛି ଆମ ସମ୍ବିଧାନ – ଆଇନ୍ମନ୍ତ୍ରୀ
ଭୁବନେଶ୍ୱର,(ଶାସକ ପ୍ରଶାସକ)- ଆଇନ୍ ବିଭାଗର କ୍ଷରୁ ଆଜି ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ କରାଯାଇଛି । ରାଜ୍ୟ ଆଇନ୍ମନ୍ତ୍ରୀ ପ୍ରତା ଜେନା ଲୋକସେବାଭବନ ଠାରେ ଆୟୋଜିତ ଏହି ଉସôବକୁ ଉଦ୍ଘାଟନ କରିବା ସହିତ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ ସମ୍ପର୍କିତ ସଚେତନତା ଅଭିଯାନର ଶୁଭାରମ୍ଭ…
ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏହି ସଭାରେ ଉପସ୍ଥିତ ଛାତ୍ରୀ…
ଉତ୍ସବ ମୁଖର ହେବ ଗଜପତି, ଜାନୁଆରୀ ୧୦ରୁ ଗଜପତି ଉତ୍ସବ
ଗଜପତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ : ୫ଦିନ ଧରି ଅନୁଷ୍ଠିତ ହେବ ସାଂସ୍କୃତିକ ମହାପର୍ବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା…
ରା:ଉଦୟଗିରି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା:ଉଦୟଗିରି ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ…