ପ୍ରବଳ କରା ମାଡ଼ :ଭୟଭୀତ ଲୋକେ 

0

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଂଚଳରେ ଆଜି ପ୍ରବଳ କରାବର୍ଷା ହୋଇଥିବା ଦେଖିବାକୁ ମିଳିଛି l ଆଜି ଜମନକିରା ଅଞ୍ଚଳ ରେ ପ୍ରବଳ କରା ବର୍ଷା ହୋଇଛି l ଫଳରେ ଲୋକେ ଭୟଭୀତ ହୋଇଛନ୍ତି lଅଞ୍ଚଳ ରେ  ଏହିଭଳି କରାବର୍ଷା କେବେ ହୋଇନ ଥିବାରୁ ଏଭଳି ପ୍ରବଳ କାରମାଡ ଯୋଗୁଁ ଲୋକେ ଭୟଭୀତ ହୋଇ ଚାଳ ଛପର ଘର, ଆଡବେସ୍ତ୍ରର ଘର ଥିବା ଲୋକେ  ଜୀବନ ବିକଳରେ ଖଟ ତଳେ ପସିଯାଇଥିବା  ପ୍ରତିକ୍ରିୟା ମିଳୁଛି l ଗାଈ ବଳଦ ମାନେ ମଧ୍ୟ ଖୁଲା ଆକାଶ ତଳେ ଚରୁଥିବାରୁ ଅନେକ ଆଘାତ ହୋଇଥିବାର ସୂଚନା ମିଳୁଛି l

Leave A Reply

Your email address will not be published.