Sign in
Sign in
Recover your password.
A password will be e-mailed to you.
ଆଠମଲ୍ଲିକ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ
ଧାର୍ଯ୍ୟ ସମୟ ଭିତରେ ସ୍ୱଚ୍ଛତାର ସହ କାର୍ଯ୍ୟକ୍ରମ ରୂପାୟନ ପାଇଁ ବିଧାୟକଙ୍କ ନିର୍ଦ୍ଦେଶ
(ଆଠମଲ୍ଲିକ/ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ସଭାଘର ଠାରେ ଆଠମଲ୍ଲିକପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ଆଠମଲ୍ଲିକ ବିଧାୟକ ମାନ୍ୟବର ରମେଶ…
ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ
(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଘାଟି ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି I ସୂଚନା ମୁତାବକ କଦଳୀଗଡ଼ ରୁ କିଆକଟା ଅଭିମୁଖେ ଆସୁଥିବା ବ୍ୟକ୍ତି ଜଣକ ବାଇକ ନଂ -OD19J3745 ରେ…
ଝାରବନ୍ଧ ସମିତି ଉପନିର୍ବାଚନ:ବିଜେଡି ସମର୍ଥିତ ପ୍ରାର୍ଥୀଙ୍କର ବିଜୟ
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ପଞ୍ଚାୟତ ର ସମିତି ସଭ୍ୟ ପାଇଁ ଗତକାଲି ଭୋଟ ଗ୍ରହଣ ହେଇଥିଲା । ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେଇଥିଲା । ବିଜୁ ଜନତା ଦଳର ସମ୍ମର୍ଥୀତ ପ୍ରାର୍ଥୀ ଶ୍ରୀ ଚନ୍ଦ୍ର ଶେଖର ପଟେଲ ଏହି ନିର୍ବାଚନରେ ନିଜର ନିକଟତମ ବିଜେପି ସମ୍ମର୍ଥୀତ…
ଗବେଷଣା ନିମନ୍ତେ ଅଧିକ ବ୍ୟୟ ଉପରେ ଅରୁଣଙ୍କ ଗୁରୁତ୍ୱ
"ଗବେଷଣାଲବ୍ଧ ଜ୍ଞାନ ଦ୍ୱାରା ଦେଶର ଅର୍ଥନୀତିରେ ବ୍ୟାପକ ଅଭିବୃଦ୍ଧି ହାସଲ କରିହେବ'
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ୨ କୋଟି ଟଙ୍କାର ଆର୍ଥିକ ସହାୟତା
ପ୍ରତିବର୍ଷ ଏହି ଯୋଜନାରେ ୪୦ ଜଣ ଅଧ୍ୟାପକଅଧ୍ୟାପିକାଙ୍କୁ ଯୋଗାଇ ଦିଆଯିବ ଆର୍ଥିକ…
ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର
ବରଗଡ :- ଗତକାଲି ବିଳମ୍ବିତ ରାତିରେ ପାଇକମାଲ ବିନ୍ଧ୍ୟବାସିନୀ କଲେଜ ନିକଟରେ ଏକ ହାଇବା ଟ୍ରକ ବ୍ରେକ ଡ଼ାଉନ ହୋଇଥିଲା । ଅନ୍ୟ ଗୋଟେ ଗାଡି ସାହାଯ୍ୟରେ ଉକ୍ତ ହାଇବାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସମୟରେ ଏକ ମୋଟର ସାଇକଲ ଉକ୍ତ ହାଇବାର ପଛ ପଟେ ପିଟି ହେଇଥିଲା ଫଳରେ ବାଇକ…
ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠିତ
ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବରିଷ୍ଠ କଳାକାର ସଂଘ ଗଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବଡ ରାଧାକାନ୍ତ ମନ୍ଦିର ଝୁଲଣ ମଣ୍ଡପ ଠାରେ ପାରଳାଖେମୁଣ୍ଡି ସହରର ବରିଷ୍ଠ ମଞ୍ଚ ନିର୍ଦ୍ଦେଶକ ଓ କଳାକାର ମାନଙ୍କୁ…
ପାଦରେ ଚାଲି ଚାଲି ୧୩୯ ଦିନରେ ବୁଲି ସାରିଲେଣି ୨୮୦୦ କିମି
ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ଓ ପୋଲାଭରମ ପ୍ରକଳ୍ପ ବନ୍ଦ ଦାବିରେ ଚାଲିଚାଲି ବୁଲିବେ ୩୧୪ ଟି ବ୍ଲକ
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ): ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ଓ ପୋଲାଭରମ ପ୍ରକଳ୍ପ ବନ୍ଦ ଦାବିରେ ପଦଯାତ୍ରା ଜାରି ରଖିଥିବା ଯୁବକ ସତ୍ୟବ୍ରତ ଦାସ…
ଭୁବନେଶ୍ୱର ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସର ଜାତୀୟ ସଂହତି ଶିବିର ଉଦଯାପିତ
ଭୁବନେଶ୍ୱର : ସ୍ଥାନୀୟ କ୍ୟାପିଟାଲ ହାସଇସ୍କୁଲ୍ ପ୍ରାଙ୍ଗଣରେ ଭୁବନେଶ୍ୱର ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଜାତୀୟ ସଂହତି ଶିବିର ତଥା ୨୯ତମ ଜିଲ୍ଲା ରାଲି ଉଦଯାପିତ ହୋଇଯାଇଛି । ପଞ୍ଚଦିବସ ବ୍ୟାପୀ ଏହି ଶିବିରକୁ ପ୍ରାୟ ୯୮ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ ପରିଚାଳନା କରିଥିଲେ…
କଦଳୀଗଡ,କୁକୁଡାବାହାଳି ଅଞ୍ଚଳରେ ହାତୀ ଅତଙ୍କ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ, କୁକୁଡାବାହାଳି ପଞ୍ଚାୟତ ର ବଡକଷିବାହାଳ ,କରଡାପାଲ,କାଙ୍କଣପଡା ,ମହୁଲମୁଣ୍ଡା ,ଡିମିରିମୁଣ୍ଡା ,ସାମସିଙ୍ଗା ,ଧଉରାଖମଣ ଗ୍ରାମରେ ହାତୀ ଉପ ଦ୍ରବ ବଢିବାରେ ଲାଗିଛି I ପ୍ରାୟ ୧୦ ରୁ…
ମୟୂରଭଞ୍ଜ ସୀମାରେ ଝାଡ଼ଖଣ୍ଡୀ ଦନ୍ତାଙ୍କ ଉତ୍ପାତ : ମହିଳା ମୃତ
ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଞ୍ଜ ଜିଲ୍ଲାରେ ଝାରଖଣ୍ଡି ହାତୀ ଙ୍କର ଉତ୍ପାତ ଜାରି ରହିଛି।ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ କୁସୁମପୁରା ଗାଁ ରେ ଗତକାଲି ବିଳମ୍ବିତ ରାତ୍ରିରେ ଜଣେ ମହିଳା ଙ୍କୁ ହାତୀ ଶୁଣ୍ଡରେ ଧରି କଚାଡି ଦେଇଛି। ଗତକାଲି…