Sign in
Sign in
Recover your password.
A password will be e-mailed to you.
ରାଜମିସ୍ତ୍ରୀ ମାନଙ୍କର ପ୍ରଶିକ୍ଷଣ ଶିବିର
ବରଗଡ(ଶାସକ ପ୍ରଶାସକ) ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବୁକୁରାମୁଣ୍ଡାଠାରେ ଆଜି ରାଜମିସ୍ତ୍ରୀ ମାନଙ୍କର ଏକ ଦଶ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେଇଯାଇଛି । ବରଗଡ଼ DRDA ର ପ୍ରକଳ୍ପ ନିର୍ଦେଶକ ଶ୍ରୀ କୃତିବାସ ରାଉତ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଆସନ୍ତା…
“ଏସଏଚଜି ସାହୁକାର ସାଜି ପଶ୍ଚିମ ଓଡିଶାରେ ଦାଦନ ସମସ୍ୟା ସୃଷ୍ଟିରେ ସହାୟକ ହେଉଛନ୍ତି ”
ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ବନ୍ଦ ହେବା ପ୍ରସଙ୍ଗ
ବଦନାମ ହେବା ଭୟରେ ପଳାୟନପନ୍ଥୀ ସାଜିଲେ ରାଜ୍ୟ ସରକାର :ବିଜେପି
ଭୁବନେଶ୍ୱର(ଶାସକ ପ୍ରଶାସକ): ବିଧାନସଭାର ଶୀତ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୧୭ ଦିନ ପୂର୍ବରୁ ବନ୍ଦ କରିଦିଆଗଲା | ରାଜ୍ୟରେ ଅନେକ ସମସ୍ୟା ଥିବା…
ଓଡ଼ଗାଁ ବ୍ଲକରେ ବିକାଶ ମୁଳକ କାର୍ଯ୍ୟ ବାଧାପ୍ରାପ୍ତ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକ ଅଂଚଳରେ ୧୦୦କୋଟିରୁ ଉର୍ଧ୍ଵ ଟଙ୍କାର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବାରୁ ନିର୍ଦ୍ଧାରିତ ସମୟରେ ଏହା ସରିବା ନେଇ ଅନିଶ୍ଚିତତା ଦେଖା ଦେଇଛି । ଫଳରେ ଏହାର ସୁଫଳ ପାଇବା ଅବଧି ବଢିବାରେ ଲାଗିଛି । ନିଖିଳ ଓଡ଼ିଶା ଠିକାଦାର ମହାସଂଘର…
ଭୋଟ କେନ୍ଦ୍ରରେ ଭିଡ଼, ମଇଦାନରେ ୧୩ ପ୍ରାର୍ଥୀ
ଚାଲିଛି ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏସନ ନିର୍ବାଚନ
ବଡ଼ବିଲ (ଶାସକ ପ୍ରଶାସକ) ମାଇନିଂ ଏରିଆ ଟ୍ରକ୍ ଓନର୍ସ ଆସୋସିଏନ(ମାଟୋଆ)ର ନିର୍ବାଚନ ନିମନ୍ତେ ଆଜି ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହିତ ଚାଲୁରହିଛି । ମୋଟ ୬୯୨ ଜଣ ଭୋଟର ଏହି ନିର୍ବାଚନ ପ୍ରକ୍ରିୟାରେ ଭାଗନେବେ। ଆଜି ସକାଳ…
ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ଏକ ଆଲୋଚନା ଚକ୍ର
ରାୟଗଡ/ ସରୋଜ ସାହୁ : ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଭୂଗୋଳ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅଲୋଚନା ଚକ୍ରରେ ଭୂଗୋଳ ବୈଶିଷ୍ଟ୍ୟ ଦୈନନ୍ଦିନ ଜୀବନରେ ଆବଶ୍ୟକତା ବିଷୟ ବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ମହାବିଦ୍ୟାଳୟର…
ଜିଲ୍ଲାସ୍ତରୀୟ ୨୫ ତମ ଯୁବ ଉତ୍ସବ ପାଳନ
ରାୟଗଡ/ ସରୋଜ ସାହୁ :ସ୍ଥାନୀୟ ଲାୟନସ କ୍ଲବର ସମ୍ମିଳନୀ କକ୍ଷରେ ୨୫ ତମ ଜିଲ୍ଲା ସ୍ତରୀୟ ଯୁବ ଉସôବ ରାଜ୍ୟ କ୍ରୀଡା ଓ ଯୁବ ସେବା ବାଭାଗ, ଓଡିଶା ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ପାଳନ କରାଯାଇଛି । ଏହି ଯୁବ ଉତ୍ସବ ଦୁଇ ଦିନ ଅର୍ଥାତ ୨୮ ନଭେମ୍ବର ଓ ୨୯ ନଭେମ୍ବର ପର୍ଯ୍ୟନ୍ତ ପାଳନ…
ଭିନ୍ନକ୍ଷମଙ୍କ ଅଧିକାର ଓ ଅଧିନିୟମ ଉପରେ ସରକାରୀ ଅଧିକାରୀମାନଙ୍କୁ ନେଇ ସଚେତନତା କର୍ମଶାଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ ସମ୍ମିଳନୀ କକ୍ଷଠାରେ ସାମୁଦାୟୀକ ବିକାଶ କେନ୍ଦ୍ର ଅନୁଷ୍ଠାନ ଆନୁକୂଲ୍ୟରେ ଏବଂ ସାଇଟ୍-ସେଭର୍ସ ସହାୟତାରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ଉପରେ ସରକାରୀ ଅଧିକାରୀ ମାନଙ୍କୁ ସଚେତନତା କରାଇବା…
ଜଳୁଛନ୍ତି ଅନେକ, ଟାର୍ଗେଟ ବବି
ଯାଜପୁର(ଶାସକ ପ୍ରଶାସକ)କଥାରେ ଅଛି ଫଳନ୍ତି ଗଛକୁ ସମସ୍ତେ ଢେଲା ପକାଇବେ | ଡେଙ୍ଗା ମୁଣ୍ଡରେ ଠେଙ୍ଗା ପରି ଯାହା କାମ ଟିକେ ଆଖିକୁ ଦେଖାଗଲା ବା ଯିଏ କାମକରି ଦକ୍ଷତା ପ୍ରତିପାଦିତ କରିପାରିଲା ବା ସଭିଙ୍କ ପ୍ରିୟପାତ୍ର ହୋଇପାରିଲା, ତା ଉପରେ ଅନେକଙ୍କ ଅସହିଷ୍ଣୁ ନଜର | ଆଉ ରାଜନୀତିରେ ତ…
ବଲାଙ୍ଗୀର : 10000 ବୋତଲରୁ ଉର୍ଧ୍ଵ କଫସିରପ ଜବତ, ୩ ଗିରଫ
"ସୋନପୁର ପଟୁ ଆସୁଥିବା ଏହି କଫ ସିରପ ବୋଝେଇ ଭ୍ୟାନ ଏହିଭଳି ଭାବେ ପିଛା କରି ଶେଷରେ ପୁଇଁନ୍ତଲା ଥାନା ନିକଟରେ ପହଞ୍ଚିଥିଲା। ପୁଲିସ ବ୍ଲକିଂକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ପିକ୍ ଅପ୍ ଭ୍ୟାନ। ସଙ୍ଗେ ସଙ୍ଗେ ପିକଅପ…
ବଡ଼ବିଲ-ଯୋଡ଼ା ଖଣି ଅଞ୍ଚଳରେ ଥମୁନି ସଡକ ଦୁର୍ଘଟଣା: ଦୁଇ ବାଇକ ଆରୋହୀ ଗୁରୁତର
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ନିକଟରେ ଆଜି ଏକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବରରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କାଶିଆ ଅଞ୍ଚଳର ରଞ୍ଜନ ମହାକୁଡ଼ ଓ ସୁରେନ୍ଦ୍ର ମହାନ୍ତ ଏକ ୟାମହା ବାଇକ ଯୋଗେ …