ଭୀମଭୋଇ ଉଚ୍ଚ ବିଦ୍ୟାଳୟ ରେ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ବ୍ଲକ କୁକୁଡାବାହାଳୀ ସନ୍ଥକବି ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ପରିସରରେ ଯଶୋବନ୍ତ ସାହୁଙ୍କ ନେତ୍ରୁତ୍ବରେ ଏକ ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ୨୦୧୦ ମସିହାର ଛାତ୍ରଛାତ୍ରୀ…

ବିଫଳତା ଓ ସଫଳତାର ଅନୁଭବକୁ ଠିକ ବିଶ୍ଳେଷଣ କରିପାରିଥିବା ବ୍ୟକ୍ତି ହିଁ ଜଣେ ସଫଳମଣିଷ ହୋଇପାରିବ : ଡ. ଅରୁଣ ସାହୁ

ନବନିଯୁକ୍ତ ଅଧ୍ୟାପକଙ୍କ ପାଇଁ ଦିଗ୍ଦର୍ଶନ କାର୍ଯ୍ୟକ୍ରମ "  ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡ଼ିବ' "ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କଲେ ସଫଳତାର ଶୀର୍ଷରେ ପହଂଚି ହେବ" ଭୁବନେଶ୍ୱର(ଶାସକ ପ୍ରଶାସକ) : ପାଇବା ଲୋକ ସଫଳତାର…

ଆହାର ଖାଇ ୫-ଟି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ 

ଜୁନାଗଡ଼/ ଆଦିତ୍ୟ ମହାନ୍ତି : ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠିଙ୍କ ଆଜି ଅଚାନକ କରିଥିଲେ  ଦିନିକିଆ କଳାହାଣ୍ଡି ଗସ୍ତ । ଭବାନୀପାଟଣା ଠାରେ ପହଂଚି  5-ଟି କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଭବାନୀପାଟଣା ଆହାର କେନ୍ଦ୍ରରେ ଆହାର ଖାଇଥିଲେ | ଏହା ସହିତ  କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ…

ବଡ଼ବିଲ ପ୍ରିମିୟର ଲିଗ : ଫାଇନାଲରେ ପହଞ୍ଚିଲା ପିଟିସି ଏକାଦଶ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପ୍ରିମିୟର ଲିଗ (ବିପିଏଲ)ର ଦ୍ଵିତୀୟ ସଂସ୍କରଣରେ ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଶ୍ରୀ ଗଣେଶ ଲଜିଷ୍ଟିକକୁ ୫ ଉଇକେଟରେ ହରାଇ ପ୍ରଥମ ଟିମ ଭାବେ ଫାଇନାଲକୁ ପ୍ରବେଶ କରିଛି ପିଟିସି ଏକାଦଶ। ଟସ ଜିତି ପିଟିସି ଏକାଦଶ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି…

ଦେବୀଙ୍କ ଦାବି, ବାଚସ୍ପତିଙ୍କ ରୁଲିଂ ପରେ ସରକାର ନରମ ହେଲେ: ଆଉ ତିନିମାସ ବଢ଼ିଲା ଟ୍ରାଫିକ କଟକଣା କୋହଳ ଅବଧି 

ହେଲେ ବେପରୁଆ ଗାଡିଚାଳକଙ୍କ ଉପରେ ଶକ୍ତ ରହିବ ପୋଲିସ  aଭୁୁବନେଶ୍ୱର: ଏକ ତାରିଖରୁ ପୁଣି ଟ୍ରାଫିକ ଚେକିଂ କଡାକଡି ହେବାକୁ ସରକାର ସଜବାଜ ହେଉଥବା ବେଳେ ଏହାକୁ ନେଇ ରାଜ୍ୟସାରା ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା | ଲୋକଙ୍କ ଭାବନାକୁ ଅନୁଭବ କରି  ଆଜି ବିଧାନସଭାରେ ଶାସକ ଦଳ ସଭ୍ୟ…

ପଦ୍ମପୁରରେ ଚାଷୀ ସମାବେଶ : ପୁଣି ଗରଜିଲେ ଚାଷୀ 

ପଦ୍ମପୁର : ପୁଣି ଗରଜିଲେ ଚାଷୀ ସରକାରଙ୍କ ଅବିଚାର ଓ ଅବହେଳା ବିରୋଧରେ | ପଦ୍ମପୁର ଉପଖଣ୍ଡ ସଦରମହକୁମା ଗୋରୁବଜାର ପ୍ରାଙ୍ଗଣରେ ପଶ୍ଚିମ ଓଡିଶା କୃଷକ ସଂଗଠନ, ବୋଡାସମ୍ବର କୃଷକ ସଙ୍ଗଠନ ଏବଂ ଜୟ କିଶାନ କୃଷକ ସଙ୍ଗଠନ ର ମିଳିତ ପ୍ରୟାସରେ ଏକ ଚାଷୀ ସମାବେଶ  ଅନୁଷ୍ଠିତ  ହୋଇଯାଇଅଛି  । ଏହି…

ଏଣିକି ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ବିତରଣ କରିବେ ସ୍ଵଂୟ ସହାୟକ ଗୋଷ୍ଠୀ । 

ବରଗଡ / ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ପୁଣିଥରେ ମହିଳାଙ୍କ ଉପରେ ବିଶ୍ୱାସ କରି ସେମାନଙ୍କୁ ପ୍ରଦାନ କରିଛନ୍ତି ଆଉ ଏକ ଗୁରୁଦାୟିତ୍ୱ । ଏଣିକି ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଓ ବିତରଣ କରିବେ ସ୍ଵଂୟ ସହାୟକ ଗୋଷ୍ଠୀ ।  ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ଵରୁ ମୁକ୍ତ ହେଲେ ଶିକ୍ଷକ।…

ଉତ୍କଳ ହେଉଛି ସୃଜନ ଓ ଶାଶ୍ୱତର ଉର୍ବର ଭୂମି, ଭାବର ଭୂଗୋଳ – ରାଜ୍ୟପାଳ 

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ-ରାଜ୍ୟପାଳ ଟ୍ରଫି, ୨୦୧୭-୧୮ ଅନୁଷ୍ଠିତ ଭୁବନେଶ୍ୱର,(ଶାସକ ପ୍ରଶାସକ): ଆମ ରାଜ୍ୟରେ ସୃଜନର ପରମ୍ପରା ଖୁବ୍ ସମୃଦ୍ଧା ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତା ସୃଜନର ସଫଳ ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଆବଶ୍ୟକ ଏବଂ ସେ ପରିବେଶ ଓଡ଼ିଶାରେ ଅଛି…

୧ରୁ କୋଣାର୍କ ମହୋତ୍ସବ : ମୁଖରିତ ହେବ ନୃତ୍ୟମଣ୍ଡପ, ଝଲସିବ ଚନ୍ଦ୍ରଭାଗା କୂଳ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା କୋଣାର୍କ ଉତ୍ସବ ସହିତ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଆୟୋଜନ ଭୁବନେଶ୍ୱର : - ଓଡ଼ିଶାର ପ୍ରମୁଖ ଉପକୂଳ ନାଭିକେନ୍ଦ୍ର କୋଣାର୍କ ପୁନଶ୍ଚ ଦେଖିବ ବିଶ୍ୱବ୍ୟାପି ଦ୍ୱୈତ ଘଟଣାର ମିଳନବିନ୍ଦୁରେ କୋଣାର୍କର ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋକୃଷ୍ଟ…

କେତେବେଳେ ଧମକ ତ କେତେବେଳେ କୋଳାକୋଳି

ଚାଲିଛି ହାଇ ପ୍ରୋଫାଇଲ ଡ୍ରାମା, କେତେବେଳେ ସମୂହ ଇସ୍ତଫା  ଧମକ ତ କେବେ "ସ୍ଥଗିତ ରହିଲା" ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେଙ୍କ ସେବାୟତାମାନଙ୍କ ୧୧ ଦଫା ଦାବି ସରକାର, ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା …