ଆଉ ଦୁଇ ଯାଜପୁରରୁ ପଜିଟିଭ : ସଂଖ୍ୟା ପହଁଚିଲା ଜିଲ୍ଲାରେ ୪୭ ରାଜ୍ୟରେ ୧୫୬ 

0

 ଭୁବନେଶ୍ୱର(ଶାସକ ପ୍ରଶାସକ)  : ପୁଣି ଆଉ ଦୁଇ ଜଣ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି କରୋନାର ହଟ ବେଡ଼ ସାଜିଥିବା ଯାଜପୁରରୁ | ଦୁଇଜଣ ଯାକ ପୁଋଷ | ବୟସ ୪୮ ଓ ୫୪ ବର୍ଷ | ଉଭୟ ବରୀ ଅଂଚଳର କଲିକତା ଫେରନ୍ତା ବୋଲି ଜଣାପଡିଛି  | ଯାଜପୁରରେ ଏବେ ଏହି ସଂଖ୍ୟା ୪୭ରେ ପହଂଚିଛି | ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ପହଂଚିଛି ୧୫୬ରେ |

Leave A Reply

Your email address will not be published.