ବଡ଼ବିଲରେ ଅଘଟଣ : ନଦୀରେ ବୁଡି ଯୁବକ ମୃତ

0

ବଡ଼ବିଲ (ଶାସକ ପ୍ରଶାସକ) ଆଜି ସକାଳେ ଶୌଚ ହେବାକୁ ଯାଇ କାରୋ ନଦୀରେ ବୁଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଯୁବକ ଜଣକ ହେଲେ ସ୍ଥାନୀୟ ଲକ୍ଷ୍ମୀନଗର ଅଞ୍ଚଳର କୁଆଁର ପାଳିଆ (୩୭)। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କୁଆଁର ଶୌଚ ହେବା ସମୟରେ ଗୋଡ଼ ଖସି ଯିବାରୁ ଭାରସ୍ୟାମ ହରାଇ ନଦୀରେ ପଡି ବୁଡି ଯାଇଥିଲେ। ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ  କର୍ମଚାରୀ ଘଟଣାସ୍ଥଳରେ ପହଂଚି ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.