Sign in
Sign in
Recover your password.
A password will be e-mailed to you.
ପ୍ରବାସରେ ବନ୍ଧୁମିଳନ 2019
ସୋହାର (ଶାସକ ପ୍ରଶାସକ)ଯେମିତି ଶୀତ ପଡିଲେ ନଭେମ୍ବର ଡିସେମ୍ବର ମାସରେ ଆମ ଓଡ଼ିଶାରେ ପିକନିକ ବା ବଣଭୋଜି ଆମେ ଆୟୋଜନ କରିଥାଉ...ବନ୍ଧୁ ପରିଜନଙ୍କ ଗହଣରେ ମସ୍ତିରେ ଦିନଟିଏ କଟାଇଥାଉ, ପ୍ରବାସରେ ବି ସେଇ ପୁରୁଣା ଅଭ୍ୟାସକୁ ମନେ ପକାଇଛନ୍ତି ସୁଦୂର ଓମାନର ସୋହାରରେ ରହୁଥିବା ଓଡ଼ିଆ ଭାଇ…
ଶିକ୍ଷାକୁ ହଁ ବାଲ୍ୟ ବିବାହକୁ ନା ପାଇଁ ଶପଥ
ବାଲ୍ୟ ବିବାହ ଦୂରୀକରଣ ପାଇଁ ଲୋକଙ୍କ ସଚେତନତା ସହ ପ୍ରଶାସନିକ ଆନ୍ତରିକତା ଜରୁରୀ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ବାଲ୍ୟ ବିବାହ ହେଉଛି ଏକ ସାମାଜିକ ବ୍ୟାଧି । ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭଳି ଏହା ଏବେ ବି କେତେକ ସ୍ଥାନରେ ଚାଲିଛି । ସମାଜରେ ଚାଲିଥିବା ପ୍ରଥା ପରମ୍ପରାକୁ ବଦଳେଇବା…
ଦବଙ୍ଗଗିରୀ ଦେଖାଇ ଅସହାୟ ବୃଦ୍ଧଙ୍କୁ ବନପାଳ ମାଇଲେ ମାଡ
ଅଟକ ରଖଲେ ଗ୍ରାମବାସୀ : ହିନସ୍ତା ହେଲେ, କ୍ଷମା ମାଗିବାରୁ ପାଇଲେ ଛାଡ
ମେଲଛାମୁଣ୍ଡା,( ମନୋଜ ଭୋଇ)- ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ସେକସନ ବନପାଳ ରଧାକାନ୍ତ କୁମ୍ଭାର ନିଜର କର୍ତ୍ତବ୍ୟ ପରିସୀମାରୁ ବାହାରକୁ ଯାଇ ଅଂଚଳରେ ଚର୍ଚ୍ଚାର ପରିଧିକୁ ଆସିବା ଏକ ସାଧାରଣ…
ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ଯୁବକକୁ ୧୦ ବର୍ଷ ଜେଲ , ୧୦ ହଜାର ଟଙ୍କା ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ପେଶାଲ ଟ୍ରାକ କୋର୍ଟ ଜଜ୍ ଶାନ୍ତନୁ କୁମାର ଦାଶ ଆଜି ଏକ ନାବାଳିକା ଗଣଦୁଷ୍କର୍ମ ମାମଲା ବିଚାର କରି ଅଭିଯୁକ୍ତ ଯୁବକ ମୋରଡ଼ା ଥାନା ଖୁରୁଣ୍ଟିଆ ଗ୍ରାମର କାର୍ତ୍ତିକ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଙ୍ଗେସଙ୍ଗେ ଭାରତୀୟ ପିଙ୍ଗଳ କୋଡର଼୍…
ବୁଢ଼ାବଳଙ୍ଗ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି): ଆଜି ବୁଢ଼ାବଳଙ୍ଗ ନଦୀରୁ ବାରିପଦା ସଦର ଥାନା ଅନ୍ତର୍ଗତ ମାଙ୍କଡ଼ପାଳ ଗ୍ରାମର କାନ୍ଦ୍ରା ମାରାଣ୍ଡିଙ୍କ ପୁଅ ସୁରେଇ ମାରାଣ୍ଡି(୨୬)ଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସିନ୍ଦୁରଗୌରା ଏବଂ ମାଙ୍କଡ଼ପାଳ ଗ୍ରାମ ମଝିରେ ଯାଇଥିବା ବୁଢ଼ାବଳଙ୍ଗ ନଦୀର ଗଭୀର…
ଭଲ ୫ଟି ଚାଲିଛି ଏଠି : ମରଣ ଯନ୍ତା ପାଲଟିଛି ପିଆରଏମ ମେଡ଼ିକାଲ କଲେଜ
ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ, ଉତ୍ତେଜନା ସହ ଡାକ୍ତର-ନର୍ସଙ୍କ ବିରୋଧରେ ଏତଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ୱାସ୍ଥ୍ୟ ସେବା ଜନସାଧାରଣଙ୍କ ମୌଳିକ ଅଧିକାର ହୋଇଥିବାରୁ ଜନସାଧାରଣଙ୍କୁ ମାଗଣାରେ ଉତ୍ତମ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ସରକାର…
ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ
ମେଲଛାମୁଣ୍ଡା/ମନୋଜ ଭୋଇ : ମେଲଛାମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । ଏଥିରେ ୭୬ ଜଣଛାତ୍ରୀ ଭାଗ ନେଇଥିବା ବେଳେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ମାଷ୍ଟର୍ ଟ୍ରେନର୍…
କାହା ଇଙ୍ଗିତରେ ରାତାରାତି ନୋଏଣ୍ଟ୍ରି ଜୋନରେ ଚାଲିଛି ମଲ୍ଟି ଆକ୍ସେଲ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ସୁନ୍ଦରଗଡ଼ ଜିଲ୍ଲାର ସଦର ହେଡ଼ କୁଆଟର ର୍ ସହର ଭିତରେ ଟ୍ରକ, ମଲ୍ଟି ଆକ୍ସେଲ କିମ୍ବା ଭାରିଯାନ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ସକାଳୁ ରଙ୍ଗାଢ଼ିପା ଛକରେ ଗୋଟିଏ ମଲ୍ଟି ଆକ୍ସେଲ ଗାଡ଼ି ଫସି ରହିଥିବା ଯେଖିବାକୁ ମିଳିଛି ଯାହା ଫଳରେ ସହରରେ…
ଚତୁର୍ଥ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୩୧ରୁ
ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ସମ୍ପନ୍ନ
ପଦ୍ମପୁର/ ଶାସକ ପ୍ରଶାସକ : ଆସନ୍ତା ଜାନୁଆରୀ ୩୧ ତାରିଖରୁ ଫେବୃୟାରୀ ୬ ତାରିଖ ପର୍ଯ୍ୟନ୍ତ ଗୋଇବାହାଲି ଗ୍ରାମରେ ହେବାକୁ ଥିବା ଚତୁର୍ଥ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ କମିଟି ପକ୍ଷରୁ ଶୁକ୍ରବାର ଶୁଭସ୍ତମ୍ଭ ସ୍ଥାପନ ଓ…
“ସିଙ୍ଘ ଧରିବୁ ଆମେ ଆଉ କ୍ଷୀର ପିଇବେ ଅଣ ଓଡିଆ”
ଭୁବନେଶ୍ୱର :- ଗତ କିଛିଦିନ ତଳେ ବିଧାନସଭାରେ ସ୍ଥାନୀୟ ନିଯୁକ୍ତି ଉପରେ ବ୍ରଜରାଜନଗରର ବିଧାୟକ ଶ୍ରୀ କିଶୋର ମହାନ୍ତି ମଜନଦୀ କୋଳ ଫିଲଡ଼ ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରୀ ନଦେଇ ଅଣ ଓଡିଆଙ୍କୁ ଚାକିରୀ ଦେଉଥିବା ଭଳି ଗମ୍ଭୀର ଅଭିଯୋଗ କରିଥିଲେ । ବାସ୍ତବରେ ଏକଥା ସତ ଯେ କେବଳ…