Sign in
Sign in
Recover your password.
A password will be e-mailed to you.
ବର୍ଣ୍ଣାଢ୍ୟ ପରିବେଶ ଭିତରେ ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଘାଟିତ
ପଦ୍ମପୁର(ଶାସକ ପ୍ରଶାସକ) - ପଦ୍ମପୁର ରି କ୍ରିଏସନ୍ ସେଣ୍ଟର ଠାରେ, ଏକ ବର୍ଣ୍ଣାଢ୍ୟ ପରିବେଶ ଭିତରେ, ଗୁରୁ ପ୍ରକାଶନୀ ଆନୁକୁଲ୍ୟରେ ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଘାଟିତ ହୋଇଥିଲା। ଏହି ଅବସରରେ ପ୍ରଫେସର ମହେନ୍ଦ୍ର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପଦ୍ମପୁର ଉପ…
ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ସମଗ୍ର ଆଦିବାସୀ ଅଂଚଳର ବିକାଶ ତ୍ୱରାନ୍ୱିତ ହେବ -ଧର୍ମେନ୍ଦ୍ର ପ୍ରଧାନ
ଝାଡଖଣ୍ଡ/SPB – ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଝାଡଖଣ୍ଡରେ ଡବଲ ଇଞ୍ଜିନର ପୁନରାବୃତି ହେଉ । ଝାଡଖଣ୍ଡରେ ପୁଣି ବିଜେପି ସରକାର ହେଲେ ଆଦିବାସୀ ଅଂଚଳର ଆହୁରି ବିକାଶ ହେବ ବୋଲି ଶନିବାର ଝାଡଖଣ୍ଡର ସମୀବର୍ତୀ ଓଡିଶା ଭାଷାଭାଷୀ ଅଂଚଳ…
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ହରଭଙ୍ଗା/ପ୍ରତାପ ମେହେର: ପୁରୁଣା କଟକର ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆମ ଓଡ଼ିଶା, ଯୁବରେଡ୍ କ୍ରସ୍ ବୌଦ୍ଧ , ରେଡ୍ ରିବନ୍ କ୍ଳବ୍ ର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି ।
ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ରୁର ସେଠୀ, …
ଓକିଲାତିରେ ୫୦ ବର୍ଷ ପୂରଣ କରିଥିବା ବରିଷ୍ଠ ଓକିଲଙ୍କୁ ସମ୍ବର୍ଦ୍ଧନା
ପଦ୍ମପୁର/ ଶାସକ ପ୍ରଶାସକ : ପଦ୍ମପୁର ଓକିଲ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କୁ ତାଙ୍କ ଓକିଲାତିର ୫୦ ବର୍ଷ ପୂରଣ କରିଛନ୍ତି। ସେ ୧୯୬୯ ମସିହାରେ ପଦ୍ମପୁର ଓକିଲ ସଂଘରେ ଯୋଗଦାନ କରିଥିଲେ। ଏ ଅବସରରେ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଶନିବାର…
ଜଗଦଲପୁର ପୋଲିସ କବଜାରେ ନକଲି ତହସିଲଦାର
ବରଗଡ / ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାରେ ଗତ ମେ ମାସ ଆଠ ତାରିଖ ଦିନ ଝାରବନ୍ଧ ବ୍ଲକ ଅଡ଼ାପାଣି ଗ୍ରାମ ପାଖରେ ରବିଶଙ୍କର ପାରେ ନାମକ ଜଣେ ବ୍ୟକ୍ତି ନିଜ ଟ୍ରାକ୍ଟରରେ ବାଲି ନେଇ ଯାଉଥିବା ସମୟରେ ତିନିଜଣ ଯୁବକ ନିଜକୁ ଝାରବନ୍ଧ ତହସିଲଦାର ପରିଚିତ ଦେଇ ରବିଶଙ୍କର ବାଲି ନେବା…
ଉପଜିଲ୍ଲାପାଳ ଦେଖାଇଲେ ମାନବିକତା : ଆହତଙ୍କୁ ପଠାଇଲେ ଡାକ୍ତରଖାନା
ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଓ ପାଇକମାଲ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ଆଜି ସନ୍ଧ୍ୟାରେ ସମୟରେ ମଣ୍ଡସିଲିରୁ ପାଇକମାଲକୁ ଫେରୁଥିବା ସମୟରେ ପୁରେନା ଓ ଲାଉଡ଼ମାଲ ମଝିରେ ଏକ ସଂକୀର୍ଣ୍ଣ ପୋଲ ନିକଟରେ ଜଣେ ଯୁବକ ଦୁର୍ଘଟଣାରେ ଆହତ ହେଇ ପଡିଥିବା ଦେଖିବାକୁ…
ଲୋକ କଳା ବିକାଶ କେନ୍ଦ୍ର ତରଫରୁ ମହିଳା ହିଂସା ବିରୋଧି ସଚେତନ ରଥ
ହରଭଙ୍ଗା/ପ୍ରତାପ ମେହେର: ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ସରସରା , ଅଲିଭା ମହାସଂଘ ହରଭଙ୍ଗା ବ୍ଲକ୍ ଓ ଟିଏଚପି ଇଣ୍ଡିଆ ତରଫରୁ ମହିଳା ହିଂସା ବିରୋଧି ସଚେତନ ଯାତ୍ରା ଆରମ୍ଭ ହେଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO) ଶ୍ରୀମତୀ…
ବିଦେଶରେ ପ୍ରଦର୍ଶିତ ହେବ ମୟୂରଭଞ୍ଜ ଛଉନୃତ୍ୟ: “ପ୍ରୋଜେକ୍ଟ ଛାଉଣୀ” କଳାକାର ଦଳର ବିଦେଶ ଯାତ୍ରା
Team with Maharaj and Maharani
ବାରିପଦା:- (ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଛଉ ନୃତ୍ୟର ସଂରକ୍ଷଣ ତଥା ଏହାର ପ୍ରଚାର ପ୍ରସାର ସହ ଛଉ କଳାକାରମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ନିମନ୍ତେ ୨୦୧୬ରେ ତତ୍କାଳୀନ ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଆରମ୍ଭ…
ସମାଜରେ ଭିନ୍ନକ୍ଷମ ବ୍ୟକ୍ତି ସ୍ୱାଭିମାନର ସହ ବଂଚିବାର ଅଧିକାର ରହିଛି : ଭିନ୍ନକ୍ଷମ ଆୟୁକ୍ତ
ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଆଇନ -୨୦୧୬ ଓ ନିୟମାବଳୀ ସଂପର୍କିତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା
ବାରିପଦା (ଦିଲ୍ଲୀପ ମହାନ୍ତି )- ରାଜ୍ୟ ଭିନ୍ନକ୍ଷମ ଆୟୋକ୍ତ ଓଡିଶା ଏବଂ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ଆନୁକୁଲ୍ୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ-୨୦୧୬ ଓ ଓଡିଶା…
ଦଳିତ ଅଧିକାରୀ ମଞ୍ଚ ର ବିଡ଼ିଓ ଙ୍କୁ ଦାବି ପତ୍ର :କାର୍ଯ୍ୟନୁଷ୍ଠାନ ନ ହେଲେ ଆସନ୍ତା ସୋମବାରରୁ ଗଣ ଧାରଣା
ସିନାପାଲିରୁ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି ସହର ପଂଚାୟତ କାପସି ଗ୍ରାମରେ ଏମଜିଏନଆରଇଜିଏସ ରେ ଜମା ନ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଘଟଣାକୁ ନେଇ ଶୁକ୍ରବାର ସିନାପାଲି ଦଳିତ ମଞ୍ଚ ପକ୍ଷରୁ ବିଡ଼ିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି | ଏହି ଘଟଣାରେ…