ଲକ୍ ଡାଉନ୍ କୁ ଫୁ, ପିଲା କିଣୁଛନ୍ତି ମଦ ପାଉଚ (Pls see the Video)

http://www.youtube.com/watch?v=XoIba-igCvk ହରଭଙ୍ଗା / ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବନ୍ଧାପଥର୍ ପଞ୍ଚାୟତ ର ରାଣି ସାହି ରେ ଥିବା ଦେଶୀ ମଦ ଭାଟିରେ ଲୋକଙ୍କ ଭିଡ଼ ଜମିଛି । ଖାଲି ସେତିକି ନୁହେଁ ଛୋଟ ଛୋଟ ଛୁଆଙ୍କ ମଧ୍ୟ ଭିଡ ଦେଖିବାକୁ ମିଳୁଛି । ଗୋଟିଏ…

ସସ୍ମିତ ଦେଲେ ୪ମାସର ଦରମା ଆଉ ସାଂସଦ ହାତ ପାଣ୍ଠିରୁ ୨କୋଟି 

ଭୁବନେଶ୍ୱର (ଶାସକ ପ୍ରଶାସକ) ନିଜର ୪ମାସର ଦରମା ଆଉ ସାଂସଦ ହାତ ପାଣ୍ଠିରୁ ୨କୋଟି ତାଙ୍କ କରୋନା ମୁକାବିଲା ପାଇଁ  ପ୍ରଦାନ କରିଛନ୍ତି ବିଜେଡି ରାଜ୍ୟ ସଭା ସାଂସଦ ଡ଼ ସସ୍ମିତ ପାତ୍ର | ରାଜ୍ୟସଭା ସାଂସଦ ଡ଼ଃ ପାତ୍ର  ମାର୍ଚ୍ଚ ୨୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନିମାସର…

ପଦ୍ମପୁରରେ ବିଜେପି ତରଫରୁ ଅସହାୟଙ୍କୁ ଆବଶ୍ୟକୀୟ ଜିନିଷ ବଣ୍ଟନ 

ପଦ୍ମପୁର,(ଶାସକ ପ୍ରଶାସକ): ବର୍ତ୍ତମାନ ସାରା ବିଶ୍ୱକୁ ଆତଙ୍କିତ କରି ରଖିଥିବା  କରୋନା ଭୂତାଣୁ କୋଭନ - ୧୯ ରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ୨୧ ଦିନ ଯାଏଁ ସାରା ଭାରତରେ ଲକ ଡାଉନ୍ ଘୋଷଣା କରିବା ସହ ବିଭିନ୍ନ ପ୍ରକାର ପ୍ରୟାସ ଜାରି…

କରୋନା ପାଇଁ ଗାଁ ଗାଁରେ ସଚେତନତା : ନିଜେ ଜଗୁଛନ୍ତି ନିଜ ଗାଁକୁ 

ପଦ୍ମପୁର,(ଶାସକ ପ୍ରଶାସକ) : କରୋନା ସମ୍ବନ୍ଧରେ କେନ୍ଦ୍ର ଓ ରାଜ୍ଯ ସରକାର,ପ୍ରଶାସନ ଏବଂ ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହେବା ପରେ ଗାଁ ଗାଁରେ ସଚେତନ ଦେଖିବାକୁ ମିଳୁଛି । କରୋନା ଭୁତାଣୁ ର ସଂକ୍ରମଣ ରେ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ବ କୁ ଗୁରୁତ୍ବ ଦେବା  ପ୍ରମୁଖ ଭାବେ ପାଳନ…

ଡାକ୍ତରଖାନା କର୍ମଚାରୀଙ୍କୁ ପରିଚୟ ଦେବା ପରେ ବି  ନିର୍ଘାତିଆ ପିଟିଲା ପୋଲିସ 

http://www.youtube.com/watch?v=l3EkITqdt8E  ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କରୋନାକୁ ନେଇ ଚାରିଆଡ଼େ ଲକ ଡାଉନ ହୋଇଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ରାଇକିଆ ଠାରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ  କାର୍ଯ୍ୟରତ କର୍ମଚାରୀଙ୍କୁ  ପୁଲିସର ଲାଠି ମାଡ଼ର ଅଭିଯୋଗ  I ଏହି…

କୋଳକୁ ବାହୁଡ଼ିଲା କୁଳ ନନ୍ଦନ : ଫେରାଇ ଆଣିଲା ଗଜପତି ପୋଲିସ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ଶିଶୁ ଉଦ୍ଧାର : ୩ଗିରଫ http://www.youtube.com/watch?v=-swQxJj1D2o ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୨୧ ତାରିଖ ଦିନ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସରରୁ ୪ ଦିନର ଶିଶୁ ପୁତ୍ର ଚୋରି ହୋଇଥିଲା। ଏହି ଘଟଣା ସେହି ସମୟରେ…

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ

ସମ ଅଲଟିମେଟ ମେଡ଼ିକେଆର ରେ ବିରଳ ଅସ୍ତ୍ରୋପଚାର  ଭୁବନେଶ୍ୱର/ : ଜଟିଳ ଜୀବନ ରକ୍ଷାକାରୀ  ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲ ର ଡାକ୍ତର ସଫଳତାର ସହ 4 ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି ଥିବା ହୁଇସିଲ କାଢ଼ିବାରେ ସକ୍ଷମ ହୋଇପାରିଛନ୍ତି । ସୋନପୁର ଅଂଚଳର ମିନୁ ମିଶ୍ର ନାମକ…

ବୁଗୁଡା ବ୍ଲକର ୧୧ ପଞ୍ଚାୟତ ଓ ବୁଗୁଡା ଏନଏସି  ପକ୍ଷରୁ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ୨୧ ଟି ପଞ୍ଚାୟତ ମଧ୍ୟରୁ ୧୧ ଟି ପଞ୍ଚାୟତରେ ସୋମବାର ଦିନ ରନ୍ଧା ଖାଦ୍ୟ ଯୋଗାଣ ହୋଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଥବା ବେଳେ ବୁଗୁଡା ଏନଏସିରେ ଆଜି ମାତ୍ର ୧୫ ଜଣ ରନ୍ଧା ଖାଦ୍ୟ ଖାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ…

ବୁଗୁଡା ବ୍ଲକର ୧୧ ପଞ୍ଚାୟତ ଓ ବୁଗୁଡା ଏନଏସି  ପକ୍ଷରୁ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ୨୧ ଟି ପଞ୍ଚାୟତ ମଧ୍ୟରୁ ୧୧ ଟି ପଞ୍ଚାୟତରେ ସୋମବାର ଦିନ ରନ୍ଧା ଖାଦ୍ୟ ଯୋଗାଣ ହୋଇଥିବା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଥବା ବେଳେ ବୁଗୁଡା ଏନଏସିରେ ଆଜି ମାତ୍ର ୧୫ ଜଣ ରନ୍ଧା ଖାଦ୍ୟ ଖାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ…

କେରଳର ଭୋକିଲା ଓଡ଼ିଆ ଶ୍ରମିକଙ୍କୁ ସହାୟତା ହାତ ବଢ଼ାଇଲା ବୁଗୁଡା ବ୍ଲକ ପ୍ରଶାସନ

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା: କେରଳରେ ଫସି ରହି ଅର୍ଦ୍ଧ ଆହାରରେ ଥିବା ବୁଗୁଡା ଓ ପୋଲସରା ବ୍ଲକର ଶ୍ରମିକମାନଙ୍କୁ ବୁଗୁଡା ବ୍ଲକ ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କରିଥିବା ଯୋଗୁଁ ଦାଦନ ଶ୍ରମିକମାନଙ୍କ ପକ୍ଷରୁ ଅରୁଣ ସାହୁ କୃତଜ୍ଞତା ଜଣାଇଛନ୍ତି। ଲକ୍ ଡାଉନ ଯୋଗୁଁ  କେରଳର…