Sign in
Sign in
Recover your password.
A password will be e-mailed to you.
ଅସହାୟ ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବିଧାୟିକା ଲତିକା
କବିସୂର୍ଯ୍ୟନଗର(ଶାସକ ପ୍ରଶାସକ) : କରୋନା ଭାଇରସ ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା ପରେ ବିଭିନ୍ନ ରାଜ୍ୟରେ ଓଡ଼ିଆ ମାନେ ରହିଛନ୍ତି | ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉଦ୍ୟମ ଜାରି ରହିଥିବା ବେଳେ ଓଡିଶା ମୋ ପରିବାର ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଓଡ଼ିଆଙ୍କୁ ଅଣାଯିବା ପ୍ରକ୍ରିୟା…
କରୋନା ପ୍ରଭାବ: ଛତିଶଗଡ଼ ସୀମା ସିଲ।
ଧର୍ମଗଡ଼ /ଶୁସାନ୍ତ ରାଉତ : ସାରା ଭାରତରେ କରୋନା ରୋଗ ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ 21ଦିନିଆ ଲକ୍ ଡାଉନ୍ ଘୋଷଣାକୁ କଳାହାଣ୍ଡିର ବ୍ୟବସାୟୀ ବିଭିନ୍ନ ସଂଘଟନ ପକ୍ଷରୁ ସ୍ଵାଗତ…
ମଣିଷପଣିଆର ହାତ ବଢ଼ାଇଲେ ଅରୁନ୍ଧତୀ ଜୁଏଲର୍ସ ସ୍ୱତ୍ତ୍ୱାଧିକାରୀ ବ୍ରହ୍ମାନନ୍ଦ ଓ ଅଚ୍ୟୁତ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଲେ ୫ଲକ୍ଷ , ନିଜ ୬୦୦ କର୍ମଚାରୀଙ୍କୁ ବେତନ ଦେବାସହ ଘରକୁ ଯିବାର କରାଇଲେ ବ୍ୟବସ୍ଥା
ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ମଣିଷ ପଣିଆ ଦେଖାଇଛନ୍ତି ଦୁଇ ଭାଇ ବ୍ରହ୍ମାନନ୍ଦ ଓ ଅଚ୍ୟୁତ | ନିଜ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟିକ…
ମାତିଛନ୍ତି ଚୋର : ଏକ ରାତ୍ରିରେ ଦୁଇଟି ସ୍କୁଲରୁ ଚୋରି
ପ୍ରାଥମିକ ସ୍କୁଲରୁ ୨ଟି ଗ୍ୟାସ ସିଲିଣ୍ଡର ଓ ଚୁଲ୍ଲା ଚୋରି
ହାଇସ୍କୁଲରୁ ଚୋରେଇନେଲେ ଗ୍ୟାସ ସିଲିଣ୍ଡର, ୱାଟର କୁଲର ଓ ଆକ୍ବାଗାର୍ଡ ଚୋରି
ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶନିବାର…
ନିଷ୍ପାପ ଜୀବଜନ୍ତୁଙ୍କ ପ୍ରତି ସଂବେଦନା ଦେଖାଇଲେ ଦରଦୀ ଅଚ୍ୟୁତ
କିଟ୍ ଓ କିସ୍ ପକ୍ଷରୁ ବୁଲା ପଶୁ ଓ ବସ୍ତିରେ ଖାଦ୍ୟ ବଣ୍ଟନ
୨୦ ଦିନ ପର୍ଯ୍ୟନ୍ତ ସହରରେ ଜୀବଜନ୍ତଙ୍କ ପାଇଁ କରାଯିବ ଖାଦ୍ୟ ବଣ୍ଟନ ବ୍ୟବସ୍ଥା
ଭୁବନେଶ୍ୱର( ଶାସକ ପ୍ରଶାସକ) : ଭୁବନେଶ୍ୱର( ଶାସକ ପ୍ରଶାସକ) : କରୋନା ଯୋଗୁଁ ବିଭିନ୍ନ ହୋଟେଲ୍, ଜଳଖିଆ ଦୋକାନ ଓ ପର୍ଯ୍ୟଟନ ସ୍ଥଳ ଆଦି…
ପାଙ୍ଗିଡିରେ ୪ ପରିବାରର ୬ ବଖରା ଘର ପୋଡି
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ତହସିଲର ପାଙ୍ଗିଡ଼ି ଗ୍ରାମରେ ୪ ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ। ରବିବାର ଅପରାହ୍ନରେ ପାଙ୍ଗିଡି ଗ୍ରାମରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିପ୍ର ଡାକୁଆ, ଗଙ୍ଗା…
କୋଭିଦ-୧୯ ମୁକାବିଲା ପାଇଁ ଅଢେଇକୋଟି ଟଙ୍କା ପ୍ରଦାନ କଲେ କନ୍ଧମାଳ ସାଂସଦ
ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଦ-୧୯ ମୁକାବିଲା ପାଇଁ ସମଗ୍ର ଦେଶ ଅଣ୍ଟା ଭିଡିଥିବା ବେଳେ ନିଜ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ତିନିମାସର ଦରମା ପ୍ରଦାନ କରିଥିବା ବେଳେ ନିଜ ସାଂସଦ ହାତପାଣ୍ଠିରୁ…
ବୁଗୁଡା ବିଡ଼ିଓ କଥାହୋଇ ଶ୍ରମିକଙ୍କୁ ଦେଲେ ଆଶ୍ୱାସନା
ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକ ଓ ପୋଲସରା ବ୍ଲକର ୨୨ ଜଣ ଦାଦନ ଶ୍ରମିକ କେରଳରେ ଫସି ରହିଥିବା ବେଳେ ସେଠାରେ ସେମାନଙ୍କୁ ଓଳିଏ ଖାଇବାକୁ ମିଳୁଥିବା ଜଣାପଡିଛି। କେରଳରେ ଫସି ରହିଥିବା ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମର ଅରୁଣ ସାହୁଙ୍କ ସହ ବୁଗୁଡା…
କିଟ୍ ଓ କିସ୍ ପକ୍ଷରୁ ପୋଲିସ୍ କର୍ମଚାରୀଙ୍କୁ ଖାଦ୍ୟ ବଣ୍ଟନ
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ସଚେତନତା ତଥା ଆଇନ ଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ ରାସ୍ତାରେ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କ ପ୍ରତି ସହୃଦୟତାର ହାତ ବଢ଼ାଇଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ | ତାଙ୍କ ଉଦ୍ୟମ କ୍ରମେ ରବିବାର ଦିନ ସହରର ବିଭିନ୍ନ…
ଅମାନିଆ ଜନସାଧାରଣଙ୍କୁ ନେଇ ଚିନ୍ତାରେ ପ୍ରଶାସନ
ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ର ସଫଳ ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ଘୋଷଣା କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ମାର୍ଗଦର୍ଶୀକା ଜାରି କରାଯାଇ ଆସୁଥିବା ବେଳେ ବାରିପଦା ପୌରପରିଷଦରେ କେତେକ ଜନସାଧାରଣ ସଚେତନତାର ଅଭାବ ହେଉ ଅଥବା ଅନ୍ୟ…