୪ରୁ ଶିଶିର ସରସ ଜାତୀୟ ମେଳା

ମିନି ଇଣ୍ଡିଆ ବଜାର ସୃଷ୍ଟି କରିବ ଶିଶିର ସରସ,ସାମିଲ ହେବେ ୨୫ ରାଜ୍ୟ  ସାମିଲ ହେବେ ରାଜ୍ୟ ତଥା ରାଜ୍ୟ ବାହାରର ୩୦୦ଟି ଷ୍ଟଲ  ୧୧ ଦିନ ଧରି ପ୍ରଦର୍ଶନୀ ପଡିଆରେ ଚାଲିବ ଏହି ମେଳା ମେଳା ପରିସର ରହିବ  ପ୍ଲାଷ୍ଟିକ-ପଲିଥିନ ମୁକ୍ତ ଭୁବନେଶ୍ୱର(ଶାସକ ପ୍ରଶାସକ):…

ପାଗ ଖରାପ : ଉପରାଷ୍ଟ୍ରପତିଙ୍କ ପହଂଚିବା ବିଳମ୍ବ, ଲୋକାର୍ପଣ କାର୍ଯ୍ୟକ୍ରମକୁ ଆସିପାରିଲେନି

ଵଟଲିଂ ପ୍ଲାଣ୍ଟ ଲୋକାର୍ପଣ : ଦୁରଭାଷ ଯନ୍ତ୍ରରେ ଉପରାଷ୍ଟ୍ରପତି ରଖିଲେ ବାର୍ତ୍ତା ବଲାଙ୍ଗୀର : (ନିରୋଜ କୁମାର ମିଶ୍ର ଓ ସନ୍ତୋଷ କୁମାର ଠାକୁର ) ଆଜି ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁ ବଲାଙ୍ଗୀରଠାରେ ବିପିସିଏଲ ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦେଶ୍ୟ ରେ ସମର୍ପଣ…

ଗଜପତି ଏସପି ସାରା : କାହାପାଇଁ ଇର୍ଷାର କାରଣ ତ ଆଉ କାହା ପାଇଁ ପ୍ରେରଣାର ଧାରା 

କିନ୍ନରଙ୍କୁ ଥଇଥାନ କରି ପୁଣି ଚର୍ଚ୍ଚାରେ ସାରା  ଗତ କିଛି ଦିନର  ନିଜ କାର୍ଯ୍ୟ କଳାପ ଭିତରେ ଏସପି ସାରା ଶର୍ମା ପ୍ରମାଣିତ କରିଦେଇଛନ୍ତି ପୋଲିସ ଲୋକଙ୍କ ବି ବନ୍ଧୁ ହୋଇପାରେ |  ପୋଲିସ କେବଳ ନାଲି ଆଖି ଆଉ ରୋଲ ବାଡ଼ିର ଭୟ ଦେଖାଇବା ପାଇଁ ନୁହେଁ, ଇଛାଶକ୍ତି  ଥିଲେ ସମାଜ ସୁଧାର କାମରେ…

କିଛି ସମୟ ପରେ ଲୋକାର୍ପିତ ହେବ ଵଟଲିଂ ପ୍ଲାଣ୍ଟ

ବଲାଙ୍ଗୀର : ( ନିରୋଜ କୁମାର ମିଶ୍ର ଓ ସନ୍ତୋଷ କୁମାର ଠାକୁର  ) ଆଜି ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁ ବଲାଙ୍ଗୀରଠାରେ ବିପିସିଏଲ ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦେଶ୍ୟ ରେ ସମର୍ପଣ କରିବାକୁ ଯାଉଛନ୍ତି ।  କୁହୁଡିଆ ପଗରେ ମଧ୍ୟ ପ୍ରବଲା ଜନସମାଗମ ଦେଖିବାକୁ…

୨୬ତମ ରଘୁନାଥ କ୍ରିକେଟ ଟ୍ରଫି ୫ମ ଦିନ : ପ୍ରଥମ ସେମିଫାଇନାଲରେ ନୟାଗଡ଼ ୱାରିର୍ୟାର୍ସ ବିଜୟୀ

ଦ୍ଵିତୀୟ ସେମିରେ ଗୋଡିପଲ୍ଲିକୁ ଭେଟିବ ଆଙ୍ଗିସିଙ୍ଗି  ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)/: ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ୍ ଠାରେ ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ ମ୍ୟାଚ୍ର ୫ମ ଦିନ ପ୍ରଥମ ସେମିଫାଇନାଲ ମ୍ୟାଚରେ ରଘୁନାଥ ଆଥଲେଟିକ୍…

ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବୁଲିକୁ ନରସିଂହଙ୍କୁ ମିଳିନି ନିମନ୍ତ୍ରଣ : ହେଲେ କାର୍ଡରେ ଛପିଛି ନାଁ

ବଲାଙ୍ଗୀର( ନିରୋଜ ମିଶ୍ର):  ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବକୁ ସ୍ଥାନୀୟ ବିଧାୟକଙ୍କୁ ଡକାଯାଇନି ବୋଲି ଅଭିଯୋଗ କରିଛନ୍ତି  ନିଜେ ବିଧାୟକ ଶ୍ରୀ ନରସିଂହ ମିଶ୍ର । ଆଜି ଏକ ସାମ୍ବାଦିକ ସମ୍ମିଳନିରେ ଏହି ଅଭିଯୋଗ ଆଣିଛନ୍ତି । ସୂଚନାଯୋଗ୍ୟ ଯେ,  ଏହାକୁ ଉପ…

ମାଁ ବନଦୁର୍ଗା କ୍ରିକେଟ କ୍ଳବ ଟୁସର ପକ୍ଷରୁ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ

(ଆଠମଲ୍ଲିକ /ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ଖେଳ ପଡିଆଠାରେ ମାଁ ବନଦୁର୍ଗା କ୍ରିକେଟକ୍ଳବ ପକ୍ଷରୁ  କ୍ରିକେଟ ଟୁର୍ନାମେଣ୍ଟ ତା. 25/12/2019ରିଖ ଦିନ ଉଦଘାଟନ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟୁସର ସରପଞ୍ଚ ସତ୍ୟପ୍ରିୟା କର୍ମୀ ଏହି…

ହାଇୱା ଓ ବୁଲେଟ ମୁହାଁମୁହିଁ ଧକ୍କା; ଦୁଇ ଗୁରୁତର

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଆମଳିପାଣି ନିକଟରେ ଆଜି ସକାଳେ  ହାଇୱା ଓ ବୁଲେଟ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ…

ରାଜ୍ୟରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପକ ଜନଜାଗରଣ କରାଯିବ :ବିଜେପି 

ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ଭୁବନେଶ୍ୱର(ଶାସକ ପ୍ରଶାସକ) : କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ…

ପଦ୍ମପୁର ବାଳିକା ହାଇସ୍କୁଲର ବାର୍ଷିକୋତ୍ସବ

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବରେ ଯୁଗ୍ମ ନିର୍ଦ୍ଦେଶକ ତଥା ଜିଲ୍ଲା ଶିକ୍ଷାଧିକାରୀ ପ୍ରକାଶ କୁମାର ଯୋଶୀ ଯୋଗ ଦେଇ "ପରିଶ୍ରମ ହିଁ…