ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ, ବିଧାୟକ, ଲୋକପ୍ରତିନିଧି ପାଇବେ ଦରମାର 30%: ସର୍ବ ଭାରତୀୟ ସେବା ଅଧିକାରୀ ପାଇବେ 50 %

ଭୁବନେଶ୍ୱର  : କରୋନା ଜନିତ ସମ୍ଭାବ୍ୟ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡିଶା ସରକାର କଠୋର ଆର୍ଥିକ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କ ପକ୍ଷରୁ କରାଯାଇଥିବା ଖର୍ଚ୍ଚ କାଟ ନିଷ୍ପତ୍ତି( ଅଷ୍ଟେରିଟି ମେଜର) ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଓ…

ପଦ୍ମପୁର ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଅସହାୟ ମାନଙ୍କୁ ଆବଶ୍ୟକ ସାମଗ୍ରୀ ବଣ୍ଟନ

ପଦ୍ମପୁର/ଶାସକ ପ୍ରଶାସକ : ସାରା ବିଶ୍ୱ କୁ  କରୋନା ଭଟାରୁ ଦ୍ୱାରା ଅଣାୟତ୍ତ ହୋଇଥିବା ବେଳେ  କରୋନା ଭୁତାଣୁ  କୋବିଦ-୧୯ ସହ ଲଢ଼ିବା ପାଇଁ ଏବଂ ଦେଶ ବାସି ଙ୍କ ରକ୍ଷା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୧ ଦିନର ତାଲା ବାନ୍ଦ ଡାକରା ଦେଇଥିବା ବେଳେ ଦେଶ ହିତ ରେ କରା ଯାଇଛି । ଏହି ଲକ ଡାଉନ…

“ନିଜାମୁଦ୍ଦିନ ଘଟଣା ତୁଷ୍ଟିକରଣ ରାଜନୀତିର ପ୍ରତିଫଳନ”

ସୁନ୍ଦରଗଡ଼:- ଦିଲ୍ଲୀର ନିଜାମୁଦ୍ଦିନ ଠାରେ ମରକଜ ତବଲିଗି ଜମାତର ଧାର୍ମିକ  ସମ୍ମିଳନୀ ଯୋଗୁଁ କରୋନା ବ୍ୟାପିବା ଘଟଣା ସାରାଦେଶରେ ଚହଳ ପକାଇଥିବା ବେଳେ ଏହାକୁ ତୁଷ୍ଟିକରଣ ରାଜନୀତିର ପ୍ରତିଫଳନ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା…

ଜୁନାଗଡ଼ ପୋଲିସ ଖାପଚରେ ଦୁଇ ଚୋରା ମଦ ବ୍ୟବସାୟୀ

ଜୁନାଗଡ/ ଆଦିତ୍ୟ ମହାନ୍ତି : ସାରା ଭlରତ କରୋନା ପାଇଁ ଲକ୍ ଡାଉନ ଥିବା ଯୋଗୁ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରିକୁ ରାଜ୍ୟ ସରକାର ଅନୁମତି ଦେଉଛନ୍ତି । ହେଲେ ଏହାର ସୁଯୋଗ ନେଇ କିଛି ଖଲ ପ୍ରବୃତ୍ତିର ଲୋକ ଏହାକୁ ମlନୁ ନ ଥିବା ଦେଖି ବାକୁ ମିଲୁଛି…

ଘରକୁ ଘର ବୁଲି ବଣ୍ଟାଗଲା 4 ମାସର ଭତ୍ତା

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍,(ରମାକାନ୍ତ ବିଶ୍ବାଳ ): ମୁଖ୍ୟମନ୍ତ୍ରୀଙ୍କ ନିର୍ଧାରିତ ନିର୍ଦେଶ କ୍ରମେ ଆଜି ଜମନକିରା ବ୍ଲକ କସଡା ଗ୍ରାମ ପଂଚାୟତର କୁଆଗୋଲା ଗ୍ରାମରେ ଘରକୁ ଘର  ବୁଲି ସରପଞ୍ଚ ରମେଶ କୁମୁରାଙ୍କ ଉପସ୍ଥିତ ରେ ଉପଭୋକ୍ତା ମାନଙ୍କୁ 4 ମାସ  ପାଇଁ 2000/- ଟଙ୍କା ଭତା…

ଜିଲ୍ଲାପାଳଙ୍କ ଅଫିସକୁ ବାହାର ଲୋକଙ୍କ ପ୍ରବେଶ ମନା

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍( ରମାକାନ୍ତ ବିଶ୍ବାଳ ): କରୋନା ଭୁତାଣୁ ମୁକାବିଲା ପାଇଁ ସମ୍ବଲପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ଭିତରକୁ ବାହ୍ୟ ବ୍ୟକ୍ତି ବିଶେଷଙ୍କ ଯାତାୟତ କରିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ମଙ୍ଗଳବାର ବିଭିନ୍ନ ଅଞ୍ଚଳରୁ ଆସିଥିବା କେତେ ଜଣ…

କରୋନାର  ଭୟାବହତା ଆଖି ଆଗରେ ରଖି ରେଙ୍ଗାଲି ସହରରେ ସାନିଟାଇଜେସନ 

http://www.youtube.com/watch?v=u_Nu3qLtVYg ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ  ଚିଫ୍  ରମାକାନ୍ତ ବିଶ୍ବାଳ: -କରୋନାର ଭୟାବହତାକୁ ଆଖି ଆଗରେ ରଖି ଆଜି ସ୍ଥାନୀୟ ତହସିଲଦାର ସୁନୀଲ କୁମାର ମେହେରଙ୍କ ତତ୍ବାବଧାନରେ ରେଙ୍ଗାଲି ନୂଆଁ ଆରଆଇ ଅଫିସ ଠାରୁ 10 ନମ୍ବର  ରାଜ ପଥ ଉଭୟ ପାର୍ଶ୍ବ ରେ…

ଗାଁ କୁ ପ୍ରବେଶ କରିବା ପାଇଁ ଲାଗିଲା କଟକଣା

ସିନାପାଲି(ନିରାକାର ମେହେର) -କାରୋନା ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ କଠୋର ପଦକ୍ଷେପ ରେ ସମଗ୍ର ଭାରତ କୁ ଲକ୍ ଡାଉନ ଘୋଷଣା କରାଯାଇଛି | ଏନେଇ ରାଜ୍ୟ ସରକାର ପକ୍ଷ ରୁ ମଧ୍ୟ କଡାକଡୀ ପଦକ୍ଷେପ ନିଆଯାଇଛି | ଏହି କ୍ରମ ରେ ସିନାପାଲି ପୋଲିସ ପ୍ରଶାସନ ଦ୍ୱାରା ବିଭିନ୍ନ ସ୍ଥାନ ମୁଖ୍ୟ…

ରାଜ୍ୟ ବାହାରେ ଫସିଛନ୍ତି ଦାଦନ ଶ୍ରମିକ 

ସିନପାଲ୍ଲୀ/ନିରାକାର ମେହେର  -ନୂଆପଡା ଜିଲ୍ଲା ସିନାପାଲି ଅଂଚଳ ର ଅନେକ ଶ୍ରମିକ ଚେନ୍ନାଇ ରେ ଫସିଛନ୍ତି | ଲକ୍ ଡାଉନ ଘୋଷଣା ପରେ ସେଠାରେ ଥିବା ବିଭିନ୍ନ କମ୍ପାନୀ କାମ ବନ୍ଦ କରିଦେଇଥିବା ରୁ ସେମାନଙ୍କୁ ଖାଇବାପିଇବା ପାଇଁ ବହୁତ ଅସୁବିଧା ର ସମ୍ବୁଖିନ ହେବାକୁ ପଡୁଛି | ଟ୍ରେନ, ବସ ଚଲାଚଳ…

ଗାଁ ଗାଁ ରେ ଲକ୍ ଡାଉନ୍ ପ୍ରଭାବ 

ହରଭଙ୍ଗା / ପ୍ରତାପ ମେହେର :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବିଭିନ୍ନ ଗ୍ରାମରେ ଲକ ଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି । ନିଜ ଗାଁ କୁ କୋରନା ଭାଇରସ Covid 19 ରୁ ରକ୍ଷା କରିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି ଯୁବଗୋଷ୍ଠୀ ଓ ଗ୍ରାମବାସୀ ମାନେ । ଅନାବଶ୍ୟକ ରେ ଗ୍ରାମ କୁ ଅନ୍ୟ ଗ୍ରାମର…