ସମ୍ବଲପୁରରେ ଆଜି ପୁଣି ୨ ଜଣ କରୋନା ପୋଜିଟିଭ

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁରରେ ଆଜି ପୁଣି ୨ ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଏବେ ସମ୍ବଲପୁର ଜ଼ିଲ୍ଲାରେ ସମୁଦାୟ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି l ତେବେ ସମ୍ବଲପୁର ଜ଼ିଲ୍ଲାରେ ଆଜି ୨  ଜଣ  କରୋନା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି l 

 

Pls Refer 

http://www.shasakprashasak.com/index.php/state/13358-2020-05-21-05-03-10

Leave A Reply

Your email address will not be published.