Sign in
Sign in
Recover your password.
A password will be e-mailed to you.
ପପୁଲାର ଗ୍ୟାସ ପକ୍ଷରୁ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଦଶ ହଜାର ଟଙ୍କା ସହାୟତା
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: କରୋନାର ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତାର ସୁଅ ଛୁଟିଥିବା ବେଳେ ପୋଲସରାର ପପୁଲାର ଭାରତ ଗ୍ୟାସ ମଧ୍ୟ୍ୟ ଏଥିରୁ ବାଦ ପଡିନାହିଁ। ପପୁଲାର ଭାରତ ଗ୍ୟାସ…
ବାହାର ଜିଲ୍ଲାରୁ ପୋଲସରା ବ୍ଲକକୁ ଫେରିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରଶାସନର ତତ୍ପରତା
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାର ଯେଉଁ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ବାହାରେ ଅନ୍ୟ ଜିଲ୍ଲା, ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶରେ ଅସୁବିଧାରେ ରହୁଛନ୍ତି, ସେମାନେ ନିଜ ଜିଲ୍ଳା ଗଞ୍ଜାମକୁ ଫେରି ଆସିବାକୁ ଚାହୁଁଛନ୍ତି, ଏବଂ ସେମାନଙ୍କ ମଧ୍ୟରୁ ଯେଉଁ ମାନେ ପୋଲସରା ବ୍ଲକକୁ…
ପାଇଖାନାରେ ହାରପିକ ପିଇବା ଦ୍ୱାରା ଜଣେ ଯୁବକ ଗୁରୁତର
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ଥାନା ଅନ୍ତର୍ଗତ କାନସୁକା ଗ୍ରାମର ଜଣେ ଯୁବକ ସକାଳେ ପାଇଖାନା ଯାଇ ସେଠାରେ ଥିବା ହାରପିକ ପିଇବା ଦ୍ଵାରା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛିଯେ କାନସୁକା ଗ୍ରାମର ସନ୍ତୋଷ କୁମାର ସାହୁ…
ବୁଗୁଡା ବ୍ଲକକୁ ଜିଲ୍ଲା ବାହାରୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ୬ ଗୋଟି ସଙ୍ଗରୋଧ କେନ୍ଦ୍ର
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକକୁ ଜିଲ୍ଲା ବାହାରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ ୬ ଟି ସ୍କୁଲରେ ଛଅ ଗୋଟି ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବୁଗୁଡା ବିଡ଼ିଓ ତଥା ନୋଡାଲ ଅଫିସର ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ୬ ଗୋଟି ସଙ୍ଗରୋଧ କେନ୍ଦ୍ର ସ୍ଥାପନ ହୋଇଥିବା…
ଗଛରୁ ନଡ଼ିଆ ପଡି କଲେଜ ଛାତ୍ରୀ ଗୁରୁତର
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ରାମେଣ୍ଡା ଗ୍ରାମର ଜଣେ ୨୦ ବର୍ଷ ବୟସ୍କା କଲେଜ ଛାତ୍ରୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣା ପ୍ରକାରେ ପିପୁଲସ କଲେଜର +୩ ଛାତ୍ରୀ ତଥା ରାମେଣ୍ଡା ଗ୍ରାମର ପ୍ରମୋଦିନି ନାହାକ ନିଜ ଘରର…
ଗୁରୁତର ଅସୁସ୍ଥଙ୍କୁ ସୁସ୍ଥ କଲା ସମ ଅଲଟିମେଟ ମେଡିକେଆର
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀ ସମୟରେ ଗୁରୁତର ଅବସ୍ଥାରେ ଥାଇ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରେ ବିଫଳ ହୋଇଥିବା ଜଣେ 66 ବର୍ଷୀୟ ବ୍ୟକ୍ତି ସମ ଅଲ୍ଲଟିମେଟ ମେଡିକେଆର ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇପାରିଛନ୍ତି ।
ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡିତ…
ବାରିପଦାରେ କୁଆପଥର ବର୍ଷା ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ: ପରିବା ଚାଷ କ୍ଷତିଗ୍ରସ୍ତ ଓ ଜନଜୀବନ ପ୍ରଭାବିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ଅପରାହ୍ନ ୩ଟା ୧୦ ସମୟରେ ହଠାତ୍ ଆକାଶରେ ମେଘ ଘୋଟି ଆସିବାର ପରବର୍ତ୍ତି ସମୟରେ ବାରିପଦା ପୌରପରିଷଦ ସହିତ ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର କୁଆପଥର ମାଡ଼ ଆରମ୍ଭ ହୋଇଥିଲା । ପ୍ରାୟ ୫ ମିନିଧରି ଜାରି ରହିବା ପରେ ସାମାନ୍ୟ ବର୍ଷା ହୋଇ ଛାଡ଼ି ଯାଇଥିଲା । ଏହାର…
ଉଜ୍ୱଳା ଟଙ୍କା ଉଠାଣ ପାଇଁ ହିତାଧିକାରୀ ଭାଙ୍ଗିଲେ ସାମାଜିକ ଦୁରତା
ଓଡ଼ଗାଁ(ଶାସକ ପ୍ରଶାସକ) : ମହାମାରୀ କରୋନା ପାଇଁ ତାଲାବନ୍ଦ ଚାଲିଥିବା ବେଳେ ଏପ୍ରିଲ ୧୫ ତାରିଖରୁ ମେ ୩ ତାରିଖ ପାର୍ଯ୍ୟନ୍ତ ଏହାର ଅବଧିକୁ ବଢାଇ ଦିଆଯାଇଛି । ଏହି ସମୟରେ ଶ୍ରମିକ ଏବଂ ସାଧାରଣ ଗରିବ ପରିବାରକୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ସହିତ ଅନେକ ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇ…
ବଲାଙ୍ଗୀର, ଫୁଲବାଣୀ ଓ ମୟୂରଭଞ୍ଜରେ କିମସ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ
ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସମଗ୍ର ରାଜ୍ୟରେ ଗୋଟିଏ ପରେ ଗୋଟିଏ କେଭିଡ୍-୧୯ ହସ୍ପିଟାଲ୍ ଖୋଲି ଚାଲିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରୋତ୍ସାହନ ତଥା ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍ସ ଦାୟିତ୍ୱରେ ଦିଆଯାଇଥିବାକନ୍ଧମାଳ ଓ…
ଉପଜିଲ୍ଲାପାଳ ଙ୍କର ମାରାଥନ ଗସ୍ତ :ଶୁଖିଲା ଖାଦ୍ୟ ଓ ମାସ୍କ ବାଣ୍ଟିଲେ
ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ସକାଳେ ଜଗଡଲପୁର ଥାନାକୁ ପହଂଛି ସେଠାରେ ତାଙ୍କୁ ଅପେକ୍ଷା କରିଥିବା ଛତିଶଗଡ଼ ଅଞ୍ଚଳ ର କିଛି ଜଡିବୁଟି ବିକ୍ରେତା ଙ୍କୁ , ବୈସ୍ନୋଦେବୀ ରାଇସ ମିଲ ପାଇକମାଲ ତରଫରୁ ପ୍ରଦାନ କରାଯାଇଥିବା ପନ୍ଦର ଦିନର ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ ।…