ମୟୂରଭଞ୍ଜରେ ଲୋକାର୍ପିତ ହେଲା କିମସ ପରିଚାଳିତ  ୨ଶହ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ।

 ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଲୋକାର୍ପିତ ବାରିପଦା(ଦିଲ୍ଲୀପ ମହାନ୍ତି)-  ଏପ୍ରିଲ ୧୫ ମୟୂରଭଞ୍ଜ ଜିଲ୍ଲାର ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସ ପରିସରରେ ଲୋକାର୍ପିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯…

ସମାଜ ସେବୀ ନିଜେ ସିଲେଇକରି ବାଣ୍ଟିଲେ ମାସ୍କ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମପଞ୍ଚାୟତର ସମାଜ ସେବୀ ତଥା ବିଜେପି ପଞ୍ଚାୟତ ପ୍ରମୂଖ  ଭଗବାନ ପଟେଲ ନିଜେ ସିଲେଇକରି ବାଣ୍ଟିଲେ ମାସ୍କ।  ଜରୁରୀ କାଳୀନ ପରିସ୍ଥିତିରେ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ବାହାରୁ ଥିବା ଲୋକଙ୍କ ମୁହଁରେ…

ହଜି ଯାଉଛି ମଣିଷ ପଣିଆ , ତଥାପି ବଂଚିଛି କିଛି ଲୋକଙ୍କ ଭିତରେ  !!!!

ବେସାହାରାଙ୍କ ସାହା ହେଲେ ଡାକ୍ତର ଶଙ୍କର ରାମଚନ୍ଦନୀ   ନିଜ ବ୍ୟବସ୍ଥାରେ ଅଜଣା ମହିଳାଙ୍କ ଅନ୍ତେଷ୍ଠି କ୍ରିୟା କଲେ ଯୁବ ଡାକ୍ତର ରାମଚନ୍ଦନୀ କରୋନାର ଭୟ ଗାଁ କୁ ପସେଇ ଦେଲେନି ମୃତ ମହିଳାଙ୍କ ଶବ  ।  ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ /ରମାକାନ୍ତ ବିଶ୍ବାଳ :…

ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ ଓ ଗଙ୍ଗାଧର ସାହୁ ଫାଉଣ୍ଡେସନ୍ ତରଫରୁ ଚିନ୍ତାମଣିଶ୍ୱର ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ୱର(ଶାସକ ପ୍ରଶାସକ) : ନନ୍ଦିଘୋଷ ଓଡ଼ିଆ ଚ୍ୟାନେଲ ଓ ଗଙ୍ଗାଧର ସାହୁ ଫାଉଣ୍ଡେସନ୍ ତରଫରୁ ଆଜି ଅପରାହ୍ନ ୪ଟା ସମୟରେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ବସ୍ତିରେ ଚାଉଳ, ଡ଼ାଲି, ଅଟା ଓ ଚୂଡ଼ା ପ୍ରଭୃତି ଖାଦ୍ୟ ସାମଗ୍ରୀ ଗରିବ ଶ୍ରେଣୀର ପାଖାପାଖି ୧୫୦ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ…

ନିରାଡ଼ମ୍ବର ଭାବେ ପାଳିତ ହେବ ପ୍ରବାଦ ପୁରୁଷଙ୍କ ୨୩ ତମ ଶ୍ରାଦ୍ଧ  ଉତ୍ସବ

ଭୁବନେଶ୍ୱର/ଶାସକ ପ୍ରଶାସକ :  ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ…

୫୦୦ରୁ ଅଧିକ ଗରିବଗୁରୁବାଙ୍କୁ ରାସନ ବାଣ୍ଟିଲେ ଦୁଇ ଭାଇ ପ୍ରତାପ ଓ ପ୍ରଭାତ 

ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ସଂକ୍ରମଣ ଆଶଙ୍କାରେ ସାରା ଦେଶ ଲକଡାଉନ । ତାଲାବନ୍ଦ ଯୋଗୁ ଥିଲାବାଲା ଲୋକଙ୍କ ସମସ୍ୟା ନାହିଁ । ହେଲେ ଗରିବଗୁରୁବା ଓ ବସ୍ତିରେ ରହୁଥିବା ଲୋକଙ୍କ ଅବସ୍ଥା ଅସମ୍ଭାଳ । ସରକାର ଅବଶ୍ୟ ସେମାନଙ୍କୁ ଆଗୁଆ ଚାଉଳ ଓ ହାଜରେ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି। …

ପ୍ରଥମ ଥର ପାଇଁ ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଁଚାଇବା ପାଇଁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

• ଗତମାସରେ ଋଷରୁ ପାରାଦୀପ ବନ୍ଦରରେ ପହଁଚିଥିଲା ଅଶୋଧିତ ତୈଳ • ପାରାଦୀପ ବନ୍ଦରକୁ ଅଶୋଧିତ ତୈଳ ଯୋଗାଣ ପାଇଁ ପୂର୍ବରୁ ରୋଜନେଫ୍ଟ ଏବଂ ଆଇଓସିଏଲ ମଧ୍ୟରେ ହୋଇଥିଲା ଚୁକ୍ତି • ଭାରତୀୟ ତୈଳ ଏବଂ ଗ୍ୟାସ ଉଦ୍ୟୋଗ ଓ ରୋଜନେଫ୍ଟ ମଧ୍ୟରେ ସହଯୋଗ ବୃଦ୍ଧି କରିବା ନେଇ ଆଲୋଚନା • ଋଷରେ ତୈଳ ଓ…

ଲକ୍ ଡ଼ାଉନର ପ୍ରଭାବ : ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ା ଠପ୍ ,ବହି ଦୋକାନ ଖୋଲିବାକୁ ଦାବି

ବାରିପଦା(ଦିଲ୍ଲୀପ ମହାନ୍ତି)- କୋଭିଡ଼-୧୯ର ମୁକାବିଲା ନିମନ୍ତେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ଘୋଷଣା ହେବା ପରେ ପରେ ମୟୂରଭଞ୍ଜ ଜିଲ୍ଲାର ଇଂଲିଶ ଓ ଓଡ଼ିଆ ମିଡ଼ିୟମର ସମସ୍ତ ୨୦୦୦ରୁ ଅଧିକ ସରକାରୀ  ଓ ବେସରକାରୀ ବିଦ୍ୟାଳୟ, ୨୦୦ରୁ ଅଧିକ ମହାବିଦ୍ୟାଳୟ ସହ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ…

କରୋନା ଯନ୍ତ୍ରଣା ସାଙ୍ଗକୁ ଦନ୍ତା ଅହନ୍ତା 

ସମ୍ବଲପୁର- ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ଏବେ କରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଥିବା ବେଲେ ଲିକ ନାନାଦି ଭାବେ ହନ୍ତସନ୍ତ ହେଉଛନ୍ତି | ହେଲେ ତା ସାଙ୍ଗକୁ ଯନ୍ତ୍ରଣା ବଢ଼ାଇଛନ୍ତି ଏବେ ଦନ୍ତା ହାତୀ | ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଅଂଚଳରେ ହାତୀ ଆତଙ୍କ କମିବାର…

କେନ୍ଦ୍ରାପଡ଼ାରେ  କାର୍ଯ୍ୟକ୍ଷମ ହେଲା 110 ଶଯ୍ୟା ବିଶିଷ୍ଟ ସମ ପରିଚାଳିତ କୋଭିଡ ହସ୍ପିଟାଲ 

ଖୁବଶୀଘ୍ର ଅନୁଗୁଳ ଠାରେ ମଧ୍ୟ ସମ ହସ୍ପିଟାଲ୍ ସହାୟତାରେ କୋଭିଡ ହସ୍ପିଟାଲ ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ  ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା…