Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରାପଡାରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ସାମାଜିକ ଦୂରତ୍ୱକୁ ବଜାୟ ରଖି ପ୍ରତ୍ୟେକ ଦିନ ୧୦ ଜଣଙ୍କ ରକ୍ତଦାନ
କେନ୍ଦ୍ରାପଡା(ଶାସକ ପ୍ରଶାସକ) : ଏପିଲ ୧୭ତାରିଖ ବିଜୁବାବୁଙ୍କୁ ୨୩ତମ ଶ୍ରାଦ୍ଧ ଦିବସ ଅବ୍ୟବହିତ ପୂର୍ବରୁ "ଜୀବନବିନ୍ଦୁ" ଆନୁକୂଲ୍ୟରେ କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଆହ୍ବାନକ୍ରମେ ବ୍ଲକ ଅଧକ୍ଷ…
ଯୁବବିଜେଡି ରାଜ୍ୟଶାଖା ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ।
ଭୁବନେଶ୍ୱର(ଶାସକ ପ୍ରଶାସକ):ସମଗ୍ର ବିଶ୍ୱ କରୋନା ବିପତ୍ତିରେ ସନ୍ତୁଳି ହେଉଥିବା ବେଳେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଆସୁଛି | ଅନ୍ୟପକ୍ଷରେ କରୋନା ପରିପ୍ରେକ୍ଷୀରେ ଲକ ଡାଉନବେଳେ ଯେମିତି କୌଣସି ବର୍ଗର ଲୋକଙ୍କ ଅସୁବିଧା ନହୁଏ…
ବାଙ୍କିଶୋଳ ସ୍ୱତନ୍ତ୍ର କିମସ କୋଭିଡ଼ ହସ୍ପିଟାଲ ପରିଦର୍ଶନ କଲେ ପାଣ୍ଡିଆନ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପକଣ୍ଠ ବାଙ୍କିଶୋଳସ୍ଥିତ ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଏବଂ କଳିଙ୍ଗ ଇନଷ୍ଟିଚୁ୍ୟଟ ଅଫ୍ ମେଡ଼ିକାଲ ସାଇନସ୍(କିମ୍ସ) ଭୂବନେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର…
ଷ୍ଟାଫ ସିଲେକସନ କମିଶନ ପକ୍ଷରୁ ପରିବର୍ତ୍ତିତ ପରୀକ୍ଷା ସୂଚୀ ମେ 3 ପରେ ଘୋଷଣା ହେବ
• ପିଏମ କେୟାର୍ସ ଫଣ୍ଡକୁ ଗୋଟିଏ ଦିଗର ବେତନ ଦାନ କରିବେ ଏସଏସସି ଅଧିକାରୀ ଓ କର୍ମଚାରୀ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କରୋନା ମହାମାରୀ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଷ୍ଟାଫ ସିଲେକସନ କମିଶନ (SSC)ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ…
ସାମାଜିକ ଦୂରତାକୁ ଲଂଘୁଛନ୍ତି ସରକାରୀ ସଂସ୍ଥା : ପ୍ରଶାସନ ନୀରବଦ୍ରଷ୍ଟା
ବୈାଦ୍ଧ(ଶାସକ ପ୍ରଶାସକ) : ଲକ୍ଡାଉନ ହେବାର ୨୨ଦିନ ଅତିବାହିତ ହୋଇସାରିଛି । ସରକାର, ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାମାନେ କରୋନାକୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ହିଁ ଏକମାତ୍ର ଅସ୍ତ୍ର ବୋଲି ଲୋକଙ୍କୁ ସଚେତନ ମଧ୍ୟ କରାଇ ଆସୁଛନ୍ତି । ଅନେକ ଜାଗାରେ ଜନସାଧାରଣ ଏ…
ଆଜିଠୁ ଖୋଲିଲା ବହି ଦୋକାନ: ଅଭିଭାବକ କହିଲେ “ଧନ୍ୟବାଦ ଜିଲ୍ଲାପାଳ ପବନ କଲ୍ୟାଣ”
ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) ଲକଡାଉନ ଆଂଶିକ କୋହଳ କରିବା ପ୍ରକ୍ରିୟା ଅନ୍ତର୍ଗତ ଜିଲ୍ଲାରେ ଜିଲ୍ଲାର ବହିଦୋକାନ ଗୁଡିକ ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଘୋଷଣା କରିଛନ୍ତି | ଜିଲ୍ଲାର ବହି ଦୋକାନ ଗୁଡିକ ସବୁଦିନ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବ…
ମାଗଣା ଗ୍ୟାସ ସିଲିଣ୍ଡର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ
• ଦେଶର 7.23 କୋଟି ଉପଭୋକ୍ତାଙ୍କୁ 5663 କୋଟି ଟଙ୍କା ହସ୍ତାନ୍ତର, 1.32 କୋଟି ମାଗଣା ଏଲପିଜି ରିଫିଲ ଯୋଗାଣ
• ଓଡ଼ିଶାରେ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ 5.88 ଲକ୍ଷ ଏଲପିଜି ରିଫିଲ ଯୋଗାଣ, 341 କୋଟି ଟଙ୍କା ଅଗ୍ରୀମ ହସ୍ତାନ୍ତର
• ତୈଳ କମ୍ପାନୀଗୁଡ଼ିକର ମାନବୀୟ କାର୍ଯ୍ୟ ପାଇଁ ଧନ୍ୟବାଦ…
କରୋନା ଲକଡାଉନ : ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମିଆଦ ମେ 15 ଯାଏ ବଢ଼ିଲା
ନୂଆଦିଲ୍ଲୀ(ଶାସକ ପ୍ରଶାସକ): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ବୀମା ପଲିସିଧାରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ଓ ପଲିସି ନବୀକରଣ ମିଆଦକୁ ଆସନ୍ତା ମେ 15 ଯାଏ ବଢ଼ାଇ ଦେଇଛନ୍ତି ।…
କରୋନା କହୁଛି ଘରେ ରୁହ, ଏଣେ ଘର ଉଜାଡୁଛି ହାତୀ
୩ ମାସରେ ସଦର ରେଞ୍ଜରେ ୪୧ ଘର ଭାଙ୍ଗିଲା
ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା କହୁଛି ଘରେ ରୁହ ଏଣେ ଘର ଭାଙ୍ଗୁଛି ହାତୀ। ଏଭଳି ସ୍ଥିତି ଯୋଗୁଁ ହାତୀ ଉପଦ୍ରବର ଶିକାର ବିଭିନ୍ନ ପଞ୍ଚାୟତ ଅଧିବାସୀଙ୍କ ମଧ୍ୟରୁ କିଏ ଖୋଲା ଆକାଶ ତଳେ ଅଛନ୍ତିତ ଆଉ କିଏ ପର ଘରେ…
ଘରୋଇ କଳହ ସଂଦେହ : ନିଶାଶକ୍ତ ଅବସ୍ଥାରେ ଆତ୍ମହତ୍ୟା
ବଲାଙ୍ଗୀର / ନିରୋଜ ମିଶ୍ର : ଲୋକେ ଘରେ ରହୁଛନ୍ତି । ତେଣୁ ଏବେ ଘରୋଇ ହିଂସା ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର । ଏପରିକି ଘରୋଇ ହିଂସା ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ଡି.ଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…