ପ୍ରଥମେ ମାସ୍କ ବାଣ୍ଟିଲେ : ଏବେ ମାକ୍ସ ସାଙ୍ଗକୁ ପାନୀୟ ଜଳ ବାଣ୍ଟୁଛନ୍ତି ଦୁଇ ଯୁବ ବ୍ୟବସାୟୀ 

ବରଗଡ :- କୋରୋନା ଭୟ ସାଙ୍ଗକୁ ପାନୀୟ ଜଳର ଘୋର ଅଭାବ । ପାଇକମାଲ ଅଂଚଳରେ ବର୍ତମାନ ଦେଖାଦେଇଛି ଡବଲ ବିପଦ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଇକମାଲ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ପାନୀୟ ଜଳ ସମସ୍ୟା । ଏହି ସମସ୍ୟା ଜନିତ ଲୋକଙ୍କ କଷ୍ଟକୁ ପ୍ରଶାସନ ବୁଝିବା ପୂର୍ବରୁ…

ଡଃ ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସେନିଟାଇଜର…

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭାରତର ସମ୍ବିଧାନ ପ୍ରଣେତା ଡଃ ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏବଂ କରୋନା ସମୟରେ ସାମ୍ୱାଦିକ ମାନେ ବିଭିନ୍ନ ସ୍ଥାନକୁ ଯାଇ…

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗଜପତି ଜିଲ୍ଲା ଗସ୍ତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଦିନ ପୂର୍ବାହ୍ନରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଟି:ଆଓ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି କରୋନା ସମ୍ପର୍କିତ ବିଭିନ୍ନ ସତର୍କତା ପ୍ରସ୍ତୁତି କାର୍ଯ୍ୟକ୍ରମ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଛନ୍ତି ରାଜସ୍ୱ…

ବଲାଙ୍ଗୀରରେ ଲୋକାର୍ପିତ ହେଲା 200 ଶଯ୍ୟା ବିଶିଷ୍ଟ କିମ୍ସ କୋବିଡ଼ ହସ୍ପିଟାଲ

ବଲାଙ୍ଗୀର/ ନିରୋଜ ମିଶ୍ର : ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀର କିସ୍‌ କ୍ୟାମ୍ପସରେ ପ୍ରତିଷ୍ଠା କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏ ନେଇ ଜିଲାପାଳ ଅରିନ୍ଦମ ଡାକୁଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲରେ…

କେନାଲ ପାଣିରେ ବୁଡି ଶିଶୁର ମୃତ

ବରଗଡ :- ବର୍ତ୍ତମାନ ସାନ୍ଧ୍ୟ ସମୟରେ ମାଣ୍ଡୋସିଲ କେନାଲରେ ଏକ ଶିଶୁର ମୃତଦେହ ଭାସୁଥିବା ମାଣ୍ଡୋସିଲ ଗ୍ରାମର କିଛି ଲୋକ ଦେଖିବା ପରେ ସେମାନେ ପାଇକମାଲ ଥାନାକୁ ଏକଥା ଜଣାଇଥିଲେ । DSP ଶ୍ରୀ ଦିନେଶ କୁମାର ନାୟକ ଙ୍କର ନେତୃତ୍ୱରେ ପୋଲିସ ଟିମ ତୁରନ୍ତ ଘଟଣା ସ୍ଥଳକୁ ପହଂଛି ଶିଶୁର ଶବ କୁ…

କରୋନା ଲଢେଇ : ହରଗୌରି ୱେଲଫେୟାର ସୋସାଇଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି  ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଷ୍ଟେଟ ବ୍ୟାଙ୍କ ସମ୍ପୂଖରେ ବଡଖମାର ହରଗୌରି ୱଲପେୟାର ସୋସାଇଟି ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ମହାମାରୀ କରୋନା ଭୂତାଣୁ ର  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…

ଇଟା ଭାଟି ଉପରେ ପୋଲିସ ର ଚଢ଼ାଉ , ତିନି ଇଟା ଭାଟି ମାଲିକଙ୍କୁ ପ୍ରାୟ 85 ହଜାର ଜରିମାନା 

ବରଗଡ :- ଆଜି ପାଇକମାଲ ପୋଲିସ ର ଏକ ଟିମ ପେଟ୍ରୋଲିଂ କରୁଥିବା ସମୟରେ ପଦ୍ମପୁର ପାଇକମାଲ ରାସ୍ତାରେ ଅବସ୍ଥିତ ତିନିଗୋଟି ଇଟା ଭାଟି ଉପରେ ଚଢ଼ାଉ କରି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କୁ ଜଣାଇଥିଲେ । ତହସିଲଦାର ଶ୍ରୀ ମେହେର ଘଟଣା ସ୍ଥଳକୁ ପହଂଛି ଇଟା ଭାଟି ମାଲିକ…

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍-୧୯ ଟେଷ୍ଟିଂ ଲ୍ୟାବ୍ ଆରମ୍ଭ

କରୋନା ମହାମାରୀ ବିରୁଦ୍ଧରେ ଓଡିଶାର ଲଢେଇକୁ ମଜବୁତ୍ କରିବ - ଧର୍ମେନ୍ଦ୍ର ପ୍ରଧାନ • ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ ଠାରେ ଏହି ଟେଷ୍ଟିଂ ଲ୍ୟାବର ସୁବିଧା • ଲ୍ୟାବରେ ଥିବା ଅତ୍ୟାଧୁନିକ ସୁବିଧା କରୋନା ସଂକ୍ରମିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବ ଭୁବନେଶ୍ୱର– ସେଲ୍ ବା ଷ୍ଟିଲ୍ ଅଥୋରିଟି…

ଲେୟାର ଚାଷୀମାନଙ୍କ ଦୋହଲି ଗଲାଣି ଆର୍ଥିକ ମେରୁଦଣ୍ଡ, ୨୦ହଜାର ଲୋକଙ୍କ ପରିବାରରେ ଜଳିବନି ଚୁଲି 

ଅସହାୟ ରାଜ୍ୟର ଅଣ୍ଡା ଉତ୍ପାଦନକାରୀ ଲୋଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ   ଭୁବନେଶ୍ୱର(ଶାସକ ପ୍ରଶାସକ)ସମ୍ପ୍ରତି ଦେଖା ଦେଇଥିବା କରୋନା ମହାମାରୀ ପରପ୍ରେକ୍ଷୀରେ ଓଡିଶାରେ ଅଣ୍ଡା ଉତ୍ପାଦନ କରୁଥିବା ଲେୟାର ଚାଷୀମାନଙ୍କ ମେରୁଦଣ୍ଡ ଦୋହଲି ଗଲାଣି । ପ୍ରତ୍ୟକ୍ଷ ଓ…

କଳାହାଣ୍ଡି ଓ ସମ୍ବଲପୁରର କରୋନା ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ 

ଭବାନୀପାଟଣା(ଆଦିତ୍ୟ ମହାନ୍ତି/ ସୁଶାନ୍ତ ରାଉତ)/ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ ରମାକାନ୍ତ ବିଶ୍ୱାଳ  ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ତଥା ପ୍ରତିହତ କରିବା ପାଇଁ ସରକାର ଅବିରତ ଉଦ୍ୟମ କରୁଥିବା ବେଳେ ଏଥି ନିମିତ୍ତ ହୋଇଥିବା ପ୍ରସ୍ତୁତି ଓ ବ୍ୟବସ୍ଥାର ଅନୁଧ୍ୟାନ କରିବା…