Sign in
Sign in
Recover your password.
A password will be e-mailed to you.
ଲିମ୍ବଗଛରେ ଆତ୍ମହତ୍ୟା କଲେ ମୁନିସିପାଲିଟି ଡ୍ରାଇଭର ରୁଷି
ବଲାଙ୍ଗିର / ନିରୋଜ ମିଶ୍ର – ଟିଟିଲାଗଡ ରାଜରାସ୍ତାର ସୀତାରାମ ବିହାର ଲିମ୍ବଗଛରେ ରୁଷି ସାହୁ ନାମକ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଛି ପାରପାର୍ଶିକ ସ୍ଥିତିକୁ ଦେଖିବାକୁ ଗଲେ ତାହା ହତ୍ୟା ସନ୍ଧେହ ଦୃଢୀଭୂତ ହେଉଛି । ମିଳିଥିବା ସୂଚନା ଅନୁସାରେ ମୃତବ୍ୟକ୍ତି କୁଡାସିହ୍ନା ଗ୍ରାମର…
ଦିନ ଦିପହର ବିଦ୍ୟୁତ ଚୋରି ଅଭିଯୋଗ
ଗୁଣୁପୁର ରୁ ମାଧବ ବିଡିକା - ଗୁଣପୁର ଥାନା ଅନ୍ତର୍ଗତ ସିରିଝୋଲି ଗ୍ରାମ ଠାରେ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ୍ବ ହେଲା ଖୋଳାଯାଇଥିବା ମାଛବନ୍ଧ ରେ ଏହାର ମାଲିକ ଆର. କ୍ରିଷ୍ଣା ରାଓ ବିନା ମିଟରରେ କରେଣ୍ଟ ବ୍ୟବହାର କରୁଥିବା ଘଟଣା ଏବେ ପଦାକୁ ଆସିଛି। ଏହି ବ୍ୟକ୍ତି ଜଣକ ତାଙ୍କ ବନ୍ଧ ନିକଟରେ…
ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରସ୍ତାବ : ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ ପରିବାରକୁ ୨୫ କେଜି…
ନୂଆପଡ଼ା(ଅମିତ ପୁରୋହିତ) : ମହାମାରି କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ରାଶନ କାର୍ଡ ଧାରୀ ହିତାଧିକାରୀଙ୍କୁ ଏକକାଲିନ ୩ ମାସର ଚାଉଲ ଓ ମାସିକ ୧ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡିଥିବା ପ୍ରକୃତ ଗରିବ,…
ହେମଗିରି ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି କରୋନା ମୁକାବିଲା ସ୍ଥିତି ଅନୁଧ୍ୟାନ କଲେ ଯୋଗେଶ
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ ) :- ବିଜୁ ଜନତା ଦଳ ତରଫରୁ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯୋଗେଶ ସିଂ ହେମଗିରି ବ୍ଲକ୍ ର ବିଭିନ୍ନ ଅଞ୍ଚଳ ଗସ୍ତ କରି କରୋନା ମୁକାବିଲା ନେଇ ଜନସଚେତନତା ସୃଷ୍ଟି କରିଥିଲେ।ଏହି ଅବସରରେ ସେ ଟପରିଆ ଗ୍ରା:ପ ଠାରେ କ୍ୱାରେଣ୍ଟାଇନ ୱାର୍ଡ ପରିଦର୍ଶନ…
ମୁଖ୍ୟ ସଚିବଙ୍କ ସହ ୫-ଟି ସଚିବଙ୍କ କେନ୍ଦୁଝର ଓ ବାରିପଦା ଗସ୍ତ
http://www.youtube.com/watch?v=ckycHr_Y7pE
କେନ୍ଦୁଝରରୁ ସୀମା ନାୟକ/ ମୟୁରଭଞ୍ଜରୁ ଦିଲ୍ଲୀପ ମହାନ୍ତି : କରୋନା ଲଢ଼େଇକୁ ମଜଭୁତିର ସହ ରାଜ୍ୟ ସରକାର ଲଢ଼ୁଥିବା ବେଳେ ବିଭିନ୍ନ ଜିଲ୍ଲାରେ ଏହାର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଚାଲିଛି | ଆଉ ଏହାକୁ ସିଧାସଳଖ ମନିଟର…
ଚର୍ଚାରେ ବିଧାୟକଙ୍କ ଟାବଲେଟ ଶ୍ରଦ୍ଧାଞ୍ଜଳି
ବଲାଙ୍ଗୀର(ନିରୋଜ ମିଶ୍ର) . ଗତ କାଲି ସଂବିଧାନ ପ୍ରଣେତା ତଥା ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ତିଥି ଥିଲା । ଏହି ଅବସରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ବାବା ସାହେବଙ୍କୁ ମୋବାଇଲ ଛବି ଦ୍ୱାରା ଶ୍ରଦ୍ଧାଞ୍ଜଳି ଦେଇ ଅଡୁଆରେ ପଡିଛନ୍ତି ।…
ପ୍ରଶାସନ ର କଠୋର ପଦକ୍ଷେପ ; ମାସ୍କ ଲଗାଇ ନଥିବା ଵ୍ୟକ୍ତି ଙ୍କୁ ଜରିମାନା
ଗୁଣୁପୁର ରୁ ମାଧବ ବିଡିକା ଙ୍କ ରିପୋର୍ଟ : ମହାମାରୀ କରୋନା ର ମୁକାବିଲା ଦିଗରେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରେ ଆରମ୍ଭ ହୋଇଛି ମାସ୍କ ପିନ୍ଧିବାରେ କଡା ନିୟମ । ବିନା ମାସ୍କ ରେ ଘରୁ ବାହାରିବା ମନା । କରନା ଭାଇରସର ସଂକ୍ରମଣ ଠାରୁ ଜନଜୀବନ କୁ…
ଗ୍ରାଉଣ୍ଡ ଜ଼ିରୋରେ କରୋନା ଲଢେଇ : ଲୋକଙ୍କ ପାଖରେ ପହଂଚାଇଲେ ପରିବା ଓ ମାସ୍କ
ପାଇକମାଲ :- କୋବିଡ଼ 19 ସକାଶେ ସାରା ଦେଶ ଲକଡାଉନ । ଏହି ଲକଡାଉନ ଫଳରେ ମୁଖ୍ୟତଃ ଗରୀବ ଖଟିଖିଆ ଲୋକଙ୍କର ଅନେକ ଅସୁବିଧା ହେଉଛି । ସରକାର ଓ ପ୍ରଶାସନ ବରାବର ଲୋକଙ୍କୁ ସୁବିଧା ଯୋଗାଇଦେବା ପାଇଁ ଚେଷ୍ଟା କରୁଛନ୍ତି | ଏହା ସହିତ ଅନେକ ସମାଜ ସେବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ କରୋନା…
କରୋନା ଲଢେଇରେ ମହିଳା ଯୋଦ୍ଧା, ଦୁର୍ଗମ ପଂଚାୟତରେ ମହିଳା ସରପଞ୍ଚ ମମତା ବାଣ୍ଟିଲେ ମାସ୍କ
ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା ମୁକାବିଲା ପାଇଁ ପ୍ରାଥମିକତା ଭିତ୍ତିରେ ମାସ୍କ ଏକ ବିଶେଷ ପ୍ରତିକାରତ୍ମକ ଆବଶ୍ୟକ ଉପାଦାନ ହୋଇଥିବା ବେଳେ ଏହାର ଅଭାବ ଓ ଅଭାବି ବିକ୍ରି ଅନେକସ୍ଥାନରେ ପରିଲକ୍ଷିତ ହୋଇଛି | ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ବଣ…
କରୋନା ପାଇଁ ସହାୟତା : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ହଜାର ଦେଲା ନିଳାଦ୍ରୀ
ବଡ଼ବିଲ (ଶାସକ ପ୍ରଶାସକ) : ମାରାତ୍ମକ କରୋନା ଭୂତାଣୁର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଆହ୍ୱାନ କ୍ରମେ ଅନେକ ବ୍ୟକ୍ତି ଓ ସଂସ୍ଥା ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ବଡ଼ବିଲର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ…