Sign in
Sign in
Recover your password.
A password will be e-mailed to you.
ପାତାଳୀ ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା : ଆଧ୍ୟାତ୍ମିକ ପରିବେଶରେ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ
ବୀରମହାରାଜପୁର - (ଉପଖଣ୍ଡ ପପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ସ୍ଥିତ ପାତାଳୀ କ୍ଷେତ୍ରରେ ଶନିବାର ଠାରୁ ପଞ୍ଚଦଶ ପାତାଳୀ ମହୋତ୍ସବ ଅନୁଷ୍ଠିତ ହେବ ।ଏଥିପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ୧୫୧ ଜଣ ମହିଳା ଶିବ ମନ୍ଦିର ନିକଟ…
ଉପଜିଲ୍ଲାପାଳଙ୍କର ପ୍ରତିଶ୍ରୁତିକୁ ଭରସା କଲେ ଚାଷୀ : ଆନ୍ଦୋଳନ ସ୍ଥଗିତ ରଖିଲେ ଚାଷୀ
ଧାରଣା ରୁ ଉଠିଲେ ରାସ୍ତା ଖାଲି କଲେ
ବରଗଡ :- ଗତ ପାଞ୍ଚଦିନ ଧରି ପଦ୍ମପୁର ବସନା ରାସ୍ତାକୁ ଲଖମରା ଠାରେ 308 ଜଣ ଚାଷୀ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଧାନ ବସ୍ତା ରଖି ଅବରୋଧ କରିଥିଲେ । ଚାଷୀଙ୍କର ମୁଖ୍ୟ ସମସ୍ୟା ଥିଲା ଲଖମରା ପେକ୍ସ ଅନ୍ତର୍ଗତ ଏହି ସମସ୍ତ ଚାଷୀ ଠିକଣା ସମୟରେ…
ରାତି ସାଢେ ଦଶରେ ପଶିଲେ : ଲୁଟିଲେ ୩୦ ଭାରି ସୁନା, ୪୦୦୦୦ଟଙ୍କା
ବଲାଙ୍ଗୀର( ନିରୋଜ ମିଶ୍ର) ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ବ୍ଲକର କୁଡ଼ାସିଙ୍ଗା ଗାଁର ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡ଼କାୟତି ହୋଇଛି। ଉଜ୍ଜ୍ୱଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନଗହଣା ସହ ଟଙ୍କା ଲୁଟ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି।…
ସ୍ପେକ୍ଟ୍ରମ ଏଜୁକେସନ ସ୍କୁଲରେ ମହାନାୟକଙ୍କ ଜୟନ୍ତୀ ପାଳନ
ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସସ୍ଥିତ ସ୍ପେକ୍ଟ୍ରମ ଏଜୁକେସନ ଇଂଲିଶ ସ୍କୁଲରେ ମହାନାୟକ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ସୁଜିତ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଚାଲେଞ୍ଜର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲରେ ମେଲଛାମୁଣ୍ଡା ଓ ବିର୍ଜାମ
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ କ୍ଳବ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାଲିଥିବା ଦଶମ ଚାଲେଞ୍ଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଦିନ ତୃତୀୟ ଦିବସରେ ଖେଳ ସରିଛି । ତୃତୀୟ ଦିବସରେ ପ୍ରଶାନ୍ତ ଦେବତା ଏବଂ ଦିନମଣି ଗଡତିଆ…
୩୬ ତମ ବିରାଟ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଉଦଘାଟିତ
ଗାଇସିଲେଟ/କେଦାର ନାଥ ସାହୁ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ତାଲପାଲି ମିନିଷ୍ଟାଡିୟମଠାରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମର ବିଭିନ୍ନ ମନ୍ଦିରରେ ପହଞ୍ଚିବା ପରେ ଶେଷରେ ଗ୍ରାମର ଅଧିଷ୍ଟାତ୍ରୀ ଦେବୀ…
ମନୁଷ୍ୟକୃତ କାରଣ ଯୋଗୁଁ ପଞ୍ଚଭୂତ ଆଜି ବ୍ୟାପକ ଭାବରେ ପ୍ରଦୂଷିତ : ରାଜ୍ୟପାଳ
"କୃଷି ଓଡ଼ିଶା'ର ଉଦଯାପନୀ ଉତ୍ସବ
କୃଷକ ଯେଭଳି ଶାନ୍ତିରେ ରହିବ, ଚାପଗ୍ରସ୍ତ ହେବ ନାହିଁ, ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ' : ରାଜ୍ୟପାଳ
ଉଚ୍ଚଶିକ୍ଷିତ ଯୁବକମାନେ ଚାଷ ଓ କୃଷି ଉଦ୍ୟୋଗ ପାଇଁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ରୂପେ ଶୁଭଙ୍କର : ଡ଼ ଅରୁଣ
"ଜୀବଜଗତରେ ପଶୁପକ୍ଷୀ…
ଘେଁସ ଡିଗ୍ରୀ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା
ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ଘେଁସସ୍ଥିତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ୩୨ ତମ କ୍ରୀଡା ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତରଣୀସେନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଡ.ପ୍ରଫୁଲ୍ଳ ପଣ୍ଡା, ଡ.ସୁବାଷ…
ବିଦ୍ୟୁତ ବିଭାଗକୁ ୭ ଦିନିଆ ମହଲତ ଦେଲା ନାଗରିକ କମିଟି
31 ପର୍ଯ୍ୟନ୍ତ କଣ୍ଟ, ନହେଲେ ରାସ୍ତାକୁ ଓହ୍ଳାଇବେ ପାଇକମାଳ ସଚେତନ ନାଗରିକ
ବରଗଡ(Shasak Prashasak) :- ଆଗକୁ ଖରା ବଢିବ , ଗରମ ମଧ୍ୟ ପ୍ରବଳ ହେବ । ଲୋକଙ୍କର ଘରେ ପଙ୍ଖା , କୁଲର , ଏସିର ବ୍ୟବହାର ବଢିବା ସାଙ୍ଗରେ ବିଦ୍ୟୁତର ଚାହିଦା ମଧ୍ୟ ବୃଦ୍ଧି ପାଇବ | ଏହା ସହିତ ପ୍ରତିବର୍ଷ ପରି…