Sign in
Sign in
Recover your password.
A password will be e-mailed to you.
ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କର – ଧର୍ମେନ୍ଦ୍ର ପ୍ରଧାନ
ତୈଳ ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ
ଏପ୍ରିଲ ମାସର ପ୍ରଥମ ତିନି ସପ୍ତାହରେ ୪୦% ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି
ଗରିବଙ୍କ ଘରେ ଏଲପିଜି ଯୋଗାଣ ପହଁଚାଇବା କାମରେ କିଛି ସାଲିସ୍ କରାଯିବ ନାହିଁ
ନୂଆଦିଲ୍ଲୀ/ଭୁବନେଶ୍ୱର,…
ଭିନ୍ନକ୍ଷମ ନାବାଳିକାକୁ ବଳତ୍କାର: ଦୁଇ ନାବାଳକଙ୍କୁ କୋର୍ଟ ଚାଲାଣ
ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମରେ ଗତକାଲି ଘଟିଯାଇଛି ଏକ ଅତିଗ୍ରୁଣ୍ୟ କାଣ୍ଡ । ଗ୍ରାମର ଜଣ 12 ବର୍ଷୀୟା ନାବାଳିକା କୁ ଏକୁଟିଆ ନିଛାଟିଆ ଜାଗାରେ ଦେଖି ସେହି ଗ୍ରାମର ଦୁଇ ଜଣ ନାବାଳକ ତାକୁ ଟାଣିନେଇ ନାବାଳିକା କୁ ବଳାତ୍କାର କରିଥିଲେ ।…
ବରଗଡ ଜିଲ୍ଲା କ୍ରସର ମାଲିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୦୦୦୦୦ ଟଙ୍କା ସହାୟତା
ବରଗଡ(ଶାସକ ପ୍ରଶାସକ) :- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କୋରୋନାର କବଳରେ । ପ୍ରତ୍ୟେକ ଦିନ ଏହି ମହାମାରୀ ହଜାର ହଜାର ଲୋକଙ୍କର ମୂଲ୍ୟବାନ ଜୀବନ ନେଇ ଯାଉଛି । ଆମ ଦେଶର କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ଏହି ମହାମାରୀ କବଳରୁ ଦେଶ ବାସୀଙ୍କୁ ରକ୍ଷା କରିବାକୁ ଅନେକ ପ୍ରୟାସ…
ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କଣ୍ଟ୍ରାକ୍ଟର ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ସହଯୋଗ ।
ପଦ୍ମପୁର (ଶାସକ ପ୍ରଶାସକ)- କରୋନାର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ତିନି ମାସର ଦରମା ପ୍ରଦାନ କରିଛନ୍ତି । ଏହି କ୍ରମରେ ଆଜି…
ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଉପଜିଲ୍ଲାପାଳ ।
ପଦ୍ମପୁର/ଶାସକ ପ୍ରଶାସକ-କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସାରା ଭାରତରେ ଦ୍ବିତୀୟ ପର୍ଯ୍ୟାୟ ତାଲା ବନ୍ଦ ଜାରି ରହିଛି । କରୋନା ସହ ମଣିଷ ଲଢେଇ ପାଇଁ ସଚେତନତା ଏକମାତ୍ର ବିକଳ୍ପ । ଘରୁ ବାହରକୁ ଯଦି କୌଣସୁ ଜରୁରୀ କାମରେ ବାହାରୁଛି ତେବେ ମୁହଁକୁ ମାକୁ…
କରୋନା ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବଡା ଅଙ୍ଗନୱାଡି କେନ୍ଦ୍ରର କର୍ମୀ କରୋନା ସର୍ଭେ ବେଳେ ମୃତ୍ୟୁ ଘଟିଛି ।ମୃତ ଅଙ୍ଗନୱାଡି କର୍ମୀ ହେଲେ ଖଣ୍ଡ ହତା ଗାଁ ର କିଶୋରୀ ଥାଟି( ୫୬) ।ସୂଚନା…
କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ ୫ ଟି ସଚିବ
କୋରାପୁଟ/ ଶାସକ ପ୍ରଶାସକ : ବିଭିନ୍ନ ଜିଲା ଗସ୍ତ କରି କୋବିଦ-୧୯ ଲଢେଇ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ କାର୍ଯ୍ୟକ୍ରମର ଚାକ୍ଷୁସ ତଦାରଖ କରୁଥିବା ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ଆସିଛନ୍ତି କୋରାପୁଟ ଗସ୍ତରେ | ୫ ଟି ସଚିବଙ୍କ ସହ ସାଙ୍ଗରେ ଅଛନ୍ତି ଉନ୍ନୟନ କମିଶନର…
କରୋନା ଲଢେଇ : ନବୀନଙ୍କ ପ୍ରଶଂସାରେ ନାଇଡୁ ଶତମୁଖ
ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ କରୋନା ଭୁତାଣୁ ବିରୋଧରେ ଜାରି ରହିଥିବା ଲଢ଼େଇକୁ ମିଳିଛି ଆଉ ଏକ ବାହାବା | କୋବିଦ ୧୯ ରୋଗର ପ୍ରାଦୁର୍ଭାବରେ ସମଗ୍ର ବିଶ୍ୱ ସନ୍ତୁଳି ହେଉଥିବା ବେଳେ ଓଡିଶା ବାସୀଙ୍କ ସ୍ୱାସ୍ଥ୍ୟ ତଥା…
ପୂର୍ବତନ ବିଧାୟକ ଯୋଗେଶଙ୍କ ଅନୁରୋଧ ରଖିଲେ ମସନିକାନି ଟୋଲପ୍ଲାଜା
ତିନିଶହ ଅସହାୟ ପରିବାରକୁ ଯୋଗାଇଦେଲେ ଶୁଖିଲା ଖାଦ୍ୟ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ମୁଖ୍ୟମନ୍ତ୍ରୀଙ୍କ "କେହି ଭି ଭୋକିଲା ରହିବେ ନାହିଁ" (ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ) କାର୍ଯ୍ୟକ୍ରମକୁ ଅନୁସରଣ କରି ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ…
କି ଅମଣିଷ ଏମାନେ, ବର୍ବରତାର ସବୁ ସୀମା କଲେ ଅତିକ୍ରମ
ସୁନ୍ଦରଗଡ଼ ଜିଲ୍ଲାରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ପଞ୍ଚାୟତ ଝରମୁଣ୍ଡା ଗ୍ରାମରେ ସପ୍ତାହେ ତଳେ କିଛି ଯୁବକ ୨ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ ଖଟରେ ବାନ୍ଧି ନିର୍ମମ ଭାବେ ଲାତ, ଚାପୁଡ଼ା ,ଠେଙ୍ଗା ,…