ଆଜିଠୁଁ ମାକ୍ସ ଚେକିଂ କଡାକଡି :ମାକ୍ସ ନ ପିନ୍ଧିଥିବା ବ୍ୟକ୍ତି ଙ୍କୁ 200 ଫାଇନ

 ଫାଇନ କଥା କହିଲେ ଦୁର୍ବ୍ୟବହାର କରୁଛନ୍ତି ସରକାରୀ କର୍ମଚାରୀ ବରଗଡ :- ପାଇକମାଲ ଅଂଚଳରେ ଆଜିଠାରୁ ଆରମ୍ଭ ହେଇଛି ମାକ୍ସ ଚେକିଂ । ଗତ ପ୍ରାୟ 15 ଦିନ ହେବ ଅଞ୍ଚଳ ରେ ମୁଖ୍ୟତଃ ମଙ୍ଗଳ TVS , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ କିଛି ବଦାନ୍ୟ ବ୍ୟକ୍ତି ମାନେ ପ୍ରଚୁର…

୧୭ ନମ୍ବର ୱାର୍ଡରୁ ଆସିଥିବା ବ୍ୟକ୍ତି ହଟହଟାର ସମ୍ମୁଖୀନ

ବାରିପଦା(ଦିଲ୍ଲୀପ ମହାନ୍ତି)- ବାଲେଶ୍ୱର ଜିଲ୍ଲାରୁ ୧୭ ନମ୍ବର ୱାର୍ଡକୁ ଗାଡ଼ିରେ ଆସିଥିବା ସନ୍ଦେହରେ ଯଶୀପୁର ଅଞ୍ଚଳର କେତେକ ବ୍ୟକ୍ତିଙ୍କୁ ୱାର୍ଡବାସୀଙ୍କ ଦ୍ୱାରା ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି । ଯଶୀପୁର ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଯଶୀପୁର…

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ୩ମାସର ୩ଟି ଗ୍ୟାସ ସିଲିଣ୍ଡର ପାଇ ବେଶ ଖୁସି ହିତାଧିକାରୀ

http://www.youtube.com/watch?v=74FjKAw6FGY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାରାତ୍ମକ କରୋନା ଭୁତାଣୁର କଡା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍  ଡାଉନ୍ ଘୋଷଣା କରାଯାଇଛି । ଏଭଳି ଲକ୍ ଡାଉନ୍ ସମୟରେ ବାହାରକୁ ବାହାରିବା ମନା ସହ ସାମାଜିକ ଦୂରତା…

କରୋନା ବେଳେ ବି ଚାଲିଛି ଜୁଆ

ଆଡ୍ଡା ଉପରେ ଚଢ଼ାଉ: ୩ ଟି ବାଇକ ,୮ ଟି ମୋବାଇଲ, ୫୮୫୦ ଟଙ୍କା ଜବତ,୯ ଜଣ ଗିରଫ ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ଥାନା,ବାଲିପଦର ଫାଣ୍ଡି ଅନ୍ତର୍ଗତ ସୋରଡ଼ ଗ୍ରାମରେ ରବିବାର ଦିନ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୯ ଜଣ ଜୁଆଡ଼ିକୁ ଗିରଫ କରିବା ସହ ୩ ଗୋଟି ବାଇକ, ୮ ଗୋଟି…

ମାସ୍କ ନବାନ୍ଧି ୨୦ ଉଲଙ୍ଘନକାରୀ ଗଣିଲେ ତଣ୍ଡ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ଲକଡାଉନ ସମୟରେ କୈାଣସି ଜରୁରୀ କାର୍ଯ୍ୟରେ ଘରୁ ବାହାରକୁ ଗଲେ ମୁହଁରେ ମାସ୍କ ବାନ୍ଧିବା ଜରୁରୀ ହୋଇଥିବା ବେଳେ ଏହାକୁ ଉଲଙ୍ଘନ କରି ୨୦ଜଣ ୪ହଜାର ଟଙ୍କା ଜୋରୀମାନା ଦେଇଥିବା ଜଣାଯାଇଛି ।  କରୋନା କବଳରୁ ରକ୍ଷା ପାଇବା ପାଇଁ ସରକାରଙ୍କ ଦ୍ୱାରା ଘୋଷଣା…

ବଜ୍ରାଘାତରେ ଜଳିିଗଲା ୨ ନଡିଆଗଛ

ଓଡ଼ଗାଁ(ଶାସକ ପ୍ରଶାସକ): ଓଡ଼ଗାଁ ଥାନା କୋମଣ୍ଡ ପଂଚାୟତ ଭଗବତିପ୍ରସାଦ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରାଘାତ ଘଟି ୨ଟି ନଡ଼ିଆଗଛ ଜଳିିଯାଇଛି । ସନ୍ଧ୍ୟା ସମୟରେ ହଠାତ୍ କାଳବୈଶାଖି ପବନ ଓ ବର୍ଷା ଚାଲିଥିବା ବେଳେ ଯୋର ଶବ୍ଦ କରି ଏକ ବଜ୍ରାଘାତ ହୋଇଥିଲା । ଆଶ୍ଚର୍ଯ୍ୟ ହୋଇ ଚାରିଆଡକୁ ଲକ୍ଷ…

ନୂଆ ୭ କରୋନା ପଜିଟିଭ : ଭଦ୍ରକରୁ ୫ କରୋନା ପଜିଟିଭ୍, ବାଲେଶ୍ୱରରୁ ୨

ଭୁବନେଶ୍ବର : ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଠି ମଧ୍ୟରୁ ୫ଜଣ ଭଦ୍ରକର ଓ ଦୁଇଜଣ ବାଲେଶ୍ୱରର | ଏହି ୭ଜଣଙ୍କୁ ମିଶାଇ  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି ବୋଲି ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ…

କରୋନା ମଉକାରେ ହେଉଥିଲା ନାବାଳକ-ନାବାଳିକା ବିବାହ ଉଦ୍ୟମ : ବନ୍ଦ କରାଇଲେ ପ୍ରଶାସନ

ବାରିପଦା(ଦିଲ୍ଲୀପ ମହାନ୍ତି) -  କରୋନାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ । ଏହି ସମୟରେ ନାବାଳକ ସହିତ ନାବାଳିକାର ବିବାହ କରାଇବାର ଉଦ୍ୟମ କରାଯାଇଥିଲା । ଏହି ପ୍ରକାରର ବେଆଇନ ବାହାଘରକୁ ପଣ୍ଡ କରାଇଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପ୍ରଶାସନ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା…

“କରୋନା “ମୁକାବିଲା ପାଇଁ ବୀରମହାରାଜପୁର ବିଜେପି ପକ୍ଷରୁ ମାସ୍କ ଓ ଶୁଖିଲା ରନ୍ଧା ଖାଦ୍ୟ ବଣ୍ଟନ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବିଶ୍ବ ବ୍ୟାପି 'କରୋନା ' ର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହା ସହ 'କରୋନା ' ମୁକାବିଲା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ 'ଲକ ଡାଉନ୍ ' ଜାରି ରହିଅଛି । ଏଭଳି ମହାମାରୀ ପରିସ୍ଥିତିରେ ବିଭିନ୍ନ …

ଏମିତି ହୃଦୟ ତୁମର, ସତରେ କୋଟି ନମସ୍କାର

ବଲାଙ୍ଗୀର/ ନିରୋଜ ମିଶ୍ର :  ନାମ ଯୁଗୀନ୍ଦ୍ର, ବୟସ ଏକାନବେ |  ସମ୍ବଳ ବୋଲି ସରକାରଙ୍କ ପାଖରୁ ପାଉଥିବା ମାସକୁ ୫୦୦ ଟଙ୍କା ଭତ୍ତା ଆଉ ୫କିଲେ ଚାଉଳ | ହେଲେ  କରୋନା ଯୁଦ୍ଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ଼ାକରାରେ ବରିଷ୍ଠ ନାଗରିକ ଯୁଗୀନ୍ଦ୍ର ଯାହା କରିଛନ୍ତି ତାହା ସେଥିରୁ ସେ ପ୍ରମାଣିତ…