Sign in
Sign in
Recover your password.
A password will be e-mailed to you.
ଟ୍ରାକ୍ଟରକୁ ଧକ୍କା ଦେଲା ବସ୍; ୨ ମୃତ, ୨ ଗୁରୁତର
ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ୱଲପୁର ଜିଲ୍ଲା ଯୁଯୁମରା ଛକ ନିକଟରେ ଏକ ବସ୍ ଏକ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତାହତଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।p
ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ପଦ୍ମପୁର,୨୬,୧ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଖେଳପଡିଆ ଠାରେ ରେନବୋ କ୍ରିକେଟ ଆସେସିଏସନ୍ ର ଆନୁକୂଲ୍ୟରେ ୨୦ତମ ଚାନ୍ଦିନୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ରେ ବୁକୁରାମୁଣ୍ତା ସରପଞ୍ଚ ଅଭିମନ୍ୟୁ ବରିହା ମୁଖ୍ୟଅତିଥି…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ତ ନାକ୍ଟିଦେଉଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ…
ଅରୁଣଙ୍କ ମାଛଧରା ସାଙ୍ଗକୁ ନଈ ପହଁରା
http://www.youtube.com/watch?v=glCxMLjpZnc
ବୁଗୁଡ଼ା/ ପୋଲସରାରୁ ସ୍ୱତନ୍ତ୍ର ପ୍ରତିନିଧି : ଯିଏ ଯାହା କୁହନ୍ତୁ, ଓଡିଶା ସରକାରଙ୍କ ମନ୍ତ୍ରୀମାନଙ୍କ ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ କାମ କରିବାର ତରିକା ଟିକେ ନିଆରା | ସମୟର ସବୁଠୁ ଅଧିକ ସୁବିନିଯୋଗ କରିବାରେ…
ଜୁନାଗଡ ପ୍ରେସ କ୍ଲବ ପକ୍ଷରୁ ଡାକ୍ତର ଖାନାରେ ଫଳ ବଣ୍ଟନ
ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରେସ କ୍ଲବ ଆନୁକୁଲ୍ୟରେ ଜୁନାଗଡ ଡାକ୍ତର ଖାନାରେ ଫଳ ବଣ୍ଟନ ହୋଇଯାଇଛି | କଳାହାଣ୍ଡି ଜିଲ୍ଲା ଜୁନାଗଡ ଡାକ୍ତରଖାନାରେ ଆଜି ପ୍ରେସ କ୍ଲବ ସଭାପତି ରଜନୀକାନ୍ତ ବଇଠାରୁଙ୍କ ନେତୃତ୍ଵରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି |
ଏହି ଫଳ…
ଚାଲେଞ୍ଜର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଭେଟିବେ ମେଲଛାମୁଣ୍ଡା ଓ କୁଚିପାଲି
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ କ୍ଳବ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାଲିଥିବା ଦଶମ ଚ୍ୟାଲେଂଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଚତୁର୍ଥ ଦିବସରେ ପହଂଚିଯାଇଛି । ଚତୁର୍ଥ ଦିନରେ ୨ଗୋଟି ମ୍ୟାଚ ଅନୁଷ୍ଠିତ ହୋଇ ଘରୋଇ…
ଜିଲ୍ଲା ସ୍ତରୀୟ ୧୦ମ ଜାତୀୟ ମତଦାତା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା-ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ୧୦ମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି…
ମେଲଛାମୁଣ୍ଡା ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥାର ତରଫରୁ ଡାଇବେଟିସ ପରୀକ୍ଷା ଶିବିର
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମାଟିଆମହୁଲ ଗ୍ରାମରେ ସପ୍ତାହ ବ୍ୟାପି ଚାଲୁଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବର ଅବସରରେ ଲାୟନଓ କ୍ଳବ ଆନୁକୁଲ୍ୟରେ ସନିବାର ଦିନ ନିଶୁକ୍ଳ ଡାଇବେଟିବ ରୋଗର ଚିକିତ୍ସା ଏବଂ ସଚେତନତା ଶିବିର ଅନୁଷ୍ଠିତ …
“ଜନଗଣଙ୍କ ଠାରେ ହିଁ ଗଣତନ୍ତ୍ରର ବାସ୍ତବ ଶକ୍ତି ନିହିତ”
ସାଧାରଣତନ୍ତ୍ର ଦିବସ 2020 ପୂର୍ବ ସଂଧ୍ୟାରେ ମାନନୀୟ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ
ନୂଆଦିଲ୍ଲୀ(ପିଆଇବି) :
ମୋର ପ୍ରିୟ ଦେଶବାସୀ,
71ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ, ମୁଁ ଭାରତରେ ତଥା ବିଦେଶରେ ବସବାସ କରୁଥିବା ଆପଣମାନଙ୍କୁ ସମସ୍ତଙ୍କୁ…
ଅଗଣିତ ପାଠକଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଛା
କିଏ କାହାର ଦାୟିତ୍ୱ ଭୁଲିଗଲା ଭୁଲିଯାଆନ୍ତୁ,
ହେଲେ ଆମେ ଭୁଲିନୁ ଆମ ଉତ୍ତର ଦାୟିତ୍ୱ
"ଶାସକ ପ୍ରଶାସକ" ଗଣଙ୍କର ଥିଲା
ବଞ୍ଚିଥିବା ଯାଏଁ ଥିବ ଗଣଙ୍କ ସହିତ
ଅବିରତ,ସର୍ବଦା ଜାଗ୍ରତ ।
କେଉଁ ସ୍ୱର ହୀନର ସ୍ୱର ସାଜିପାରିଲୁ
କେଉଁ ଅସହାୟ ମଣିଷର ଯଦି ସାହା ହୋଇପାରିଲୁ
କାହା ଆଖିରୁ…