“ପୁରୀ ମନ୍ଦିର ସେବାୟତଙ୍କ ପରି ଆମକୁ ବି ସରକାର ସହାୟତା ରାଶି ପ୍ରଦାନ କରନ୍ତୁ”

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କ୍ଷେତ୍ର ନୃସିଂହନାଥ ପୀଠ ସେବାୟତ ସରକାରଙ୍କ ନିକଟରେ କଲେ ଅନୁରୋଧ ବରଗଡ/ଶାସକ ପ୍ରଶାସକ  :-  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଗନ୍ଧମାର୍ଦନ ପାଦ ଦେଶରେ କୂଳୁକୂଳୁ ହୋଇ ବହିଯାଇଥିବା ପାପନାଶିନୀ ଝରଣା ସନ୍ନିକଟ ଅବସ୍ଥିତ ପଶ୍ଚିମାଂଚଳ ର ପ୍ରସିଦ୍ଧ ନୃସିଂହନାଥ…

ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ତିନି ନିର୍ଦ୍ଦେଶକଙ୍କ ତିନି ଜିଲ୍ଲା ଗସ୍ତ

ଭୁବନେଶ୍ୱର (ଶାସକ ପ୍ରଶାସକ) ଗତକାଲିର ୧୩ଜଣ ରୋଗୀ ଓ ଆଜି ସକାଳେ ଆଉ ୫ଜଣ ରୋଗୀ ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହେବାପରେ ମେଡିକାଲ କଲେଜର ସ୍ୱାସ୍ଥ୍ୟ ବିଶେଷଜ୍ଞ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଓ ଷ୍ଟେଟ ଆରଆର୍ଟିମାନଙ୍କୁ ବାଲେଶ୍ୱର, ଭଦ୍ରକ , ଯାଜପୁରର କଣ୍ଟନମେଣ୍ଟ ଯୋନର ତଦାରଖ କରିବା ପାଇଁ…

ଆଉ ୫ ରୋଗୀ ଚିହ୍ନଟ : ସମସ୍ତେ ବାଲେଶ୍ୱରର

ଭୁବନେଶ୍ୱର (ଶାସକ ପ୍ରଶାସକ): ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଆଉ ୫ କୋବିଦ-୧୯ ରୋଗୀ ଚିହ୍ନଟ ହୋଇଛନ୍ତି | ସେମାନେ ସମସ୍ତେ ବାଲେଶ୍ୱର ଜିଲ୍ଲାରୁ ବୋଲି ସୂଚନା ମିଳିଛି |  ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ସମ୍ପର୍କୀୟ | ଏମାନଙ୍କ ବୟସ ଯଥାକ୍ରମେ ୩୪ ବର୍ଷ, ୩୮…

ଅସମ୍ଭବକୁ ସମ୍ଭବ କରି ଦେଖେଇଲେ ଦିବସ : ନିଷ୍ପତ୍ତି ଆଗରେ ହାର ମାନିଲା ଲକ ଡାଉନ କଟକଣା

ଲକଡାଉନ ସମୟରେ ମାନବିକତା : ସାବାସ ଦିବସ, ଆପଣଙ୍କ ସ୍ପିରିଟକୁ ସାଲ୍ୟୁଟ ବରଗଡ଼ ( ଶାସକ ପ୍ରଶାସକ) : ବର୍ତ୍ତମାନ ଲକଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଭାରତ ବର୍ଷ କରୋନା ମହାମାରୀର ଆତଙ୍କରେ ଆତଙ୍କିତ ହେଉଥିବା ସ୍ଥଳେ ମାନବିକତା ଆଗରେ ହାର ମାନିଛି ପ୍ରତିବନ୍ଧ | ଜଣେ ସମାଜିକ କର୍ମୀଙ୍କ ଅକ୍ଲାନ୍ତ…

ସୋଆର 156 ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ ତାଳଚେରରେ କାର୍ଯ୍ୟକ୍ଷମ

ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନସିଂରେ ହେଲା ଲୋକାର୍ପିତ ଭୁବନେଶ୍ୱର(ଶାସକ ପ୍ରଶାସକ):ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ 19 ହସ୍ପିଟାଲ ଅନୁଗୁଳ…

ଲୋକଙ୍କୁ ସଚେତନ କରିବା ସହ ମାସ୍କ ବାଣ୍ଟିଲେ ସ୍ବେଛାସେବୀ

ଖପ୍ରାଖୋଲ/ସୁଦୀପ୍ତ ରଞ୍ଜନ ସୁଆର  : କୋରୋନା ମହାମାରୀରେ ସମଗ୍ର ବିଶ୍ଵ ହନ୍ତସନ୍ତ ହେଉଥିବା ବେଳେ ଏହି ଭୁତାଣୁର ସଂକ୍ରମଣ କୁ ରୋଧ କରିବାର ଉପାୟ ମଧ୍ୟରୁ ମୁଖା (mask) ଏକ ପ୍ରମୂଖ ଅସ୍ତ୍ର ଭାବେ ବ୍ୟବହାର ଅତ୍ୟାବଶ୍ୟକ  l ସାମ୍ପ୍ରତିକ  ପରିସ୍ଥିତିରେ ସଚେତନତା, ଗୃହବନ୍ଦୀ ହେବା ଏବଂ…

ଆଉ ୬ କୋବିଦ ୧୯ ପଜିଟିଭ : ଯାଜପୁରରୁ ୫ , ସୁନ୍ଦରଗରରୁ ଜଣେ

ଭୁବନେଶ୍ୱର (ଶାସକ ପ୍ରଶାସକ) ଚିହ୍ନଟ ହେଲା  ଆଉ ୬ ନୂଆ କୋବିଦ ୧୯ ନୂଆ ପଜିଟିଭ କେସ | ସେଥିମଧ୍ୟରୁ ଜଣେ ସୁନ୍ଦରଗଡ ଜିଲ୍ଲା ଵିସରାର ହୋଇଥିବା ବେଳେ ଅନ୍ୟ ୫ଟି କେଶ ଯାଜପୁର ଜିଲ୍ଲାର | ସକାଳେ ୬୮ରେ ପହଁଚିଥିବା କୋବିଦ ୧୯ ପଜିଟିଭ ସଂଖ୍ୟା ଆଜି ପହଞ୍ଚିଛି ୭୪ରେ |ଟ୍ରାଭେଲ ହିଷ୍ଟ୍ରୀ…

ଚିତ୍ରକରମାନଙ୍କୁ ସରକାରୀ ସହାୟତା ଦେବାକୁ ବିଡ଼ିଓ ଓ ତହସିଲଦାରଙ୍କୁ ଦାବିପତ୍ର

ପୋଲସରା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ଅଲ ଓଡ଼ିଶା ପେଣ୍ଟିଙ୍ଗ ଆର୍ଟିଷ୍ଟ ଏଣ୍ଡ ଆଡଭେଇର୍ଟଇଜେମେଣ୍ଟ ଆସୋସିଏସନ, ଭୁବନେଶ୍ୱର ସହ ଗଣ୍ଠିବନ୍ଧିତ ପୋଲସରା ବ୍ଲକ ଚିତ୍ରକର ସଂଘ ପକ୍ଷରୁ ପୋଲସରା ବିଡ଼ିଓ ଓ ତହସିଲଦାରଙ୍କୁ ଚିତ୍ରକର ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବିପତ୍ର ପ୍ରଦାନ…

ତାଲା ବନ୍ଦ ସମୟରେ ବୋଝ ଉପରେ ନଳିତା ବିଡା

ପଦ୍ମପୁର ସହରରେ ଦୁଃସହ ହୋଇଛି ପାନୀୟ ଜଳ ସଙ୍କଟ । ପଦ୍ମପୁର-ପଦ୍ମପୁର ସହରରେ ପାନୀୟ ଜଳ ସଙ୍କଟ ହେବା କୌଣସି ନୂଆଁ କଥା ନୁହେଁ । ଚଲିତ ବର୍ଷ କରୋନା ଭୂତାଣୁ ଯୋଗୁଁ ସାରା ଦେଶ ତାଳାବନ୍ଦ ରହିଛି । ପଦ୍ମପୁର ସହରରେ ମଧ୍ୟ ତାଳାବନ୍ଦକୁ ପାଳନ କରାଯାଉଛି । ଗୋଟିଏ ପଟେ ତାଳାବନ୍ଦ ଦୁଃଖ…