କରୋନାରେ ବିଧାୟକଙ୍କ ଦେହାନ୍ତ 

0

କରୋନାରେ ଯାଇଛି ଜଣେ ବିଧାୟକଙ୍କ ଜୀବନ | ତାଙ୍କ ନାଁ ଜେ ଆମ୍ବାଝାଗନ | ସେ ଡ଼ିଏମକେର ବିଧାୟକ ଥିଲେ ଓ ପଶ୍ଚିମ ଜିଲ୍ଲା ସମ୍ପାଦକ ଥିଲେ | ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି | କରୋନା ଭୁତାଣୁରେ ଗୁରୁତର ଭାବେ ପ୍ରଭାବିତ ତାମିଲନାଡୁରେ ଜଣେ ବିଧାୟକଙ୍କ ମୃତ୍ୟୁ ପ୍ରଥମ ଘଟଣା |

Leave A Reply

Your email address will not be published.