ଗୋଟେ  ଦିନରେ ୨୭୫ ମୃତ୍ୟୁ, ୯୯୮୫ ଆକ୍ରାନ୍ତ 

0

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ଭିତରେ ଦେଶରେ କରୋନାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୯୯୮୫ ଜଣ | ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨.୭୬ ଲକ୍ଷ ଅତିକ୍ରମ କରିଛି | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩,୬୩୨ ରହିଥିବା ବେଳେ ସୁସ୍ଥ ହେଲେଣି ୧,୩୫,୨୦୫ ଜଣ |.

Leave A Reply

Your email address will not be published.