Sign in
Sign in
Recover your password.
A password will be e-mailed to you.
ଗଣତନ୍ତ୍ର ଦିବସରେ ଓଡ଼ିଆ ଯବାନଙ୍କୁ ଅନ୍ତିମ ବିଦାୟ
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରଣଜିତ୍ କୁମାର୍ଙ୍କ ଶେଷକୃତ୍ୟ ସମ୍ପନ୍ନ
ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗଣତନ୍ତ୍ର ଦିବସ ଅବସରରେ ସାରା ପୁରପଲ୍ଲୀ ହସ ଉଲ୍ଲାସରେ ପାଳନ କରୁଥିବାବେଳେ ଚନ୍ଦ୍ରପୁର ଗ୍ରାମରେ କିନ୍ତୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଗତକାଲି…
ଶିକ୍ଷକ ଅଭାବ : ଛାତ୍ରଛାତ୍ରୀ ଏବଂ ଅଭିଭାବକ ଡଇଁଚା ଉଚ୍ଚ ବିଦ୍ୟାଳୟରେ ପକାଇଲେ ତାଲା
http://www.youtube.com/watch?v=WXFaekwHi_4
ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲାର ରେଢାଖୋଲ ଉପଖଣ୍ତ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ବିଦ୍ୟାଳୟରେ ଖାଲି…
ହରଭଙ୍ଗାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ।
ହରଭଙ୍ଗା/ ପ୍ରତାପ ମେହେର: ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି । ସମସ୍ତ ସରକାରୀ , ବେସରକାରୀ ଅନୁଷ୍ଠାନ , ବିଦ୍ୟାଳୟ ମହାବିଦ୍ୟାଳୟ ଆଦି ମାନଙ୍କରେ ପାଳିତ ହେଇଛି । ହରଭଙ୍ଗା ବ୍ଲକ୍ ର କରଞ୍ଜକଟା ପଞ୍ଚାୟତ ଅଫିସ୍ , ରଧାନଗର୍…
ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ କୋଲକାତାଠାରେ ସାଧାରଣତନ୍ତ୍ର ଦିବସ ପାଳିତ
କୋଲକାତା/ଭୁବନେଶ୍ୱର,(ଶାସକ ପ୍ରଶାସକ) ଓଡ଼ଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତଥା କୋଲକାତାରେ ଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ସଂଗଠନ ଉତ୍କଳୀୟ ମିଳିତ ମଂଚର ଉଦ୍ୟମରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛିା
ସେଦିନ ପୂର୍ବାହ୍ନରେ ବି.ବି. ଗାଙ୍ଗୁଲି…
“ତତେ ମାରିବ ଯିଏ ଗୋପରେ ବଢୁଛି ସିଏ ଅଷ୍ଟ ବର୍ଷେ ବିନାଶିବ ଆସି”
୩୬ ତମ ବିରାଟ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ତୃତୀୟ ଦିବସ
ଗାଇସିଲେଟ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ତୃତୀୟ ଦିବସରେ ରାଜଦରବାରରେ ରାଜ ଅତିଥି ଭାବରେ ସାମ୍ବାଦିକ ଝସକେତନ ସାହୁ ଯୋଗଦେଇଥିଲେ।
ଆଜିର ନାଟ୍ୟଭିନୟ…
କ୍ଷେତରେ ପଶିଲେ, ଚାଷୀଙ୍କ ଭଲମନ୍ଦ ବୁଝିଲେ ଅରୁଣ : କିଣିଲେ ବସ୍ତାଏ କୋବି , ବୋଝେ ବାଇଗଣ
ଭୁବନେଶ୍ୱର( ଶାସକ ପ୍ରଶାସକ): ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିସାରି ଛତ୍ରପୁରରୁ ଫେରୁଥିଲେ ଉଚ୍ଚଶିକ୍ଷା ତଥା କୃଷି କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ ସାହୁ | ବାଟସାରା ଆଖି ଥାଏ କେତେବେଳେ ମୋବାଇଲ ଉପରେ ତ କେତେବେଳ ଝରକା ବାହାରକୁ | ହଠାତ ନଜର ପଡିଲା ଲମ୍ବା…
ପଦ୍ମପୁର ଉପଖଣ୍ଡରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ
ପଦ୍ମପୁର/ଶାସକ ପ୍ରଶାସକ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ୭୧ତମ ସାଧାରଣତନ୍ତ୍ର ଦିବସ ପଦ୍ମପୁର ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମହା ସମାରୋହରେ ପାଳିତ ହୋଇଥିଲା। ଏହି ଉତ୍ସବରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ…
ଭାଷଣ ଦେବା କଳାରେ ଦଖଲ ଆଣିସାରିଲେଣି ମନ୍ତ୍ରୀ ମହୋଦୟା !
http://www.youtube.com/watch?v=j4yo2ZKCzG8
ଗଜପତି ଜିଲ୍ଲାସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ: ଆଗରୁ ଭାଷଣ ଦେବା ନିହାତି ପକ୍ଷରେ କଷ୍ଟ ଥିଲା | ବିଧାନ ସଭାରେ ମନ୍ତ୍ରୀ ମହୋଦୟା ପଦ୍ମିନୀ ଦିଆନଙ୍କ ପ୍ରଶ୍ନର ଉତ୍ତର ଦେବା…
ରେଢାଖୋଲ ରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ
ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଉପଖଣ୍ତ ସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସ ଆଜି ସ୍ଥାନୀୟ କଦମ୍ବ ପଡିଆ ଠାରେ ଆନୁଷ୍ଠିତ ହୋଇଯାଇଛି I ଏଥିରେ ରେଢାଖୋଲ ଉପଜିଲ୍ଲାପାଳ ଡୋଳାମଣୀ ପଟେଲ ଜାତୀୟ ପତାକା କୁ ଉତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ…
ଜେଲରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ
ଅନ୍ତେବାସୀଙ୍କ ସହ ପାଳିଲେ ସାଧାରଣତନ୍ତ୍ର ଦିବସ
ପଦ୍ମପୁର/ଶାସକ ପ୍ରଶାସକ : ସାରା ଭାରତ ବର୍ଷରେ ପଲ୍ଲୀରୁ ଦିଳ୍ଲୀ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ମହାସମାରୋହରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି ।୧୯୫୦ ମସିହା ଆଜି ର ଦିନରେ ଭାରତରେ ନୂତନ ସମ୍ବିଧାନ ପ୍ରଣୟନ ହୋଇଥିଲା । ସବୁ…