Sign in
Sign in
Recover your password.
A password will be e-mailed to you.
ନୂଆପଡା ପୁଲିସ ଓ ପ୍ରେସ ପକ୍ଷରୁ ମେଗା ରକ୍ତଦାନ ଶିବିର
ନୂଆପଡା/ ଅମିତ ପୁରୋହିତ: କୋରୋନା ମୁକାବିଲା କରିବା ପାଇଁ ସମାଜର ସବୁସ୍ତରରୁ ଉଦ୍ୟମ ଜାରି ରହିଛି । ଏପରି ଏକ ସଂକଟମୟ ପରିସ୍ଥିତିରେ ନୂଆପଡା ଜିଲାରେ ଯେପରି ରକ୍ତର ଅଭାବ ନରହେ ସେଥିପ୍ରତି ମଧ୍ୟ ଅନେକ ଅନୁଷ୍ଠାନ କାର୍ଯ୍ୟକରୁଛନ୍ତି । ସ୍ୱେଚ୍ଛାକୃତ ଭାବରେ ଆସୁଥିବା ରକ୍ତର ପରିମାଣ…
କୋରୋନା ମୁକାବିଲା,ନୂଆପଡା ଜିଲ୍ଲା ପାଇଁ ସାଜିବ କି ବୁମେରାଂ
ନୂଆପଡା,(ଅମିତ ପୁରୋହିତ) : କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଏକ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଏହି ନିୟମାବଳି ଅନୁଯାୟୀ ଦେଶକୁ ରେଡ ଅରେଞ୍ଜ ଓ ଗ୍ରୀନ ଏପରି ତିନୋଟି ଜୋନରେ ବିଭକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯେଉଁସ୍ଥାନ ମାନଙ୍କରେ ଜଣେ ବି କରୋନା ରୋଗୀ ଚିହ୍ନଟ…
ଚମକୁଛନ୍ତି ଏସଏଚଜି ମହିଳା : ମାସ୍କ ପ୍ରସ୍ତୁତ କରି ଜିଲା ପ୍ରଶାସନ ପ୍ରତି ବଢାଇଛନ୍ତି ସହାୟତାର ହାତ
ନୂଆପଡା,(ଅମିତ ପୁରୋହିତ ): ସମଗ୍ର ଦେଶରେ କରୋନା ମୁକାବିଲା କ୍ଷେତ୍ରରେ ଆଗୁଆା ରାଜ୍ୟ ଭାବରେ ପରିଗଣିତ ଆମରାଜ୍ୟ ଓଡିଶା ନିଜର ଏକ ସ୍ୱତନ୍ତ୍ର ଭାବମୁର୍ତ୍ତି ସୃଷ୍ଟି କରିପାରିଛି । କରୋନା ମୁକାବିଲା ପାଇଁ ନୂତନ ପଦକ୍ଷେପ ମାନଗ୍ରହଣ କରି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛି ଓଡିଶା…
ତମ୍ବାଖୁ ସିଗାରେଟ ଡ଼ିଲର ଏବଂ ମଦ ବ୍ୟବସାୟୀ କୋଟିପତି : ଭିତିରିଆ ଚାଲିଛି ବେପାର, ପ୍ରଶାସନ ଅଜଣା ନା ଜାଣି ସିହାଣା
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମ୍ପୂର୍ଣ୍ଣ ଦେଶବାସୀ ଲକ୍ଡ଼ାଉନ୍ ଅବସ୍ଥାରେ | କରୋନା ସଂକ୍ରମଣ ମୁକାବିଳା ପରିସ୍ଥିତିରେ ପୌରପାଳିକା ଏବଂ ଗ୍ରାମ…
ପଦ୍ମପୁର ପୋଲିସ ପକ୍ଷରୁ ପଣ୍ଡରିପାଣି ଗ୍ରାମରେ ମାକ୍ସ ଓ ସାବୁନ ବଣ୍ଟନ ସହ ସଚେତନ କାର୍ଯ୍ୟକ୍ରମ ।
ପଦ୍ମପୁର/ଶାସକ ପ୍ରଶାସକ - କରୋନା ଭୂତାଣୁ ସହ ସାରା ଭାରତ ଲଢେଇ କରୁଛି । ସରକାର ଲୋକଙ୍କୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ସଚେତନ କରାଉଛନ୍ତି । ହାତକୁ ସାବୁନ କିମ୍ବା ହେଣ୍ଡଓ୍ବାସରେ ଧୋଇବା ତଥା ଯଦି ଆବଶ୍ୟକ କାମରେ ବାହାରକୁ ଗଲେ ମୁହଁକୁ ମାକ୍ସ କିମ୍ବା ରୁମାଲରେ ଘୋଡେଇବା । କାରଣ…
ଓଡିଆ ସମାଜର ୩୦୦ରୁ ଉର୍ଧ୍ଵ ପ୍ରତିନିଧି ମାନଙ୍କ ଭିଡିଓ କନଫରେନ୍ସିଂରେ କଥା ହେଲେ କେନ୍ଦ୍ରମନ୍ତ୍ରୀ
ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଏବଂ ସଚେତନତା କରିବାର ଦାୟିତ୍ୱ ନେଉ ଓଡିଆ ସମାଜ - ଧର୍ମେନ୍ଦ୍ର ପ୍ରଧାନ
ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଜାରୀ
ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଂଟନ କରିବା ଦାୟିତ୍ୱରେ ରହୁ ଓଡିଆ ସମାଜ
କରୋନା ମୁକାବିଲାରେ…
ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଅକ୍ଷୟ ତୃତୀୟା : ଲାଗି ହେଲା ପଖାଳ ଭୋଗ
ବରଗଡ :-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ସୁପ୍ରସିଦ୍ଧ ମନ୍ଦିର । ବର୍ଷ ତମାମ ଏହି ପବିତ୍ର ତୀର୍ଥକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯଟକ ମାନଙ୍କର ପ୍ରବଳ…
ମନର କଥା କହିଲେ ପ୍ରଧାନମନ୍ତ୍ରୀ : ଆମେ କେବେହେଲେ ଅତି-ଆତ୍ମବିଶ୍ୱାସରେ ଛନ୍ଦି ହେବାନି
• କରୋନା ବିରୋଧରେ ଭାରତର ଲଢ଼େଇ ଜନସାଧାରଣଙ୍କ ଦ୍ଵାରା ପରିଚାଳିତ – ପ୍ରଧାନମନ୍ତ୍ରୀ
• ସାର୍ବଜନୀନ ସ୍ଥାନରେ ଛେପ ପକାଇବା ବଦଭ୍ୟାସକୁ ତ୍ୟାଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
New Delhi (SPB): "କରୋନା ବିରୋଧରେ ଭାରତର ଲଢେଇ ଜନସାଧାରଣଙ୍କ ଦ୍ଵାରା ପରିଚାଳିତ ଏବଂ ସରକାର ଓ…
ସର୍ଭର ଶ୍ଲୋ : ପଂଜୀକରଣ ବାଧାପ୍ରାପ୍ତ
ଓଡ଼ଗାଁ, କୁରାଳ,(ଶ୍ରୀକାନ୍ତ ମିଶ୍ର) : ସରକାରଙ୍କ ନିଷ୍ପତି ଅନୁସାରେ ବାହାରେ ଫସିରହିଥିବା ଓଡ଼ିଆ ମାନଙ୍କ ଫେରିବା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଓଡ଼ଗାଁ ବ୍ଲକର ବିଭିନ୍ନ ପଂଚାୟତରେ ବହୁ ସଂଖ୍ୟାରେ ଆବେଦନ ପତ୍ର …
ଲକ୍ ଡ଼ାଉନ କଟକଣା: ମାନିବାକୁ ପ୍ରସ୍ତୁତ ନୁହନ୍ତି ସରକାରୀ କର୍ମଚାରୀ
ଗ୍ରୀନ ଜୋନ ମୟୂରଭଞ୍ଜ ପାଇଁ ରେଡ଼ ୱାର୍ଣ୍ଣିଂ
ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ୨୬ ରବିବାର ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ବଗିଚାସାହି(ହୁଡ଼କୋ କଲୋନୀ)ରେ ଭଦ୍ରଖ ଜିଲ୍ଲା ମଞ୍ଜରୀରୋଡ଼ ଅଞ୍ଚଳ କୁଳନା ଗ୍ରାମର ଭରତ ଚନ୍ଦ୍ର ଦାସ ଭଡ଼ାଟିଆ ଭାବେ ଏକାକୀ ରହି ବାରିପଦା ମୁଖ୍ୟ…