Sign in
Sign in
Recover your password.
A password will be e-mailed to you.
କଂଗ୍ରେସ ଅଭିଯୋଗକୁ ପରୋକ୍ଷରେ ମାନିଲେ ସାଂସଦ, କାର୍ଯ୍ୟାନୁଷ୍ଠାନ କେବେ – କଂଗ୍ରେସ
ଅନୁଭବଙ୍କ ଜାଲି ପ୍ରମାଣପତ୍ର ପ୍ରସଙ୍ଗ
ଭୁବନେଶ୍ୱର (ଶାସକ ପ୍ରଶାସକ) – ଜାଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ସୂଚନା ଅଧିକାର ଆଇନ୍ ତଥ୍ୟକୁ ନେଇ ଗତକାଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ସାଂସଦ ଯେଉଁ ଲିଖିତ…
ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି-ଡ଼ୁକୁରା ରାସ୍ତାର ଆମ୍ବଡାଳି ନିକଟରେ ଫେବୃଆରୀ ୧ ରାତିରେ ଦରବାର ଯାତ୍ରା ପାର୍ଟିର ମାଲିକଙ୍କ ଭାଇ ଓ ମ୍ୟାନେଜରଙ୍କୁ କେତେକ ଦୁର୍ବୁତ ମାଡ଼ ମାରି ବନ୍ଧୁକ ମୁନରେ ୭୦ ହଜାରରୁ ଅଧିକ ଟଙ୍କା ଲୁଟ…
ମହିଳାମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ ପାଇଁ ଗଣଦୌଡ଼ ପ୍ରତିଯୋଗିତା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଛଉପଡ଼ିଆଠାରୁ ଫାଷ୍ଟ ଏଜୁକେସନ ଟ୍ରଷ୍ଟ ପକ୍ଷରୁ ମହିଳାମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ ବାର୍ତ୍ତା ନେଇ ଏକ ଗଣଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ…
କେନ୍ଦ୍ରସରକାରଙ୍କ ଜନକଲ୍ୟାଣ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବାକୁ ସମୀରଙ୍କ ଆହ୍ବାନ
ରାଜ୍ୟ ସଭାପତିଙ୍କ ଦିନିକିଆ ମହାଙ୍ଗା ଗସ୍ତ
ଭୁବନେଶ୍ୱର/ମାହାଙ୍ଗା (ଶାସକ ପ୍ରଶାସକ) : "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅନେକ ଜନ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ମିଶନ,ସୌଭାଗ୍ୟ ଯୋଜନାରେ ବିଜୁଳୀ ଯୋଗାଣ, ଉଜ୍ଜଳା ଯୋଜନାରେ…
ବୀର ବଜରଙ୍ଗ ବଳୀ କପ କ୍ରିକେଟ ଟୁଣ୍ଡାମେଂଟ ଉଦଯାପିତ: କୁଦୋପାଲି ଚଂପିଆନ
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କେଲେଣ୍ଡା ଗ୍ରାମର ବୀର ବଜରଙ୍ଗ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାରି ଦିନ ବ୍ୟାପୀ ଚାଲିଥିବା ବୀର ବଜରଙ୍ଗ କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟରେ କୁଦୋପାଲି ଦଳ ଚଂପିଆନ…
ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ
ଭୁବନେଶ୍ୱର(ଶାସକ ପ୍ରଶାସକ) . - ପୋଖରୀପୁଟସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ପ୍ରଫେସର ଡ. ବାସୁଦେବ ଛାଟୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ୟୁଥ ଆଣ୍ଡ…
କ୍ଷୀର ସଂଗେ ପୁତନାର ପ୍ରାଣ ଶୋଷିଲେ କୃଷ୍ଣ, ପିତା ଉଗ୍ରସେନଙ୍କୁ ଦଣ୍ଡିତ କଲେ କଂସ
ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ, ସ୍ଥାନୀୟ ଲୋକ ପ୍ରତିନିଧି ରାଜ ଅତିଥି
ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ରବିବାର ଦିନ ତୃତୀୟ ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା…
ଲକ୍ଷାଧିକ ଟଙ୍କାର ୫ଶହ ସିଫଟ ଚୋରା କାଠ ଜବତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ, ବନ ବିଭାଗର ମୋବାଇଲ ଟିମ ମୁଖ୍ୟ ପ୍ରଶାନ୍ତ ସିଂ ଓ ବନ ବିଭାଗର ଡେପୁଟୀ ରେଞ୍ଜର ପାଲବାବୁଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଆଜି…
ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ସୁରେଶ-ଦେବେଶ
ବରଗଡ(ଶାସକ ପ୍ରଶାସକ) :- ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରଗଡ଼ ସଂସଦ ସୁରେଶ ପୂଜାରୀ ଓ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପୃଥକ ପୃଥକ ଚିଠି ଲେଖିଛନ୍ତି।…
ବିଧାୟକ ବ୍ୟୋମକେଶ ରାୟଙ୍କ ଧର୍ମପତ୍ନୀ ନୀଳିମାଙ୍କ ଦେହାନ୍ତ
ଭଦ୍ରକ:(ସତ୍ୟଭୂଷଣ ସ୍ୱାମୀ ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିଧାୟକ ଡଃ ବ୍ୟୋମକେଶ ରାୟଙ୍କ ଧର୍ମପତ୍ନୀ ନୀଳିମା ପ୍ରଧାନଙ୍କର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ପରଲୋକ ଘଟିଛି । କିଛି ଦିନ ତଳେ କୀମସ ଡାକ୍ତରଖାନାରେ ସ୍ବର୍ଗତାଃ…