Sign in
Sign in
Recover your password.
A password will be e-mailed to you.
ରେଙ୍ଗାଲି ବ୍ଲକ ବାରିକ ସମାଜ ପକ୍ଷରୁ ଆଜି ସରକାରୀ ସହାୟତା ପାଇଁ ଦାବି ପତ୍ର
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାରିକ ସମାଜ ପକ୍ଷରୁ ଆଜି ସରକାରୀ ସହାୟତା ପାଇଁ ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ସମ୍ବଲପୁର ଜିଲ୍ଲାପାଳ ଙ୍କ ଉଦେଶ୍ଯରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ଦାବି ପତ୍ରରେ…
ଅବସରପ୍ରାପ୍ତ ଫରେଷ୍ଟର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଏକ ମାସର ପେନସନ
ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ- ମହାମାରି କରୋନା ପାଇଁ ସମଗ୍ର ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସାଳଡ ଗ୍ରାମର ଅବସର ପ୍ରାପ୍ତ ଫରେଷ୍ଟର ବୈଦ୍ୟନାଥ ମିଶ୍ର ତାଙ୍କର ଏକ ମାସର…
ନିରବତାରୁ କୋଳାହଳ ମୁହାଁ ହେବ ଓଡିଶା : ଖୁସିଦିନ ନିଶ୍ଚୟ ଫେରିବ ହେଲେ ବାସ କିଛି ଦିନ |
http://www.youtube.com/watch?v=ZUt1hMSrdIc
କରୋନା ଯନ୍ତ୍ରଣାରେ ଛଟପଟ ହେଉଥିବା ଓଡିଶାବାସୀଙ୍କ ମନରେ ଆତ୍ମବିଶ୍ୱାସ ଭରିବାର ନିଆରା ଉଦ୍ୟମ
ଭୁବନେଶ୍ୱର(ଶାସକ ପ୍ରଶାସକ) : "ନିରବତାରୁ କୋଳାହଳ ମୁହାଁ ହେବ ଓଡିଶା | ନିରବି ଯାଇଥିବା ସ୍ୱର ମୂର୍ଚ୍ଛନା ତୋଳିବ | "ମେଘ" ରାଗରେ…
ରାଜ୍ୟ ସମ୍ମାନ ସହ ପୁରୀରେ ସ୍ବର୍ଗତ ନାଟ୍ୟକାର ବିଜୟ ମିଶ୍ରଙ୍କ ହେବ ଅନ୍ତିମ ସଂସ୍କାର
ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସମ୍ମାନ ସହ ପୁରୀରେ ସ୍ବର୍ଗତ ନାଟ୍ୟକାର ବିଜୟ ମିଶ୍ରଙ୍କ ହେବ ଅନ୍ତିମ ସଂସ୍କାର | ଗତକାଲି ବିଶିଷ୍ଟ ନାଟ୍ୟକାର ତଥା ସାରସ୍ୱତ ସାଧକ ବିଜୟ ମିଶ୍ରଙ୍କ ଦେହାନ୍ତ ହୋଇଥିଲା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ଓଡିଶା ନାଟ୍ୟ ଓ…
ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ମହମ୍ମହ ରଫିକ
ଲୋକସେବା ଭବନ ଠାରେ ରାଜ୍ୟପାଳ ଦିଆଇଲେ ଶପଥ
ଭୁବନେଶ୍ୱର /ଶାସକ ପ୍ରଶାସକ : ଓଡିଶା ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ମହମ୍ମହ ରଫିକ । କରୋନାକୁ ଦୃଷ୍ଟିରେ ରଖି ଲୋକସେବା ଭବନ ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ …
କୋରୋନା ଲଢେଇ : ନିରବ ଯୋଦ୍ଧା ଭଳି ଲଢେଇ ଜାରି ରଖିଛନ୍ତି ନଛି
କରୋନା ଭଳି ତିରୋଟ ସମୟରେ ଲୋକଙ୍କୁ ବଢ଼ାଉଛନ୍ତି ସହାୟତାର ହାତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ଉପନଗରପାଳ ଦାୟିତ୍ୱ ଭାର ସମ୍ଭାଳିଥିବା ବେଳେ ପୌରପରିଷଦର ପରିମଳ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପରେ ବର୍ତ୍ତମାନ ବିଶ୍ୱ ମହାମାରୀ କୋଭିଡ଼-୧୯ର ମୁକାବିଲା…
ବଜ୍ରାଘାଟରେ ନାବାଳକ ମୃତ : ମୃତକଙ୍କ ପରିବାରଙ୍କୁ ଭେଟିଲେ ଉପଜିଲ୍ଲାପାଳ ଓ ତହସିଲଦାର
ବରଗଡ଼(ଶାସକ ପ୍ରଶାସକ) :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡିଆଢ଼ିପା ଗ୍ରାମର ଚୁଡାମଣି ମାଝୀ ଙ୍କର ନାବାଳକ ପୁଅ ନିର୍ମଳ ମାଝୀ ଆଜି ସକାଳୁ ପ୍ରାୟ 9ଟା 30 ମିନିଟ ସମୟରେ ବଜ୍ରାଘାତରେ ମୃତ୍ୟୁ ହେଇଯାଇଛି ।
ଚୁଡାମଣିଙ୍କର କହିବା ମୁତାବକ ନିର୍ମଳ…
RBI announced Rs. 50,000 crore Special Liquidity Facility for mutual funds.
Mumbai : Reserve Bank of India announced Rs. 50,000 crore Special Liquidity Facility for mutual fund after Franklin Templeton wounded up 6 funds last week.
The RBI in its press release stated that the coronavirus lockdown has “heightened…
ଲକଡାଉନ ସମୟରେ ସରପଞ୍ଚଙ୍କ ମାନବିକତା, ଅଲଗା ବ୍ଲକର ଅସହାୟଙ୍କୁ ବି କଲେ ଥଇଥାନ
ବରଗଡ଼ (ଶାସକ ପ୍ରଶାସକ) : ବିଗତ କିଛି ଦିନ ହେଲା ସରକାର ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କଲାପରେ ଅନେକ ଲୋକଙ୍କ ଟ୍ରଲର ଶିକାର ହେବାକୁ ପଡ଼ୁଛି | ହେଲେ ଅନ୍ୟ ପକ୍ଷରେ ବିପର୍ଯ୍ୟୟ ପରିଚାଳନା ହସ କରି କରୋନା ଲଢେଇରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିତା ଓ କାର୍ଯ୍ୟ…
ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ : ଜିଲ୍ଲାପାଳ
ଆଉ ନୂଆ ୩ କରୋନା ରୋଗୀ ବାହାରିବା ପରେ ପ୍ରଶାସନ ତତ୍ପର
ସୁନ୍ଦରଗଡ଼ ( ହୋରାଚାନ୍ଦ ଦେଉରିଆ ) : ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ଏବଂ ରାଉରକେଲା ସହରର ନାଳରୋଡ଼ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା…